Latest Odisha News
Browsing Tag

Odisha Assembly Budget Session

ଆଗତ ହେଲା ଅନ୍ତରୀଣ ବଜେଟ, ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି 

ଭୁବନେଶ୍ୱର:ବିଧାନସଭାରେ ଆଗତ ହେଲା କାମଚଳା ବଜେଟ। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଉପସ୍ଥାପନ କରିଛନ୍ତି ଅନ୍ତରୀଣ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଆଗତ କରିଛନ୍ତି। ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି ରହିଛି। ରାଜ୍ୟର ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି।…

ବିଧାନସଭାରେ ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ହିସାବ 

ଭୁବନେଶ୍ୱର: ବିଧାନସଭାର ୪ର୍ଥ ଦିନରେ ଉପସ୍ଥାପନ ହେଲା ବଜ୍ରପାତରେ ମୃତ୍ୟବରଣ କରିଥିବା ଲୋକଙ୍କ ହିସାବ। ଗତ ୫ ବର୍ଷରେ ବଜ୍ରପାତରେ କେତେ ଲୋକଙ୍କର ଜୀବନ ଯାଇଛି ସେ ନେଇ ତଥ୍ୟ ଉପସ୍ଥାପନା କରାଯାଇଛି। ଷୋଡ଼ଶ ବିଧାନସଭାର ୪ର୍ଥ ଦିନରେ ପ୍ରଶ୍ନ ପଚାରିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ…

ବିରୋଧୀଙ୍କ ହଙ୍ଗାମା ଭିତରେ ଚାଲିପାରିଲାନି ଗୃହ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ

ଭୁବନେଶ୍ୱର:ଧୋଇଗଲା ବିଧାନସଭାର ତୃତୀୟ ଦିନ। ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ହୋହଲ୍ଲା ଦେଖିବାକୁ ମିଳିଥିଲା। ଉଷୁନା ଚାଉଳ ଓ ପରି ହତ୍ୟା ମାମଲା ପ୍ରସଙ୍ଗରେ କମ୍ପିଥିଲା ଗୃହ। ବିରୋଧୀଙ୍କ ହାଇ ଡ୍ରାମା ମଧ୍ୟରେ ପୋଡିୟମ ଉପରେ ଚଢ଼ି ଭାଜପା ବିଧାୟକ ନାଉରୀ ନାଏକ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି…

ସର୍ବଦଳୀୟ ବୈଠକକୁ ବଏକଟ କଲା କଂଗ୍ରେସ

ଭୁବନେଶ୍ୱର: ମଣ୍ଡି ଅବ୍ୟବସ୍ଥା ଓ ବିଧାୟକ ସାନିଟାଇଜର୍ ପିଇବା ଘଟଣାକୁ ନେଇ ଅଚଳ ହୋଇଛି ବିଧାନସଭା । ଚାଲି ପାରୁନି ଗୃହ କାର୍ଯ୍ୟ । ପ୍ରତିଦିନ ଗୃହ କାର୍ଯ୍ୟ ବରବାଦ ହେଉଛି । ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକକୁ ବଏକଟ କରିଛି କଂଗ୍ରେସ । ଏହି ସୂଚନା…

ବିଧାନସଭା ଅଚଳ: ଆଜି ବି ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଶାସକ-ବିରୋଧୀ ହଟ୍ଟଗୋଳ ଯୋଗୁ ଧୋଇ ଯାଇଛି ବିଧାନସଭା ତିନିଟି କାର୍ଯ୍ୟ ଦିବସ । ଅଚଳାବସ୍ଥା ହଟୁନି । ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ତମ୍ବିତଫାନ ଯୋଗୁ ଚାଲି ପାରୁନି ଗୃହ । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ…

ବିଧାନସଭା ଅଚଳାବସ୍ଥା ନେଇ ସାଂଘାତିକ ଅଭିଯୋଗ ଆଣିଲେ ତାରା ବାହିନୀପତି

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ନେଇ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକତ ତାରାପ୍ରସାଦ ବାହିନୀପତି । ବିଜେପି-ବିଜେଡି ଲିଙ୍କ କଥା କହିଛନ୍ତି । ତାରା କହିଛନ୍ତି, ବିଜେଡି ଓ ବିଜେପି ମିଳିତ ଭାବେ ଚାହୁଁଛନ୍ତି ବିଧାନସଭା ନଚାଲୁ । ଚାଷୀଙ୍କ ଧାନ ନଉଠୁ ବୋଲି ଉଭୟ…

ଆଜି ଆରମ୍ଭରୁ ବିଧାନସଭା ହୁଲସ୍ତୁଲ, ଶାସକ-ବିରୋଧୀ ଦଳ ମୁହାଁମୁହିଁ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କମ୍ପିଲା । ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି । ମଣ୍ଡି ଓ ଚାଷୀ ପ୍ରସଙ୍ଗରେ ହୁଲସ୍ତୁଲ ହୋଇଛି ଗୃହ । ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବିରୋଧୀ ଗୃହ ଭିତରେ…

ଆରମ୍ଭରୁ ଧାନ ତାତି, ବିଧାନସଭା ସାଢ଼େ ୧୧ଟା ଯାଏ ମୁତଲବୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗ ଉଠାଇଥିଲା । ବିଧାନସଭାରେ କଂଗ୍ରେସ ବିଧାୟକ ହୋହଲ୍ଲା ଆରମ୍ଭ କରିଥିଲେ । ବିଜେପି ବିଧାୟକ ବି ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ…

ବିଧାନସଭାରେ ବାଲି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ଉଦବେଗ ପ୍ରକାଶ କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ବାଲି ତାତି । ବାଲି ନୀତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସରକାର କାହିଁକି ବାଲି ନୀତି ଆଣି ନାହାନ୍ତି ବୋଲି ପ୍ରଶ୍ନ କରିଥିଲା ବିଜେପି । ବାଲି ନୀତି ଚିଠା ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହେଉନି ବୋଲି ଦଳ ପଚାରିଥିଲା ।…