Latest Odisha News

BREAKING NEWS

Browsing Tag

Odisha Govt.

ସମାନ କାମକୁ ସମାନ ଦରମା ଦାବିରେ ବର୍ଷାରେ ଭିଜି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଲଘୁଚାପ ବର୍ଷାରେ ସାରା ରାଜ୍ୟ ଭିଜୁଛି  ।  ହେଲେ ରାଜଧାନୀ ଭୁବନେଶ୍ୱର ବିଧାନସଭା ସମ୍ମୁଖର ଗାନ୍ଧୀ ମାର୍ଗରେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ନିଜର ହକ ପାଇଁ ଭିଜୁଥିଲେ  । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ , ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରି ସ୍ଥାୟୀ…

ଜଳସାଥୀମାନଙ୍କ ସଶକ୍ତୀକରଣ ଉପରେ କର୍ମଶାଳା

ଭୁବନେଶ୍ୱର :  ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପରିଚାଳିତ ବିଭିନ୍ନ ସହରାଞ୍ଚଳବିକାଶ କାର୍ଯ୍ୟକ୍ରମ ‌ ଗୁଡିକର  ରୂପାୟନ ଦାୟିତ୍ଵରେ ଥିବା ସିଟି ମିଶନ୍ ମ୍ୟାନେଜର୍ ମାନଙ୍କ‌୍ୟ କାର୍ଯ୍ୟ ପରିଚାଳନା ସଂପର୍କରେ ସମୀକ୍ଷା ଓ ଜଳସାଥୀଙ୍କ ପ୍ରଶିକ୍ଷଣ ଉପରେ ଏକ…

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର:  ରାଜ୍ୟ ସରକାର ଆଇଏଏସ ସ୍ତରରେ  ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି  ଅନୁସାରେ – ୧୯୯୩ ବ୍ୟାଚ୍‌ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ସମୀକ୍ଷା ପାଇଁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି କିପରି ଅଛି ? ରତ୍ନଭଣ୍ଡାର ଚାବି କେଉଁଠି ଅଛି ? ରତ୍ନଭଣ୍ଡାରରେ ଠାକୁରଙ୍କ ରତ୍ନ ଅଳଙ୍କାର ଅଛି କି ନାହିଁ  ? ରତ୍ନ ଭଣ୍ଡାର ଭିତର ଘର ସୁରକ୍ଷିତ ଅଛି ତ ? ଏମିତି ଅନେକ ପ୍ରଶ୍ନ ଏବେ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି  । ଏହା ମଧ୍ୟରେ…

ଜଳ ସଂପଦ ମନ୍ତ୍ରୀ ଟକୁନୀ ସାହୁଙ୍କ ବନ୍ୟା ସ୍ଥିତି ସମୀକ୍ଷା

ଭୁବନେଶ୍ୱର:  ରାଜ୍ୟରେ ବନ୍ୟା ସ୍ଥିତି ଲାଗିରହିଥିବା ସହ ଅନେକ ଧନ ଜୀବନ ନଷ୍ଟ ହେଲାଣି । ବନ୍ୟା ସ୍ଥିତି ଲାଗିରହିଥିବା ବେଳେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ପ୍ରଭାବରେ  ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟାସ୍ଥିତି ଉତ୍ପନ ହୋଇଛି  ।   ରାଜ୍ୟରେ…

ବନ୍ୟାପରେ ରାଜ୍ୟବାସୀ ସରକାରଙ୍କ ଭରସାରେ ନୁହେଁ ଭଗବାନଙ୍କ ଭରସାରେ ଅଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଆସିଥିବା ବଡଧରଣର ବନ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ତେବେ ଏହି ବନ୍ୟାପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ ଦାୟୀ କରିଛି ବିଜେପି  । ଏଭଲି ବନ୍ୟା  ପ୍ରାକୃତିକ ନୁହେଁ ସମ୍ପୂର୍ଣ ଭାବେ ମନୁଷ୍ୟକୃତ ବୋଲି ଏକ ସାମ୍ବାଦିକ ସମ୍ମିଳନି କରି ବିଜେପିର ସାଧାରଣ ସମ୍ପାଦକ…

ବନ୍ୟଜୀବନ ଉପରେ ନପଡୁ କୋଇଲା ଖଣିର ପ୍ରଭାବ : ମୁଖ୍ୟଶାସନ ସଚିବ

ଭୁବନେଶ୍ୱର : ଓଡିଶାରେ ନୂତନ ଆବଣ୍ଟିତ କୋଇଲା ବ୍ଲକ ଅଞ୍ଚଳରେ  ବନ୍ୟଜୀବନ ସୁରକ୍ଷା ଓ ପରିଚାଳନା ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅଞ୍ଚଳରେ ବନ୍ୟଜନ୍ତୁ ସଂରକ୍ଷଣ, ସୁରକ୍ଷା ଏବଂ ମୁକ୍ତ ଚଳପ୍ରଚଳ  ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ…

ମୁମ୍ବାଇ ମହାନଗର ନିଗମର 61 ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

ଭୁବନେଶ୍ବର: କୋଭିଡରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତର ମାନଙ୍କ ରହଣି ବାବଦ ଦେୟ ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ଛାଡ କରାଯାଇଛି । ପ୍ରଥମ ଲହରିରେ ମଧ୍ୟ 2 କୋଟି ଟଙ୍କା ଛାଡ଼ କରିଥିଲେ ରାଜ୍ୟ ସରକାର । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ…

ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କଲେ ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିଭିନ୍ନ ନିଗମ ଯଥା ଓଡିଶା କୃଷି ନିଗମ ଲିଃ, ଓଡ଼ିଶା କାଜୁ ଉନ୍ନୟନ ନିଗମ ଲିଃ ଏବଂ ଓଡିଶା ବିହନ ନିଗମ ଲିଃ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ…

ଟ୍ୱିନ୍ ସିଟିରେ କୋଭିଡ୍ ICU ବେଡ୍ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ

ଭୁବନେଶ୍ୱର: ଗୁରୁତର ନାହାଁନ୍ତି ତଥାପି ଘରୋଇ ହସ୍ପିଟାଲରେ କୋଭିଡ୍ ଆଇସିୟୁ ମାଡ଼ି ବସୁଛନ୍ତି । କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ ଏମିତି ଅଭିଯୋଗ ଆସିବା ପରେ ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଘରୋଇ ହସ୍ପିଟାଲରେ କୋଭିଡ୍ ଆଇସିୟୁ ବେଡ୍ ସ୍ଥିତି ଅନୁଧ୍ୟାନ ପାଇଁ ୪ଟି ସ୍ୱତନ୍ତ୍ର…