ସନେଟ : କର୍ମଗାନ
ରଞ୍ଜିତା ହୋତା
ପ୍ରଖର ସ୍ରୋତରେ ଭାଗୀରଥୀ ଯହିଁ ଫେନାୟିତ ଓଠ ଖୋଲି,
ଜୀବିକାର୍ଜନ ଆଶେ ମୁଁ ଧୀବର,ତରୀ ତହିଁ ଥିଲି ମେଲି।
ତୁମେ ଆସିଥିଲ ଶ୍ୟାମଳବରଣ,ଅନୁଜର ହାତ ଧରି,
ଶ୍ୟାମଳ ସୋହାଗେ ମୋତେ ଡାକିଥିଲ,"ପାରି କରିଦିଅ ବୋଲି।"
ତରୀ ମୋ ଜୀବନତରଣି,ଯେ ଆଣେ ଆଲୋକ ମୋ ପରିବାରେ,…