Latest Odisha News
Browsing Tag

Odia Literature

ଦ୍ୱିତୀୟ ଈଶ୍ଵର…

ଦ୍ୱିତୀୟ ଈଶ୍ଵର ସୋନାଲି ପଣ୍ଡା ଶତଭିଷା ନକ୍ଷତ୍ର ରେ ଯେଉଁ ତାରା ଟି ଉଇଁଲା ମତେ, ତୋ ଆଖି ପରି ଦିଶେ। ତୁ ଜାଣୁ? ଶିଳ୍ପୀ ମୁଖା ପିନ୍ଧି, କାଇଁ କେତେ ଯୁଗ ଧରି ମୁଁ ଗଢ଼ି ଚାଲିଚି ପ୍ରେମ ଗଢ଼ି ଚାଲିଚି ତତେ! ପ୍ରଥମେ ତୋ କପାଳ ଗଢିଲି ଛିଡ଼ି ଗଲା, ମୋ ପାଦ ରୁ ଆଙ୍ଗୁଠି।…

ତିନୋଟି କବିତା…

ତିନୋଟି କବିତା ଦେବାଶିଷ୍ ମହାନ୍ତି ସଦିଚ୍ଛା ଚିକ୍‌ମିକ୍ ଅନେକ ସ୍ୱପ୍ନ ବର୍ଷିଯାଉ ସାରା ରାତି ତୁମ ସଂକଳ୍ପରେ ଆଶାରେ ତୃଷ୍ଣାରେ ଆଉ ଭିଜିଯାଅ ତୁମେ ଆତ୍ମବିଶ୍ୱାସରେ । ସିଦ୍ଧ ହେଉ ଅନୁକୂଳ ଶୁଭମୟ ହେଉ ନୂତନ ସକାଳ ଆତ୍ମିୟତା ଆଙ୍କିଚାଲ ଜୀବନର ଚିତ୍ରପଟ୍ଟେ ଅଜଣା ମୁଁ…

କରେକ୍‌ସନ୍‌

କରେକ୍‌ସନ୍‌ ଶୁଭଶ୍ରୀ ମିଶ୍ର ତୁମେ ମାପୁଥିବା ସ୍କେଲ୍ ସବୁ ପାଲଟୁଥାଏ ବିନ୍ଦୁରୁ ସିନ୍ଧୁ, କନ୍ୟାରୁ ସହଯାତ୍ରୀ, ମାତୃତ୍ବରୁ ମୃତ୍ୟୁ, ବଧୂପଣିଆର ମାୟାମୃଗ । ନିଜକୁ ଗଢିତୋଳିବାର ନିଇତି ପ୍ରୟାସ । କେବେ ଭାବ ଅଙ୍କୁରୋଦ୍ଗମ ପାଇଁ ନିଜକୁ ହରାଇବାର ଦୁଃଖ । ଅଭିମାନ ସବୁ ଫସିଲ୍…

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ ମନୋଜ ଭଳ ତାରୁଣ୍ୟର ତରଙ୍ଗ ପରି ବସନ୍ତର ମଧୁର ପରଶ ଆଉ ବିଭୋର କରୁନି ମନକୁ ଆଗ ଭଳି, ଅନୁରାଗରେ ବନ୍ଧା ପଡିଥିବା ଜୀବନ ଅସ୍ଥିର ହେଉନି ଏବେ ବିଶ୍ୱାସର ଫରୁଆରେ ସାଇତି ରଖିବାକୁ ମମତାର ଫୁଲ ଅନ୍ୟଲାଗି । ସବୁଏଠି ଅଦଳ ବଦଳ ବିବର୍ଣ୍ଣ ପୃଥିବୀ…

ଜୀବନ୍ୟାସ…

ଜୀବନ୍ୟାସ ସୁଶିର କୁମାର ସ୍ଵାଇଁ ପ୍ରେମ – ଏକ ଅଷାଢ଼ୁଆ ବର୍ଷା ଟୋପା ପାଣି କେତେବେଳେ ଦେହକୁ ଭିଯାଏ ପୁଣି କେତେବେଳେ ଭିଜାଏ ମନକୁ ଛପି ଛପି କାବୁ କରିଦିଏ ସାରା ଦେହ ଆଉ ମନ । ପ୍ରେମିକ ମୁଁ କୁଟା ଖିଅଟିଏ ପ୍ରେମିକାର ଉଜାଣି ନଈରେ, ସରିନାହିଁ ସନ୍ତରଣ ଏପର୍ଯ୍ୟନ୍ତ ତା…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର; ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ

ଭୁବନେଶ୍ୱର: ବର୍ତ୍ତମାନର ପାଲା ଜଗତରେ ଜଣେ ପ୍ରତିଷ୍ଠିତ ଗାୟକ ହେଉଛନ୍ତି ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ । ଉଭୟ ଆଲୋଚନା ଏବଂ ପୌରାଣିକ ଆଖ୍ୟାନକୁ ନେଇ ତାଙ୍କ ପାଲା ଗତିଶୀଳ, ଯାହାକି ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଠ କରିଥାଏ । ୧୯୫୬ ମସିହା ମାର୍ଚ୍ଚ ୬ ତାରିଖରେ ତତ୍କାଳୀନ କଟକ…

ବୋଉ – ଏକ ଦେବୀଟିଏ

ବୋଉ – ଏକ ଦେବୀଟିଏ ସୁଶିର କୁମାର ସ୍ୱାଇଁ ଧ୍ୟାନମଗ୍ନ ଋଷି ପରି ବୋଉ ମୋର ସବୁଦିନେ ଆମପାଇଁ ଅତ୍ୟନ୍ତ ଗମ୍ଭୀର ସତେ ଅବଅବା ଜାନୁଆରୀ ସକାଳର ମେଞ୍ଚାଏ କାକର । ବୋଉ ଗୋଟେ ଖରାବେଳ ନିଛାଟିଆ ରାସ୍ତା ପିଉଥାଏ ଧୂ ଧୂ ଖରାର ଜହର ତା ଛାତିରେ ଆଙ୍କିଅଛି କେତେ ମୁହିଁ ପଦରେଖା ଚିତ୍ର ।…

ଲୋକାର୍ପିତ ହେଲା ଓଡ଼ିଆ ବିଭବରେ ସଚ୍ଚି ରାଉତରାୟଙ୍କ କାଳଜୟୀ କୃତି

ଭୁବନେଶ୍ୱର: ଅତ୍ୟାଧୁନିକତାର ପ୍ରବର୍ତ୍ତକ ଓ ପ୍ରଗତିବାଦୀ କାବ୍ୟର ପ୍ରତିଷ୍ଠାତା ଭାବେ ପରିଚିତ ବିଶିଷ୍ଟ ସାରସ୍ୱତ ସାଧକ କବି ସଚ୍ଚି ରାଉତରାୟ। କେବଳ କବିତା ନୁହେଁ କ୍ଷୁଦ୍ରଗଳ୍ପ, ସମାଲୋଚନା, ଉପନ୍ୟାସ ଓ ଗବେଷଣାମୂଳକ ଲେଖା ଲେଖିବାରେ ସେ ଥିଲେ ସିଦ୍ଧହସ୍ତ। ବହୁ ପ୍ରସିଦ୍ଧ ପୁସ୍ତକର ସେ…