Latest Odisha News

BREAKING NEWS

Browsing Tag

Odisha Crime Branch

ପରୀ ହତ୍ୟା ଘଟଣାର ଗିରଫ ଅଭିଯୁକ୍ତଙ୍କୁ ଆଜି ପକସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ନୟାଗଡ: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜି ନୟାଗଡ଼ ପକସୋ କୋର୍ଟରେ ହାଜର କରାଇବ କ୍ରାଇମବ୍ରାଞ୍ଚ । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ନୟାଗଡ଼ ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲା । ତେବେ ଅଭିଯୁକ୍ତଙ୍କ ନାଁ…

କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଓଟିଭି ଏମ୍‌ଡି, ମାଗିଲେ ସମୟ

ଭୁବନେଶ୍ୱର: ସମୟ ନେଲେ ଓଟିଭି ଏମ୍‌ଡି ଜଗି ପଣ୍ଡା । ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଓଟିଭି ଏମ୍‌ଡିଙ୍କୁ ଜେରା ହେବାର ଥିଲା କିନ୍ତୁ ତାହା ଟଳିଛି । ଇ-ମେଲ ଜରିଆରେ ଅନୁରୋଧ କରି ସମୟ ନେଇଛନ୍ତି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା । ତେବେ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଡିଜିପି । ମାମଲାର ତଦନ୍ତ କରୁଛି ଜିଆଇପି । ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ପାଖାପାଖି ମାସେ ହେଲାଣି ।…