Latest Odisha News

BREAKING NEWS

Browsing Tag

odisha

ସେପ୍ଟେମ୍ୱର ୧ ଓଡିଶାରେ ସମସ୍ତ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସବୁଠୁ ବଡ ଗଣ ପର୍ବ ନୂଆଖାଇ  । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରକିବାକୁ ନିଷ୍ପତି ନେଇଛନ୍ତି  । ସେପ୍ଟେମ୍ୱର ୧ରେ ପଡୁଛି ନୂଆଖାଇ  । ଏହି ଦିନ ରାଜ୍ୟରେ ସମସ୍ତ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥା ବନ୍ଦ ରହିବ  । ଏ ନେଇ ରାଜ୍ୟ…

ମନ୍ କୀ ବାତ ରେ ନୂଆଁଖାଇ କଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୨ତମ ‘ମନ୍ କୀ ବାତ ' କାର୍ଯ୍ୟକ୍ରମ ରେ ଦେଶ ବାସୀଙ୍କୁ ସମ୍ୱୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ଅମୃତ ମହୋତ୍ସବ ଦିବସରେ ଦେଶ ସାମୁହିକ ଶକ୍ତି ଦେଖିବାକୁ ପାଇଥିଲେ ବୋଲି କହିଥିଲେ । ତ୍ରିରଙ୍ଗା ଉଡାଇବା କଥାରେ ଆମ…

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ଷ୍ଟାର୍ଟଅପ୍ ଓଡିଶା ଯାତ୍ରା 2.0 ଆରମ୍ଭ କରିଛନ୍ତି। ଏହି ଯାତ୍ରା 60 ଦିନ ମଧ୍ୟରେ 30 ଟି ଜିଲ୍ଲାର 100 ରୁ ଅଧିକ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରିବ।  ତୃଣମୂଳ ସ୍ତରର ଯୁବଗୋଷ୍ଠୀଙ୍କ ମଧ୍ୟରେ ଔଦ୍ୟୋଗିକ ଚେତନା ଆଣିବା ପାଇଁ…

ମହାପ୍ରଭୁ ଆଜି କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ମହାପ୍ରଭୁ ଶ୍ରୀମନ୍ଦିରରେ  ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯିବ । ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ…

ମଝିଘରିଆଣୀ ମନ୍ଦିର ହୁଣ୍ଡି ରୁ ବାହାରିଲା ୧ କୋଟି ୧ ଲକ୍ଷ ୨୩ ହଜାର ଟଙ୍କା

ରାୟଗଡ଼ା: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ହୁଣ୍ଡି ଦୀର୍ଘ ପାଞ୍ଚ ମାସ ପରେ   ଖୋଲାଯାଇଛି।  ଗଣତି ପରେ ହୁଣ୍ଡିରୁ ବାହାରିଛି ୧ କୋଟି ୧ ଲକ୍ଷ ୨୩ ହଜାର ଟଙ୍କା। ପୁଳା ପୁଳା ଟଙ୍କା ସହ ୧୦୪ ଗ୍ରାମ ସୁନା, ୨୬୭୦ ଗ୍ରାମ ଓଜନର ରୂପା ଅଳଙ୍କାର ଏବଂ ବିଦେଶୀ ମୁଦ୍ରାରେ…

ବନ୍ୟା ପାଇଁ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧି ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ-୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି ।  ଏହି ମର୍ମରେ ଉଚ୍ଚଶିକ୍ଷା ମନ୍ତ୍ରୀ  ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଯୁକ୍ତ-୩ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।…

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର: କ୍ରିକେଟରେ ଦେବାଶିଷ ମହାନ୍ତିଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ୱାରା ଗଠିତ ଚୟନ କମିଟି ପୂର୍ବତନ ଭାରତୀୟ କ୍ରିକେଟର ସ୍ପିଡଷ୍ଟାର ଦେବାଶିଷ ମହାନ୍ତିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର 'ଆଜୀବନ ସଫଳତା' ପାଇଁ ନାମ ସୁପାରିସ କରିଛି । ଦେବାଶିଷ ମହାନ୍ତି 1997 ମସିହାରେ ଭାରତ ଏବଂ ପାକିସ୍ତାନ…

ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ସେବା

ଭୁବନେଶ୍ବର : ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଏକ ସ୍ୱତନ୍ତ୍ର ହ୍ୟାଣ୍ଡ(ହାତ) କ୍ଲିନିକ୍ କାର୍ଯ୍ୟ ଆରମ୍ଭ କରିଛି । ଜାତୀୟ ହ୍ୟାଣ୍ଡ ସର୍ଜରୀ ଦିବସ (୨୩ ଅଗଷ୍ଟ) ଅବସରରେ ଅର୍ଥୋପେଡିକ୍ ଏବଂ ପିଏମଆର ବିଭାଗର ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ହ୍ୟାଣ୍ଡ…

4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା

ଭୁବନେଶ୍ବର ଆଗାମୀ ୨୪ ଘଣ୍ଟା ମଧ୍ୟରେ 4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ଭୁବନେଶ୍ବର ସହ  କିଛି ଉପକୁଳବର୍ତ୍ତୀ ଜିଲ୍ଲାଗୁଡିକରେ ଘୁର୍ଣ୍ଣିବଳୟ ର ପ୍ରଭାବ ରେ ବର୍ଷା ଲାଗିରହିଛି ବୋଲି  ପାରାଦ୍ୱୀପ ରାଡାର ରୁ ମିଳିଥିବା ମେଘଖଣ୍ଡ ଗୁଡିକର ଚଳନ୍ତି ଚିତ୍ରରେ ପ୍ରକାଶ…

ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ମେୟର ଓ କମିଶନରଙ୍କ ଆଲୋଚନା

କଟକ: କଟକ ମହାନଗର ନିଗମ ସମ୍ଳିଳନୀ କକ୍ଷରେ ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ମେୟର ସୁବାଷ ସିଂହ ଓ କମିଶନର ନିଖିଳ ପବନ କଲ୍ୟାଣ ସିଡିଏ ଅଞ୍ଚଳରସମସ୍ୟା ସମ୍ପର୍କିତ ଆଲୋଚନା କରିଥିଲେ  । ଆଜି ପ୍ରଥମଥର ପାଇଁ ମେୟର ସୁବାସ ସିଂହ ଓ କମିଶନର ନିଖିଲ ପବନ କଲ୍ୟାଣଙ୍କ ଆହ୍ବାନ କ୍ରମେ ସିଡିଏ…