Latest Odisha News
Browsing Tag

NewDelhi

୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରିପାରିବେ ; ଝାଡ଼ଖଣ୍ଡ ହାଇକୋର୍ଟ

ନୂଆଦିଲ୍ଲୀ : ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ଝାଡ଼ଖଣ୍ଡ ହାଇକୋର୍ଟ । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଗୋଟିଏ ମାମଲାର ଶୁଣାଣୀ ବେଳେ ଜଷ୍ଟିସ୍‌ ଏସ.କେ.ଦ୍ୱିବେଦୀ ଏହି ରାୟ ଶୁଣାଇଥିଲେ । ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ସେ ଏହି ରାୟ…

ଶ୍ରଦ୍ଧା ହତ୍ୟାକାଣ୍ଡ ଷ୍ଟାଇଲ୍‌ରେ ସ୍ବାମୀକୁ ୨୨ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ନୂଆଦିଲ୍ଲୀ : ପୁଣି ରାଜଧାନୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ନିକଟରେ ଶ୍ରଦ୍ଧା ହତ୍ୟା କାଣ୍ଡ ଘଟଣାର ସମାଧାନ ହୋଇନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ନିଦ ବଟିକା ଦେଇ କରାଯାଇଥିଲା ହତ୍ୟା  । ମୃତ ଶବକୁ ୨୨ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ ମା ପୁଅ ।…

ଆର୍ନ୍ତଜାତିକ ମହାକାଶ କେନ୍ଦ୍ରରେ ହେବ ଚାଷ, ଟମାଟୋ ମଞ୍ଜି ପଠାଇଲା ନାସା

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଅନେକ ସାମଗ୍ରୀ ପଠାଇଛି ନାସା । ମହାକାଶରେ ଖାଦ୍ୟ ଉତ୍ପାଦନ ପାଇଁ ପରୀକ୍ଷାମୂଳକ ଭାବେ ପନିପରିବା ଚାଷ କରାଯାଉଛି। କିନ୍ତୁ, ତଟକା ଖାଦ୍ୟ ସଙ୍କଟ ହେଉଥିବାରୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ରହୁଥିବା ମହାକାଶଚାରୀମାନେ ସଂରକ୍ଷିତ ଥିବା…

ଗ୍ରୀସ୍‌ର କ୍ରୀଟେ ଦ୍ବୀପରେ ଭୂକମ୍ପ ଝଟ୍‌କା, ଆସିପାରେ ସୁନାମୀ  

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ବିପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି  । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ…

ଶ୍ରଦ୍ଧା ହତ୍ୟା ଘଟଣା ଉପରେ ନିର୍ମିତ ହେବ ଫିଲ୍ମ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ କାହାଣୀ । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ନିକଟରେ ଶ୍ରଦ୍ଧା ହତ୍ୟା ଘଟଣା ଉପରେ ଆଧାରିତ ଏକ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି । ଯାହାକୁ…

ନେପାଳରେ ବଡ଼ଧରଣର ଭୂମିକମ୍ପ,୬ ମୃତ ଅନେକ ଆହତ

ନୂଆଦିଲ୍ଲୀ : ନେପାଳରେ ଭୂକମ୍ପର ଝଟ୍‌କା । ଗତକାଲି ବିଳମ୍ବିତ ରାତିରେ ନେପାଳର ବିଭିନ୍ନ ଅଞ୍ଚଳରେ ଲୋକ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଭୂକମ୍ପର ପ୍ରଭାବରେ ଦୋତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି ଅନେକ ଘର ଭୁଶୁଡ଼ି ପଡ଼ିଛି। ସେହିପରି ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବେଳେ ଏହାର…

ଟ୍ୱିଟରର ୫୦% କର୍ମଚାରୀ ଚାକିରୀରୁ ବହିସ୍କୃତ

ନୂଆଦିଲ୍ଲୀ : ଟ୍ୱିଟର ଗ୍ରହଣ କରିବାର ସପ୍ତାହ ମଧ୍ୟରେ ଏଲୋନ୍ ମସ୍କ ବହୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସାରା ବିଶ୍ବରେ ଟ୍ବିଟର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କର୍ମଚାରୀମାନେ ଆଶଙ୍କା ରହିଥିବା ବେଳେ ତାହା ଆଜି ସତ ହୋଇଛି । ଏଲନ୍ ମସ୍କଙ୍କ ଏଭଳି…

ସ୍ବାଧିନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ

ନୂଆଦିଲ୍ଲୀ: ସବୁଦିନ ପାଇଁ ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ହିମାଚଳ ପ୍ରଦେଶ କାଲ୍‌ପା ବାସଭବନରେ ୧୦୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନେଗୀ। ଶେଷଥର ପାଇଁ ୨ ତାରିଖରେ ମତଦାନ କରିଥିଲେ ନେଗୀ  । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ହିମାଚଳ…

ଟ୍ରାଫିକ ପୁଲିସ ଉପରେ ଚଢ଼ିଗଲା ଏସ୍‌ୟୁଭି ଗାଡ଼ି

ନୂଆଦିଲ୍ଲୀ: ଏସ୍‌ୟୁଭି ଧକ୍କାରେ ଟ୍ରାଫିକ ପୋଲିସ ଗୁରୁତର । ରାସ୍ତାରେ ଟ୍ରାଫିକ ପୋଲିସଙ୍କୁ ୫୦ ମିଟର ଯାଏଁ ଘୋଷାଡି ନେଲା ଏସ୍‌ୟୁଭି । ଏହି ଦୃଶ୍ୟଟି ରାଜଧାନୀ ଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମରେ ଦେଖିବାକୁ ମିଳିଛି । ଗୁରୁଗ୍ରାମ ସେକ୍ଟର-୫୨ ଆମ୍ବେଦକର ଛକ ନିକଟରେ ଗତକାଲି ସନ୍ଧ୍ୟାରେ…

ଲୋକମାନେ ଟଙ୍କା ଦେଇ ମାଟିରେ କାହିଁକି ପୋତା ହେଉଛନ୍ତି ? କଣ ରହିଛି ରହସ୍ୟ ?

ନୂଆଦିଲ୍ଲୀ : ଅନେକ ସମୟରେ ଆମେ ମାନସିକ ସ୍ତରରେ ଶାନ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଯୋଗ କରିଥାଉ। କିନ୍ତୁ ଆପଣ କଣ କେବେ ଜାଣିଛନ୍ତି ଚିନ୍ତାରୁ ମୁ୍କ୍ତି ପାଇଁ ଲୋକେ ଟଙ୍କା ଖର୍ଚ୍ଚ କରି ମାଟି ତଳେ ପୋତି ହେଉଛନ୍ତି । ମଣିଷ ଜୀବନ୍ତ ଅବସ୍ଥାରେ ମାଟି ଭିତରେ ପୋତା ହେବା ଦ୍ବାରା…