Latest Odisha News

BREAKING NEWS

Browsing Tag

odisha

ଆର୍ଥିକ ଅନଗ୍ରସର ଲୋକଙ୍କୁ ଏମ୍‌ଏସ୍‌ଏମ୍‌ଇ ଗୁଣାତ୍ମକ ଜୀବନଶୈଳୀ ପ୍ରଦାନ କରିବାରେ ସହାୟ ହେବ: କ୍ୟାପଟେନ ଦିବ୍ୟଶଙ୍କର…

ଭୁବନେଶ୍ୱର: ଶିଳ୍ପସଂସ୍ଥା ଏବଂ ଏମ୍‌ଏସ୍‌ଏମ୍‌ଇ ଆମ ଜୀବିକାନିର୍ବାହର ମୁଖ୍ୟ ଉତ୍ସ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ସର୍ବାଧିକ ରୋଜଗାର ସୁଯୋଗ ରହିଛି । ବର୍ତ୍ତମାନ ଆମ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଯୋଗ୍ୟ ଯୁବକ କରୋନା ଯୋଗୁଁ ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟକୁ ଫେରିଆସିଛନ୍ତି । ଏହି କୁଶଳୀ…

ସନ୍ତାନମାନଙ୍କ ଶରୀର ସୁରକ୍ଷା ପାଇଁ ଷଷ୍ଠୀ ଓଷା ବା ଷଠିଓଷା ପର୍ବ

(ଓଡିଶାର ପର୍ବପର୍ବାଣୀକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା) ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାରର ସ୍ଥାନୀୟ ବା ଆଞ୍ଚଳିକ ପର୍ବପର୍ବାଣି ପାଳନ କରାଯାଇଥାଏ । ଏମିତି ଏକ ପର୍ବ ହେଉଛି ଷଷ୍ଠୀ ଓଷା ବା ଷଠିଓଷା । ଅବିଭକ୍ତ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଏହା ଏକ ପ୍ରମୁଖ ପର୍ବ । ବାଲି…

କୋଭିଡ୍ ପଜିଟିଭିଟିରେ ଓଡିଶାର ହାର କମ୍‌

ଭୁବନେଶ୍ୱର: କରୋନା ମହାମାରୀ ନିୟନ୍ତ୍ରଣରେ ଓଡିଶାର ସ୍ଥିତି ଭଲ ରହିଛି । ଦେଶର ପଜିଟିଭିଟି ହାରଠାରୁ ଓଡିଶାର ହାର କମ । ପଜିଟିଭିଟିି ରେଟ୍‌ରେ ଓଡିଶାର ପ୍ରଦର୍ଶନ ଭଲ ରହିଛି । ଦେଶରେ ପଜିଟିଭିଟି ହାର ୮.୬୯ ପ୍ରତିଶତ ଥିବା ବେଳେ ଓଡିଶାର ପଜିଟିଭିଟି ହାର ରହିଛି ୬ ପ୍ରତିଶତ । ୨୬ଟି ରାଜ୍ୟ…

ରାଜ୍ୟରେ ୨୪ ଘଂଟାରେ ୪୨ ହଜାରରୁ ଅଧିକ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ୪୨ ହଜାର ୭୬୧ ନମୁନା ପରୀକ୍ଷା କରାଯାଇଛି । ୩୬ ହଜାର ୨ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୬ହଜାର ୬୩୫ ହେଉଛି ଆରଟିପିସିଆର ଟେଷ୍ଟ । ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି…

ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ ଗାଇଡଲାଇନ, ଜାଣନ୍ତୁ କଣ ଖୋଲା, କଣ ରହିବ ବନ୍ଦ

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି ସରକାର । ଅଗଷ୍ଟ ୩୧ ଯାଏଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ମନ୍ଦିର ଭିତରେ ଧାର୍ମିକ ପରମ୍ପରା ଚାଲିବ ହେଲେ ସାଧାରଣ ଭକ୍ତଙ୍କୁ ମନ୍ଦିର ଯିବା ମନା । ଅଗଷ୍ଟ ୩୧ ଯାଏଁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ…

ଚଳିତବର୍ଷ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ମହାତ୍ମାଗାନ୍ଧି ମାର୍ଗ ନୁହେଁ, ଚଳିତବର୍ଷ କରୋନା କଟକଣା ଯୋଗୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ…

କରୋନା ଭୟ: ସପ୍ତାହକୁ ୪ ଦିନ ବନ୍ଦ ରହିବ ଗଜପତି ଜିଲ୍ଲା

ଗଜପତି: କରୋନା ପାଇଁ ବଢୁଛି କଟକଣା । କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ । ଏହାର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ ଗଜପତିରେ ଜିଲ୍ଲାରେ ଲାଗୁ ହେବାକୁ ଯାଉଛି ସପ୍ତାହିକ ୪ ଦିନିଆ ସଟ୍‌ଡାଉନ । ଏନେଇ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୂଚନାନୁସାରେ, ପ୍ରତି…

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ବାଲେଶ୍ୱର: ପ୍ରେମ ପାଇଁ ଦିଲ୍ଲୀରୁ ଆସିଲେ ପଲ୍ଲୀ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । କଥା ଦେଇ ରଖିଲେନି କଥା । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଗଡପଦା ପଂଚାୟତ ଶାସନ ଗାଁରେ ।…

ଆମେ ପୁଣି ହସିବା !!

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଏବେ ଯେଉଁଆଡ଼େ ଟିକେ ଆଖି ବୁଲେଇଲେ କେବଳ କରୋନାର ଚିତ୍ର । ସବୁ ଠିକ୍ ଠାକ୍ ଥିଲା । ହଠାତ ଆସି ମୃତ୍ୟୁର ମାୟାଜାଲ ରଚି ସମସ୍ତଙ୍କ ମନରେ ଏକ ଅଭୁତପୂର୍ବ ଭୟ ସଂଚାର କରିଛି କରୋନା । କିଛି ମାସ ପୂର୍ବକୁ ଲକ୍ଷ୍ୟ…

ଭିଜିଲାନ୍ସ ଜାଲରେ ଦେବଗଡ ପୌର ନିର୍ବାହୀ ଅଧିକାରୀ

ଦେବଗଡ: ଭିଜିଲାନ୍ସ ଜାଲରେ ଫସିଛନ୍ତି ଦେବଗଡ଼ ମୁନସିପାଲିଟିର ନିର୍ବାହୀ ଅଧିକାରୀ କୁଞ୍ଜ ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଉପରେ ହୋଇଛି ଭିଜିଲାନ୍ସ ଚଢାଉ। ସୂଚନାନୁସାରେ, ଭିଜିଲାନ୍ସର ୪ ଟି ଟିମ ଏକ ସମୟରେ ୪ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ନିର୍ବାହୀ…