Latest Odisha News

BREAKING NEWS

Browsing Tag

odisha

‘ମୋ ସ୍କୁଲ’ ର ଉନ୍ନତି ପାଇଁ ୧୨୮ କୋଟି

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ସ୍କୁଲକ ଉନ୍ନତି ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଭିତ୍ତିଭୂମି ବିକାଶ ସହପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ସ୍ୱେଚ୍ଛାସେବୀମାନେ ଗୁରୁତ୍ୱ ଦେବେ। ଏଥିପାଇଁ ସ୍କୁଲ୍‌ ଓ ବ୍ଲକ୍‌ ସ୍ତରରେ ଦକ୍ଷତା ବିକାଶ ପାଇଁ…

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡକୁ କାପ୍ଟିଭ ଜେଟ୍ଟି ନିର୍ମାଣ ପାଇଁ ପରିବେଶ ମନ୍ତ୍ରାଳୟର ଅନୁମତି

ଭୁବନେଶ୍ୱର: ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡକୁ ଜଟାଧାରୀ ମୁହାଣରେ କାପ୍ଟିଭ ଜେଟ୍ଟି ନିର୍ମାଣ ପାଇଁ ସବୁଜ ସଂକେତ ମିଳିଲା। କେନ୍ଦ୍ର ସରକାରଙ୍କଜଂଗଲ ଓ ପରିବେଶ ଏବଂ ଜଳବାୟୁ ମନ୍ତ୍ରାଳୟ ଏହି ଅନୁମତି ଦେଇଛି। ଜଗତସିଂହପୁରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର କ୍ଷମତା ୫୨…

ରାଜ୍ୟରେ ଦୁଇ ଗୁଣା ହୋଇଛି ସିଏସଆର ପାଣ୍ଠି; ଜଳବାୟୁ ଏବଂ ସବୁଜ ଶକ୍ତି ଉପରେ ଧ୍ୟାନ ଦିଆଯାଉ

ଭୁୁବନେଶ୍ୱର: ରାଜ୍ୟରେ ବଢୁଛି ସିଏସଆର(କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି) ଅର୍ଥାତ୍ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପାଣ୍ଠି । ୨୦୧୫ ଅପେକ୍ଷା ଦୁଇ ଗୁଣା ହୋଇଛି ୨୦୧୯ରେ । ରାଜ୍ୟରେ ବିକଶିତ ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟ ସାମାଜିକ ମଙ୍ଗଳ ବା ବିକାଶ ସକାଶେ ଏକ ପ୍ରତିଦ୍ୱନ୍ଦିତା…

ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ, ଜଗନ୍ନାଥ ଖୁଣ୍ଟିଆ ମିଷ୍ଟର ଓଡ଼ିଶା

ଭୁବନେଶ୍ୱର: ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ। ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ ହେଲେ ମିଷ୍ଟର ଓଡ଼ିଶା। ରନର୍ସପ ହୋଇଛନ୍ତି ସନ୍ତୋଷ କୁମାର ନାଥ। ଏହା ସହ ୱମେନ୍ସ ଫିଜିକ କ୍ୟାଟେଗୋରୀରେ ଓଡ଼ିଆ ଝିଅ ଜୋଷ୍ଣାରାଣୀଙ୍କୁ ମିଳିଲା ଗୋଲଡ଼…

ବରଗଡ଼ରୁ ସର୍ବାଧିକ ୬ ଲକ୍ଷ ୧୪ ହଜାର ୧୦୨ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ

ଭୁବନେଶ୍ୱର : ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ ତାରିଖରେ ଖରିଫ ଧାନ ସଂଗ୍ରହରେ ମୋଟ ୫୭ ଲକ୍ଷ ୨୨ ହଜାର ୩୦୪ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୧ ହଜାର ୧୦୧ କୋଟି ୨୭ ଲକ୍ଷ ଟଙ୍କାର ଖରିଫ ଧାନସଂଗ୍ରହ କରାଯାଇଛି । ମୋଟ ୧୨ ଲକ୍ଷ ୯୨ ହଜାର ୭୩୨…

କୋଭିଡ ମୃତ୍ୟୁର ଆର୍ଥିକ ସହାୟତା ପାଇଁ ମେ ୨୮ ସୁଦ୍ଧା ଆବେଦନ, ମିଳିବ ୫୦ ହଜାର

ଭୁବନେଶ୍ୱର: କୋଭିଡ ଜନିତ ମୃତ୍ୟୁ ପାଇଁ ସରକାରଙ୍କ ପକ୍ଷରୁ ଆତ୍ମୀୟ ସ୍ୱଜନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ୫୦ ହଜାର ଟଙ୍କାର ଏହି ସହାୟତା ସକାଶେ ଆବେଦନ ପ୍ରକ୍ରିୟା ଦୁଇ ପ୍ରକାର ରହିଛି । ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ମୃତକଙ୍କ ସଂପର୍କୀୟ ଆବେଦନ କରିପାରିବେ । ଅନଲାଇନରେ…

ରାଜ୍ୟରେ ତିଆରି ହେବ ନୂଆ ସଖି କେନ୍ଦ୍ର, ଭାରତ ସରକାର ଦେଇଛନ୍ତି ୨୬.୫୪ କୋଟି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ନିର୍ଭୟା ପାଣ୍ଠିରୁ ଓଡ଼ିଶାକୁ ମିଳିଛି ୨୬.୫୪ କୋଟି ଟଙ୍କା । ‘ୱାନ ଷ୍ଟପ୍ ସେଣ୍ଟର ସଖି’ ନିର୍ମାଣ ପାଇଁ ଏହି ଟଙ୍କା ମିଳିଛି । ମଙ୍ଗଳବାର ରାଜ୍ୟସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ତଥ୍ୟ ରଖିଛନ୍ତି । ବିଜେଡି ସାଂସଦ ମୀନାକ୍ଷି…

ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ବିନା ସୁଧରେ ମିଳିବ ଅଗ୍ରୀମ ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାର ଇଲେକ୍ଟି ଗାଡ଼ି କିଣିବାକୁ ଅଗ୍ରୀମ ଟଙ୍କା ଦେବେ । ଇଲେକ୍ଟ୍ର ଯାନ ଯୋଜନା-୨୦୨୧ ଅଧୀନରେ ସରକାରୀ କର୍ମଚାରୀ ମାନଙ୍କୁ ମିଳିବ ଏହି ଅଗ୍ରୀମ ଟଙ୍କା । ଏହି ବିଷୟରେ ଅର୍ଥ ସଚିବ ବିଶାଲ ଦେବ ମଙ୍ଗଳବାର ଏକ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟରେ ପ୍ରଦୂଷଣ ହ୍ରାସ ଓ…

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ: ସରକାରଙ୍କୁ ସମର୍ଥନ, ଅପରାଜିତାଙ୍କୁ ସମାଲୋଚନା କଲେ ବର୍ଷା

ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ଚାଲିଥିବା ରାଜନୀତିରେ ମୈଦାନକୁ ଓହ୍ଲାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେ ସିରିଜ୍ ଟୁଇଟ୍ କରି ସାଂସଦ ଅପରାଜିତା ଷଡଙ୍ଗୀକୁ ଘେରିଛନ୍ତି । ବର୍ଷା ଲେଖିଛନ୍ତି, ମନ୍ଦିର ଚାରିପାଖରେ ଶୌଚାଳୟ ନାହିଁ । ତେଣୁ ମହିଳାମାନେ ଅନେକ…

ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ: ୪ ମୃତ, ୪ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ

ବ୍ରହ୍ମପୁର: ଗୋଷ୍ଠୀ ସଂଘର୍ଷରେ ଚାଲିଗଲା ତିନି ଭାଇ ଏବଂ ଜଣେ ପୁତୁରାର ଜୀବନ । ବିଳମ୍ବିତ ରାତିରେ ଗଞ୍ଜାମ ଶେରଗଡ ବ୍ଲକର ହିଞ୍ଜିଳି ଥାନା ନିକଟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଚାରି ଜଣ ପ୍ରାଣ ହରାଇଥିବା ବେଳେ ଆଉ କିଛି ହସ୍ପିଟାଲରେ…