Latest Odisha News
Browsing Tag

Nuapada

ଘରୋଇ ଜମିରେ ଜୋର ଜବରଦସ୍ତ ସରକାରୀ କୋଠା ନିର୍ମାଣ ଅଭିଯୋଗ

ନୂଆପଡ଼ା: ବେସରକାରୀ ଜାଗାରେ ଚାଲିଛି ସରକାରୀ କୋଠା ନିର୍ମାଣ । ମିଶନ ଶକ୍ତି ଗୃହ, ବଜାର ଗୃହ ସହ ଗ୍ରାମୀଣ ପାର୍କ ଭଳି ଏକାଧିକ ସରକାରୀ କାର୍ଯ୍ୟ ଜଣେ ବ୍ୟକ୍ତିଙ୍କ ଜମିରେ ସରକାରୀ ବାବୁ ଜୋର ଜବରଦସ୍ତି ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ…

ଦାଦନ ଖଟିବାକୁ ଯାଇ ୨ ଜଣ ନିଖୋଜ, ଶ୍ରମ ଅଧିକାରୀଙ୍କ ପାଖରେ ଖବର ନାହିଁ

ନୂଆପଡ଼ା: ଦାଦନ ଖଟିବାକୁ ଯାଇଥିଲେ, ଏବେ ଖୋଜ ଖବର ମିଳୁନି । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁସଦହନା ଗାଁ ଓ ସଦର ବ୍ଲକ ସରଧାପୁର ଗାଁର ୨ ଜଣ ଦାଦନ ଖଟିବାକୁ ଯାଇ ନିଖୋଜ ଅଛନ୍ତି । ପରିବାରର ପେଟ ପୋଷିବାକୁ କୁସଦହନା ଗାଁର ଭୋଳା ମଲ୍ଲିକ ହାଇଦ୍ରାବାଦର ମିର୍ଚେଳ ଅଞ୍ଚଳର ଇଟା ଭାଟିରେ ଯାଇ…

ପାଟଧରା ଜଙ୍ଗଲରୁ ମାଓ ସାମଗ୍ରୀ ଜବତ

ନୂଆପଡ଼ା : ପାଟଧରା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ଏନେଇ ସୂଚନା ଦେଲେ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର । ବୋଡେନ ଥାନା ଅନ୍ତର୍ଗତ ପାଟଧାରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଦୁଇ ଥର ଗୁଳି ବିନିମୟ ହୋଇଥିଲା । ସୂଚନା ଅନୁସାରେ ଗତ ୨୧ ତାରିଖରେ ପାଟଧରା…

ନୂଆପଡ଼ାର ରାସ୍ତା କଡ଼ରେ ମେଲିଛି ଆତର ପସରା   

ନୂଆପଡ଼ା: ଅନେକ ଲୋକଙ୍କର ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ ରହିଥାଏ  । ଏଥିମଧ୍ୟରୁ  ଆତ ଫଳଟିକୁ ସମସ୍ତେ ବେଶ୍‌ ପସନ୍ଦ କରିଥାଆନ୍ତି । ଆତ ଫଳ ହେଉଛି ରସାଳ ଫଳ । ଆତ ଔଷଧିୟ ଗୁଣ ଯୁକ୍ତ ଫଳ ବୋଲି ମଧ୍ୟ ଚିକିତ୍ସା ବିଜ୍ଞାନ କହିଥାଏ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ…

ସ୍କୁଟି ଉପରେ ରୋଗୀ ସେବା ଘଟଣା, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆପଡା : ଖଡିଆଳ ବିଜ୍ଞାପିତ ପରିଷଦରେ କାର୍ଯ୍ୟରତ ହୋମିଓ ପ୍ୟାଥି ଡାକ୍ତର ସିଦ୍ଧାର୍ଥ ମହାପାତ୍ର ପରିଷଦ କାର୍ଯ୍ୟାଳୟ ପରିସର ରେ ସ୍କୁଟି ଉପରେ ରୋଗୀ ସେବା କରୁଥିଲେ । ରୋଗୀ ସେବା ପାଇଁ ପରିଷଦ ପକ୍ଷରୁ ଡାକ୍ତରଙ୍କୁ ସ୍ଥାନ ଦିଆଯାଇ ନ ଥିବା ନେଇ କିଛି ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ…

ଦୁଇ ପୁଅ ଚାରି ଝିଅ ଥାଇ ମଧ୍ୟ ବାପାକୁ ମିଳୁନି ସାହାରା

ନୂଆପଡା : ଜୀବନ ମୃତ୍ୟୁ ଭିତରେ ସଂଗ୍ରାମ କରୁଛି ବାପା । ଦୁଇ ପୁଅ ଚାରି ଝିଅ ଥାଇ ମଧ୍ୟ ବାପାକୁ ଦେଉନାହାଁନ୍ତି ସାହାରା । ପୁଅ ହୋଇ ବାପାକୁ ଦେଉଛି ନିର୍ଯାତନା । ଏନେଇ ଆଶା ଲଜରେ ଦିନ କାଟୁଛନ୍ତି ଭୁବନେଶ୍ବର ବିଶି । ଏଭଳି ଅଭାବନୀୟ ଦୃଶ୍ୟ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବିଛନାପାଲି…

କଂକ୍ରିଟ ରାସ୍ତା କାମ ନକରି ଟଙ୍କା ଆତ୍ମସାତ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀ

ନୂଆପଡ଼ା : ଗୋଡ଼ଧୁଆପଦର ଗାଁରେ କଂକ୍ରିଟ ରାସ୍ତା କାମ ନକରି ଟଙ୍କା ହଡ଼ପ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଗୋଡ଼ଧୁଆପଦର ହେଉଛି ଏକ ଆଦିବାସୀ ବହୁଳ ଗାଁ । ଏହି ଗାଁକୁ ସହର ସହ ସଂଯୋଗ କରିବା ପାଇଁ ୨୦୧୫ ମସିହା ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ…

ଲୋୟର ଇନ୍ଦ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ବିସ୍ଥାପିତ

ନୂଆପଡ଼ା : ଲୋୟର ଇନ୍ଦ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କଲେ ବିସ୍ଥାପିତ। ନୂଆପଡା ଜିଲ୍ଲାର ପ୍ରମୁଖ ଜଳସେଚନ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ।ଏହି ଡ୍ୟାମ ତିଆରିରେ ଶହଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ବିସ୍ଥାପିତ ପରିବାର ଏଯାଏ …

ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ

ନୂଆପଡା : ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆଣିଲେ ରଜନା ପଂଚାୟତ ବାସୀ । ୮୮୬ ହିତାଧିକାରୀଙ୍କ ଚାଉଳ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ପଂଚାୟତ ଚାରି ଗୋଟି ଗାଁକୁ ନେଇ ଗଠିତ । ଏହି ପଂଚାୟତର ଅଧିବାସୀ ତିଖାଲି ଡ୍ୟାମ ନିର୍ମାଣରେ…