Latest Odisha News

BREAKING NEWS

Browsing Tag

odisha high court

ଶପଥ ନେଲେ ଓଡ଼ିଶା ହାଇକୋର୍ଟଙ୍କ ୨ ନୂଆ ବିଚାରପତି

କଟକ: ଓଡ଼ଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତି ଭାବରେ ଆଜି ଶପଥ ନେଇଛନ୍ତି । ଜଷ୍ଟିସ୍ ଯଶୋବନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ସେମାନଙ୍କୁ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଶପଥ ପାଠ କରାଇଥିଲେ । ପଞ୍ଜାବ ହରିୟାଣା…

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ୪ ଜଣଙ୍କ ନାଁ ସୁପାରିଶ

କଟକ: ଓଡ଼ିଶା ହାଇକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା । ଏଥିପାଇଁ ୪ ଜଣଙ୍କର ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଦୁଇ ଜଣ ଆଡ୍‌ଭୋକେଟ୍‌ ଓ ଦୁଇ ଜଣ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରାଯାଇଛି । ଜୁଡିସିଆଲ୍ ଅଫିସର ରାଧାକୃଷ୍ଣ…

ହାଇକୋର୍ଟରେ ପୌର ନିର୍ବାଚନ ମାମଲା: ୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ପୌର ନିର୍ବାଚନ ମାମଲାର ଶୁଣାଣି ହୋଇଛି । ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ । ଏଥିସହ ମୁଖ୍ୟ ଶାସନ ସଚିବଙ୍କୁ ବି ଜବାବ ତଲବ ହୋଇଛି । ଚାରି ସପ୍ତାହ ଭିତରେ ସେମାନେ ଉତ୍ତର ରଖିବେ । ଏନେଇ ସୂଚନା ଦେଇଛନ୍ତି…

ଆଜି ହାଇକୋର୍ଟରେ ହାଜର ହେବେ ୪ ଜିଲ୍ଲାପାଳ

କଟକ: ଆଜି ହାଇକୋର୍ଟରେ ହାଜର ହେବେ ୪ ଜିଲ୍ଲାର ଜିଲ୍ଲାପାଳ । ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ହାଇକୋର୍ଟରେ ହାଜର ହେବେ । ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ମାମଲା ଉପରେ ମତ ରଖିବେ । ଏଥିସହ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନେଇ କଣ ପଦକ୍ଷେପ ନେଇଛନ୍ତି ସେନେଇ…

ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନା, ପିଟିସନ୍ ଖାରଜ କଲେ ହାଇକୋର୍ଟ

କଟକ: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ । ଅନ୍ୟ ସ୍ଥାନରେ ରଥଯାତ୍ରା ନେଇ ଦାୟର ପିଟିସନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । କେନ୍ଦ୍ରାପଡ଼ା ବଳଦେବଜୀଉ ପୂଜକଙ୍କ…

ଓଡ଼ିଶା ହାଇକୋର୍ଟରେ ଜୁଲାଇ ୨ ଯାଏ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି

କଟକ: ଭିଡିଓ କନଫରେନ୍ସିଂରେ ଚାଲିବ ହାଇକୋର୍ଟରେ ଶୁଣାଣି । ରାଜ୍ୟରେ ଲକଡାଉନ ବୃଦ୍ଧି ପରେ ଆସନ୍ତା ସୋମବାରଠାରୁ ଜୁଲାଇ ୨ ତାରିଖ ଯାଏ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି ହେବ । ପ୍ରତି କାର୍ୟ୍ୟ ଦିବସରେ ଗୋଟିଏ ଡିଭିଜନ ବେଞ୍ଚ ଓ ୬ଟି ସିଙ୍ଗଲ ବେଞ୍ଚ କାମ କରିବେ । ସକାଳ ସାଢ଼େ ୧୦ଟାରୁ…

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ, ବନ୍ଦ ହେବନି ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟ

କଟକ: ରାଜ୍ୟରେ ବନ୍ଦ ହେବନି ୨୦ରୁ କମ୍ ପିଲା ପଢ଼ୁଥିବା ବିଦ୍ୟାଳୟ । ବିଦ୍ୟାଳୟ ବନ୍ଦ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି…

ଓକିଲଙ୍କୁ ଭେଟିପାରିବେ ଆକାଶ ପାଠକ, ଅନୁମତି ଦେଲେ ହାଇକୋର୍ଟ

କଟକ: ନିଜ ଓକିଲଙ୍କ ସହ ସାକ୍ଷାତ କରିପାରିବେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ମାମଲାର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ରାଜ୍ୟ ସରକାର, ଜେଲ୍ ଡିଜି ଓ ରାଜ୍ୟ ଆଇନସେବା…

ପ୍ରବଚନ ଦେଇପାରିବେ ସାରଥୀ, ହାଇକୋର୍ଟ ଦେଲେ ଅନୁମତି

କଟକ: ସାରଥୀ ଅନୁଗାମୀଙ୍କ ପାଇଁ ଖୁସି ଖବର । କାରଣ ସାରଥୀଙ୍କୁ ପ୍ରବଚନ ବେଦାକୁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ । ଜୁଲାଇ ମାସରୁ ସେ ପ୍ରବଚନ ଦେବେ । ସର୍ବାଧିକ ୨୦୦ ଭକ୍ତଙ୍କୁ ନେଇ ସେ ପ୍ରବଚନ ସଭା କରିପାରିବେ ବୋଲି କୋର୍ଟ କହିଛନ୍ତି । ପ୍ରବଚନ ଦେବା ପାଇଁ ଅନୁମତି ଦେବାକୁ କୋର୍ଟଙ୍କ…

ନେତାଜୀ ଟର୍ମିନାଲକୁ ହାଇକୋର୍ଟଙ୍କ ଅନୁମତି

କଟକ : କଟକରେ ନେତାଜୀ ବସ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ । ଖାନନଗରରେ ବସ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ। ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଅନ୍ତରୀଣ ସ୍ଥିତାବସ୍ଥାକୁ ପ୍ରତ୍ୟାହାର…