Latest Odisha News

BREAKING NEWS

Browsing Tag

Odia Poem

କବିତା : ଯୋଜନା

ମାନିନୀ ମିଶ୍ର  ପୁରୁଣା ଯୋଜନାର ହୋଇଛି ପୂନରାବୃତ୍ତି ଚାଷୀମାନେ ଲଙ୍ଗଳଧାରୀ ଯୋଦ୍ଧା ଆଣ ,ଆଣ ହୋ ଖୋଜି ଆଣ ତାଙ୍କୁ ଗେଣ୍ଡୁଫୁଲ ମାଳ ଗଳେଇ ,ସେଲଫି ଉଠେଇବା । ତାଙ୍କ ବିଣ୍ତିଧରିଗଲା ଆଙ୍ଗୁଳିରେ ଉଠିଗଲା ମଳିଚମରେ ଭୃଲତାର ମଝିରେ ବସେଇ ଦେବା ଗୋଟିଏ ଗପର ଗାଁ ବାହ୍ୟମଳ…

କବିତା : ଭାବନା

ମିନତି ଦାସ  'ବାଟୋଇଟେ' ଆସିଲା, ଦୟା ଦେଖାଇଲା ପକେଟରୁ ସବୁ ଟଙ୍କା ବହାର କଲା ଭିକାରୀକୁ ଦେଖି,ମନ ଖରାପ ହେଉଥିଲା ଟଙ୍କାସବୁ ରଖିଦେଇ ଦି ଟଙ୍କାଟିଏ ଦେଲା । ସେ ତୁମକୁ କିଛି ନକହି ଖୁବ୍ ନିରୀହ ଆଖିରେ ଅନେଇଥିଲା, ଦି ଟଙ୍କାରେ ଚା କପେ ମିଳିବନି ମନେ ମନେ ଭାବୁଥିଲା 'ତୁମେ'…

କବିତା : ଉତ୍ତରାଧିକାର

ରବି ପଣ୍ଡା  ମୋ ଥାକରେ ଖଣ୍ଡେ ବହି ଅଛି ଦେଇଥିଲେ ବାପା , ତାଙ୍କୁ ତାଙ୍କ ବାପା ଜେଜୀପାଙ୍କୁ ତାଙ୍କ ବାପା। ସେ ବହିକୁ ମୁଁ ଦୁର୍ମୂଲ୍ୟ ସମ୍ବଳ ଭଳି ମୁଁ ସାଇତିଛି, ଦେହରେ ମନରେ ଗୋଟେ ଅପୂର୍ବ ସ୍ପନ୍ଦନ ମୁଁ ଅମଜେଇଛି, ଯେତେବେଳେ ତାକୁ ଛୁଇଁଚି ପୃଷ୍ଠା ରେ ପୃଷ୍ଠାରେ ପାଇଛି…

କବିତା : ସର୍ବଂସହା

ପବିତ୍ର ମୋହନ ଦାଶ  ବୋଉ ଫୁଟେ ଗବଗବ ଭାତହାଣ୍ଡିରେ ତାୱା ଉପରେ ପଡି ଚେଂ କରେ ଚକୁଳି ନାଁଆରେ । ତାତିଲା ତେଲ ଭିତରେ କଡ଼ କଡ଼ ଡାକ ଦିଏ ମାଛ ମୁଣ୍ଡ ସହ , ଅଥାର ହାଣ୍ଡିରେ ସିଝେ ନିରବରେ ଖୁବ ନିରବରେ ଏଣ୍ଡୁରି ରୂପରେ । କଡେଇରେ ଟକମକ କରେ ତା'ର ଲୁହ ଫୁଟେ ପିଲାଙ୍କ…

କବିତା : ଚା

ଗଦାଧର ସାହୁ  ବହୁ ଦିନପରେ ଆଜି ବୋଉ ଚା ତିଆରି କରିଛି ତା ପୁଅ ପାଇଁ । ଫୁଙ୍କି ଫୁଙ୍କି ପିଉ ପିଉ ତା ମନରେ ଉଙ୍କି ମାରୁଛି ପଚାଷ ବର୍ଷ ତଳର ଅମାନିଆଁ ପିଲା ଦିନ କଥା । ଦି ଢୋକ ପିଇଦେଇ ବୋଉ ପାଖେ ଅଳି କରୁଛି ଏ ଧଳା ଚା ଚଳିବନି ଆଉ ଥରେ ଚା କରିଦେ ଦୁର୍ଦ୍ଦିନ…

କବିତା : ଅଚିହ୍ନା ବାଟୋଇ

ସ୍ମୃତିରେଖା ଭୂୟାଁ  ସେ ନାଲି ଛିଟା କୃଷ୍ଣଚୁଡ଼ା ଫୁଲଟିଏ ବୃକ୍ଷର ସର୍ବୋଚ୍ଚ ଶାଖାରେ ଦିନେ ସେ ବାଟୋଇ ଟାଣି ହୋଇଥିଲା ତା ରୂପ ମହକର ଡୋରିରେ, ସେ ସୁଉଚ୍ଚ ବୃକ୍ଷର ଉଚ୍ଚତା ସହ ଘଡ଼ିଏ ଚାଲିଲା ଦ୍ଵନ୍ଦ, ବହୁ ଚେଷ୍ଟା ଫଳେ ତୋଳି ଆଣିଥିଲା ସେ ଫୁଲଟିର ସୁଗନ୍ଧ। ଏତେ ପାଖରୁ ତା…

କବିତା : ମୁଁ ଏବେ ନିଖୋଜ

ପ୍ରାଣକୃଷ୍ଣ ମହାତ୍ତର  କେଉଁଠି ହଜେଇଛି ନିଜକୁ ଖୋଜିଖୋଜି ମୁଁ ନୟାନ୍ତ କେହି ଦେଖିଲେ ସନ୍ଦେଶ ଦେବେ ନାଁ ଜାଣିଶୁଣି ଲୁଚେଇଚି ଲୋକହସାର ଭୟରେ ନାଁ ନାଁ ମୁଁ ହଜିନି ମୋ ଆତ୍ମା ଏବେ ନିଖୋଜ ! ତୁମେ ପେଟେ ପ୍ରଣୟ ସୁରା ଦେଲ ସେ ପିଆଲା ପିଆଲା କରି ପିଇଦେଲା ବେହୋସ ହୋଇ…

କବିତା : ପ୍ରତିଦ୍ବନ୍ଦୀ

ଜୟନ୍ତୀ ମିଶ୍ର  ମୁଁ ମୋ ବିରୁଦ୍ଧରେ ସବୁକାଳେ। କେତେ ବାଛି ବାଛି ସବୁ ଅଜାଡିଦେଲଯେ ଇଶ୍ୱର, କୋଉ ଭୋଗିପାରିଲି । ଏ ବିଶାଳ ସାମ୍ରାଜ୍ୟର ଛତ୍ରଛାୟା ତଳେ ସୁରକ୍ଷିତ ମୋର ବଳକା ଆୟୁଷ ଥରେ ଚିହ୍ନିପାରିଲିନି କୋଉଠି ଲୁଚିଛି ତୁମ ପାଦଚିହ୍ନ। ଦୂରରୁ ଦିଶୁଛି ,ଶୁଭୁଛି ପୁଣି…

କବିତା : ପ୍ରଭାତ

ମଞ୍ଜୁବାଳା ରଥ  କ୍ରମେ ନିଶି ଅନ୍ତେ ପୂରୁବ ଆକାଶେ ଉଦେ ହେଲେ ଦିନକର ବାରୁଣୀ ସୁନ୍ଦରୀ ନାଲି ପାଟ ପିନ୍ଧି ସତେ କି ହେଲା ବାହାର। ଧରାପରେ ପଡି ଶିଶିର ବିନ୍ଦୁଟି ମୁକ୍ତା ପରି ଝଲସାଏ, ଶୀତଳ ସମୀର ଶିରି ଶିରି ବହି ଦେହ ମନ ପୁଲକାଏ। ପିଢ଼ ପରେ ବସି ଉଚ୍ଚ ସ୍ଵରେ ରାବେ କା କା…

କବିତା : ସେ ମା’

ପ୍ରସେନଜିତ ସେଠୀ  ନିଜ ରକ୍ତ ମାଂସ ଦେଇ ଅସହ୍ୟ ଯନ୍ତ୍ରଣା ସହି ନଅ ମାସ ଗର୍ଭେ ବୋହି ନବଜାତ ଜନ୍ମ ଦିଏ, ସେ ମାଆ। ଶିଶୁ ପାଳେ ଦୁଗ୍ଧ ଦେଇ, ପିଲା ସାଥେ ପିଲା ହୋଇ, ମନ ଭୁଲା ଗପ କହି, ମଳ ମୂତ୍ର ବାନ୍ତି ଧୋଇ, ଛୋଟରୁ ବଡ଼ କରିଥାଏ, ସେଇ ମାଆ। ଯଥାସାଧ୍ୟ ଜ୍ଞାନ ଦେଇ…