Latest Odisha News
Browsing Tag

Nuapada

ମୌଳିକ ସୁବିଧାରୁ ବଞ୍ଚିତ ଖୋଲିଭିତର ଗାଁ ; ପ୍ରଶାସନର ସହାୟତାକୁ ଅପେକ୍ଷା

ନୂଆପଡ଼ା : ଗାଁର ଚାରିପଟେ ଘେରି ରହିଛି ଜଙ୍ଗଲ । ପ୍ରତିଦିନ ବିପଦ ସଂଙ୍କୁଳ ରାସ୍ତା ଦେଇ ପାର୍‌ ହେଉଛନ୍ତି ଲୋକେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସୁବିଧା କଥା ନକହିବା ଭଲ । ଦୁର୍ବିସହ ଅଭିଶପ୍ତ ଜୀବନ କାଟୁଛନ୍ତି ଏହି ଦୁର୍ଗମ ଅଞ୍ଚଳ ବାସୀ । ଏଭଳି ଏକ ଗାଁ ହେଉଛି ବୋଡେ଼ନ ବ୍ଲକର…

ଶିକାର କରିବାରେ ମାତିଛି ବାଘ ; ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଲା 

ନୂଆପଡ଼ା: ଶିକାର କରିବାରେ ମାତିଛି ବାଘ। ଗୋଟିକ ପରେ ଗୋଟିଏ ବାଛୁରୀ କରୁଛି ଶିକାର । ଗୁହାଳେ ରଖେଇ ଦେଉନି ବାଛୁରୀ । ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ମଣିଷ ପରେ ଏବେ ବାଘ ଟାର୍ଗେଟରେ ବାଛୁରୀ । ଗତକାଲି ରାତିରେ ଚିଟିରାମ…

ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳିଲା କୋଶଳୀ ଭାଷା ସଂସ୍କୃତି ପରିଷଦ

ନୂଆପଡ଼ା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆନନ୍ଦ ଉଲ୍ଲାସରେ ଉତ୍କଳ ଦିବସ ପାଳନ ହେଉଥିବା ବେଳେ ଖଡ଼ିଆଳରେ ବିରୋଧ କରିଛ କୋଶଳୀ ଭାଷା ସଂସ୍କୃତି ପରିଷଦ । ରାଜ୍ୟ ଗଠିତ ହେବା ଦିନ ଠାରୁ କୋଶଳ ଅଞ୍ଚଳକୁ ଅଣଦେଖା କରଯାଇ ଆସୁଥିବା ପରିଷଦ ଅଭିଯୋଗ କରିଛି । ଉତ୍କଳ ଦିବସକୁ ବିରୋଧ କରି ରାଜ୍ୟ…

ଜଣେ ଶିକ୍ଷକରେ ଚାଲିଛି ବିଦ୍ୟାଳୟ ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ନୂଆପଡ଼ା : ସ୍କୁଲ ଯିବା ପାଇଁ ନାହିଁ ପକ୍କା ସଡ଼କ । ୪୭ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ । ଅନ୍ଧାରଘେରରେ ଛାତ୍ରଛାତ୍ରୀଙ୍କ ଜୀବନ । ଏ ଦୃଶ୍ୟ ହେଉଛି ତୁକୁଲା ଗ୍ରାମପଞ୍ଚାୟତର ଫୁଣ୍ଡାପଦର ମୁରଲୀଧର ପ୍ରାଥମିକ ବିଦ୍ୟାଳୟର । ଗମନାଗମନ ରାସ୍ତା ବିପର୍ଯ୍ୟସ୍ତ ଥିବାବେଳେ ଗୋଟିଏ ଶିକ୍ଷକରେ…

ଫେଲ୍‌ ମାରିଛି ବସୁଧା ଯୋଜନା, ସାହାରା ସାଜିଛି ନଦୀ ପାଣି

ନୂଆପଡ଼ା : ଦିନକୁ ଦିନ  ବଢ଼ିଲାଣି ତାତି । ଏବେଠୁ ଦେଖାଗଲାଣି ପାଣି ସମସ୍ୟା । ହେଲେ ଏଥିପ୍ରତି ପ୍ରଶାସନର ନାହିଁ ନିଘା । ଗାଁ ରେ ଅଚଳ ହୋଇ ପଡ଼ି ରହିଛି ନଳକୂପ  । ଫେଲ ମାରିଛି ବସୁଧା ଯୋଜନା । ସାହାରା ସାଜିଛି ନଦୀ ପାଣି । ଜମି ହୁଡ଼ା, ତତଲା ବାଲି ଦେଇ ଗଲେ ନଦୀରୁ ମିଳୁଛି ପାଣି । ଏ…

ସ୍କୁଲ ଛାତରୁ ଖସୁଛି ଅତଡ଼ା, ମଣ୍ଡପରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା

ନୂଆପଡ଼ା : ଭୁଶୁଡିପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି ପ୍ରାଥମିକ ସ୍କୁଲ। ମଣ୍ଡପରେ ଚାଲିଛି ପାଠ ପଢା  । ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଠାରେ ଥିବା ଶବରପଡା ସରକାରୀ ପ୍ରକଳ୍ପ ପଥମିକ ବିଦ୍ୟାଳୟର ଅବସ୍ଥା  । ସ୍କୁଲ ଘର ଭାଙ୍ଗିଯିବାରୁ…

କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି, ନିମ୍ନମାନର କାର୍ଯ୍ୟ କରି କୋଟିକୋଟି ଟଙ୍କା ଆତ୍ମସାତ  

ନୂଆପଡ଼ା : ପୁଣି ସାମ୍ନାକୁ ଆସିଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିଭାଗର ଦୁର୍ନୀତି । ପୂର୍ବରୁ ଅନେକ ଥର ଏହି ବିଭାଗରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିବା ବେଳେ ବର୍ତ୍ତମାନ ଏହା ଦ୍ଵିଗୁଣିତ ହୋଇଛି । କେନାଲରେ ନିମ୍ନମାନର କାମ କରି ଆତ୍ମସାତ କରୁଛନ୍ତି କୋଟି କୋଟି ଟଙ୍କା  ।…

ପୋଖରୀରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା : ପୋଖରୀରୁ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର । କୋମନା ଥାନା ରଜନା  ଇନ୍ଦ୍ର ନଦୀ ଘୋଡା ଘାଟରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ପାଣିରେ ଭାସୁଥିବା ଲୋକ ଦେଖିବାକୁ ପାଇଥିଲେ । ପରେ କୋମନା ପୋଲିସକୁ ଖବର ଦେଇଥିଲେ । କୋମନା ପୋଲିସ ଓ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ…

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା, ୯୦ଟି ପଞ୍ଚାୟତରେ କରିବେ ସଚେତନ 

ନୂଆପଡା : ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା । ଆଜକୁ ୨୭ ଦିନ ହେବ ସାମାଜିକ, ରାଜନୈତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଗରିବ ସେନା ସଂଗଠନ ପକ୍ଷରୁ ସ୍ୱାଭିମାନ ପଦଯାତ୍ରା ଚାଲିଛି । ଗତ ଜାନୁଆରୀ ୨୯ ତାରିଖ ଦିନରୁ ଗରିବ ସେନା ସଭାପତି ରବି…

ପୁଣି ଲାଗିଲା ମାଓ ପୋଷ୍ଟର

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ଲାଗିଲା ମାଓ  ପୋଷ୍ଟର । ଉପସ୍ଥିତି ଜାହିର କଲେ ମାଓବାଦୀ  । ପୋଷ୍ଟରରେ ଲେଖା ହୋଇଛି ମେନପୁର ନୂଆପଡ଼ା ମାଓ ଡିଭିଜନ କମିଟି । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଆନ୍ତର୍ଗତ ଫୁଲଚୀ ଘାଟି ନିକଟ ଫରେଷ୍ଟ ବୋର୍ଡ , ନଙ୍ଗଲବୋର୍ଡ ପଞ୍ଚାୟତ କାର୍ଯ୍ୟାଳୟ…