Latest Odisha News

BREAKING NEWS

Browsing Tag

odisha

ସମ୍ଭାବ୍ୟ ପ୍ରବଳ ବର୍ଷାକୁ ନେଇ ଭୟଭୀତ ନହେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର:  କିଛି ଦିନ ଧରି ଲଗାଣ ବର୍ଷା ପରେ ଆଜି ପୁଣି ରାତିରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତେବେ ବର୍ଷା ପାଇଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଅପିଲ କରିଛନ୍ତି । ଲୋକଙ୍କୁ ଭୟଭୀତ ନହେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।…

ଲଘୁଚାପ ତୀବ୍ର ଅବପାତ ପରେ ବାତ୍ୟାର ରୁପନେଇପାରେ

ଭୁବନେଶ୍ବର:ପାଣିପାଗ ବିଭାଗର ସତର୍କ ସୂଚନା। ଲଘୁଚାପ ତୀବ୍ର ଅବପାତ ପରେ ବାତ୍ୟାର ରୁପନେଇପାରେ । ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଉତ୍ତରପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତ ପଶ୍ଚିମ ଓ ଉତ୍ତର…

ମେକ୍ ଇଣ୍ଡିଆ ନମ୍ବର ୧ ମିଶନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବ ଆପ୍

ଭୁବନେଶ୍ବର: ଓଡିଶାରେ ଏକ ବିକଳ୍ପ ରାଜନୀତି କରିବା ସହ ପରିବର୍ତ୍ତନ ଆଣିବାକୁ  ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି ।  ଆମ୍ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ  ଆସନ୍ତା ୨୧ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଯାଉଛି । ଏହି କର୍ମୀସମ୍ମିଳନୀରେ …

ହୀରାକୁଦରେ ବନ୍ଦ ହେବ ଆଉ ୪ଟି ଗେଟ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ବଡ ସୂଚନା । ପୁଣି ବନ୍ଦ ହେବ ହୀରାକୁଦର ଆଉ ୪ଟି ଗେଟ । ଖୋଲାଥିବା ୨୪ଟି ଗେଟରୁ ଆଉ ୪ଟି ଗେଟ ବନ୍ଦ ହେବା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ କୁମାର ଜେନା । ହୀରାକୁଦ ଗେଟ ବନ୍ଦ ହେବା ଦ୍ୱାରା ମୁଣ୍ଡଳିରେ ମଧ୍ୟ ଜଳସ୍ତର…

ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ସ୍ଥିତି, ଅନେକ ଗାଁରେ ପଶିଲା ପାଣି

ଖୋର୍ଦ୍ଧା: ଖୋର୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ ଏବଂ ଟାଙ୍ଗୀ ବ୍ଲକ୍, ପୁରୀ ଜିଲ୍ଲାର କଣାସ ବ୍ଲକର ଅନେକ ଗାଁ ଏବେ ପାଣି ଘେରରେ । ଲଗାଣ ବର୍ଷା ପରେ ଏବେ ଖୋର୍ଧା ବ୍ଲକ୍ ର  ଓର୍ବରସିଂହ ପଞ୍ଚାୟତ ର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।  ହୀରାକୁଦ ଜଳଭଣ୍ଡାର ରୁ ପ୍ରଚୁର ପାଣି…

[ଦେଖନ୍ତୁ ଭିଡିଓ] ଭାରତୀୟ ଫୁଟବଲ ଫେଡେରେସନକୁ ନିଲମ୍ବିତ କଲା FIFA, କ’ଣ ପଡ଼ିବ ପ୍ରଭାବ ?

ଭୁବନେଶ୍ୱର: ଭାରତୀୟ ଫୁଟବଲ୍ ଫେଡେରେସନକୁ FIFA ନିଲମ୍ବିତ କରିଛି । ଫଳରେ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ । AIFFକୁ FIFA ନିଲମ୍ବିତ କରିବା ପରେ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର…

ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍‌ ବନ୍ଦ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ମହାନଦୀର ତଳମୁଣ୍ଡରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇଛି। ଲଗାଣ ବର୍ଷା ପରେ କିଛି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ଦିନରେ ଜଳ ସ୍ତର ବୃଦ୍ଧି ପାଉଛି। ଫଳରେ ଏହିସବୁ ଗାଁକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୧୦ ଫୁଟ ଉଚର ବନ୍ୟାଜଳ ପ୍ରବାହିତ…

ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ: ସମୀର ମହାନ୍ତି

ଭୁବନେଶ୍ୱର, : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର ଜଳାରପୁରଠାରେ ଆୟୋଜିତ ‘ ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି  ସମୀର ମହାନ୍ତି ଯୋଗ ଦେଇଥିଲେ । ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ । ଏହି ପତାକାକୁ ସମ୍ମାନର ସହିତ ଉଚ୍ଚ ସ୍ଥାନରେ ରଖିବା ଆମ ସମସ୍ତ…

ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପ୍ରଦର୍ଶନୀ

ଭୁବନେଶ୍ବର: "ବିଭାଜନ ବିଭୀଷିକା ସ୍ମୃତି ଦିବସ" ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାନଙ୍କର ତ୍ୟାଗ ତପସ୍ୟା ବଳରେ ଆମକୁ…

ବର୍ଷା ପାଣି ଘରେ ପଶିଲା, ପାଣିରେ ବୁଡ଼ି ୩୫ ଦିନର ଶିଶୁ ମୃତ୍ୟୁ

ଖୋର୍ଧା: ଲଗାଣ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖୋର୍ଧାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ପାଣି ଘରେ ପଶିଯାଇଥିବା ବେଳେ ଶୋଇଥିବା ବେଳେ ପାଣିରେ ବୁଡ଼ି ୩୫ ଦିନର ଶିଶୁର ଅକାଳ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା…