Latest Odisha News

BREAKING NEWS

Browsing Tag

odisha

ଝଡ଼ର ଇଗଲ୍‌: ଉଠିବାକୁ ହେଲେ…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

ଆରମ୍ଭ ହେଲା ଜନ ସହାୟତା କେନ୍ଦ୍ର: ଫୋନରେ ମିଳିବ ସ୍ୱାସ୍ଥ୍ୟ ଓ ମାନସିକ ସମସ୍ୟା ପରାମର୍ଶ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲାରେ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିୱାଇଏସ୍‌ଡି ଓ ଏହାର ସହଯୋଗୀ ସଂଗଠନମାନେ ମିଳିତ ଭାବେ ଏକ ଜନ ସହାୟତା କେନ୍ଦ୍ର ଆରମ୍ଭ କରି ଏକ ନିଶୁଳ୍କ ନମ୍ବର ଜାରି…

୨ୟ ପର୍ଯ୍ୟାୟ ଲକ୍‌ଡ଼ାଉନ: ଏହି ୯ଟି ଜିଲ୍ଲାରେ ଚାଲିବନି ଘରୋଇ ଯାନବାହନ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସମୟସୀମା ବୃଦ୍ଧି କରିବା ପରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ଭୂତାଣୁ ଯୋଗୁଁ ଯେଉଁ ସବୁ ଜିଲ୍ଲାଗୁଡ଼ିକୁ ଅଧିକ ନଜର ରଖାଯାଇଛି ସେହିସବୁ ଜିଲ୍ଲା ଗୁଡ଼ିକରେ ଘରୋଇ ଯାନବାହନ ଚଳାଚଳ କରିବ ନାହିଁ । କେବଳ…

ଝଡ଼ର ଇଗଲ୍‌: ହଁ, ମୁଁ ପାରିବି…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

ଲକ୍ ଡାଉନ ଡାଏରୀ: ନିଜ ପାଇଁ ଏବେ ସମୟ ପାଇଛନ୍ତି କଣ୍ଠଶିଳ୍ପୀ ସୁସ୍ମିତା ଦାସ

ଭୁବନେଶ୍ୱର: ଲକ୍ ଡାଉନ ରେ ଏବେ ସାରା ଦେଶ । ନିହାତି ଦରକାର ନ ପଡିଲେ କେହି ଘରୁ ବାହାରୁ ନାହାନ୍ତି । ଏହି ସମୟରେ କେମିତି କଟୁଛି ଦିନ ଏହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀରେ ଆଜି ଜାଣିବା ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସମ୍ପର୍କରେ । ସୁସ୍ମିତା…

କଳିକାଳ ପରେ ମହା କଳିକାଳ: କରୋନା କରାଳ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ମହାକଳିକାଳ ସମାଗତ । ଯେଉଁ ଅନାଗତ ଅବତାର କଳ୍‌କୀ ବୃତାନ୍ତ ଆମେ ସବୁ ଏଯାବତ୍ ଶୁଣିଆସିଥିଲେ- ଏ ଅବତାର ଏବେ ପ୍ରତ୍ୟେକ ବିବେକି ମଣିଷ ମଧ୍ୟରେ କାୟା ପ୍ରବେଶ କରିସାରିଲାଣି । ଏ ଅପ୍ରକଟ କଳ୍‌କୀର ଆୟୁଧ ଆଉ ବାରହାତୀ ଖଣ୍ଡା ନୁହଁ, ବରଂ…

ଝଡ଼ର ଇଗଲ୍‌: ଉଦୟ ବେଳା

(ଝଡ଼ର ଇଗଲ୍ - ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । 'ଓଡ଼ିଶା ସମ୍ବାଦ' ପକ୍ଷରୁ ଆଜିଠାରୁ ପ୍ରତିଦିନ ଧାରାବାହିକ ଭାବେ…

ଲକ୍‌ଡାଉନ ଡାଏରୀ : ଘର, ଘରଣି ଓ ଘରକାମରେ ବ୍ୟସ୍ତ ବ୍ୟଙ୍ଗ କବି ଜ୍ଞାନ ହୋତା

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ସମସ୍ତେ ଏବେ ଘରେ । ନା ଅଛି ଅଫିସ ଯିବାର ଟେନ୍‌ସନ୍ ନା ଘରୁ ବାହାରକୁ ବାହାରିବାର ମଉକା । ସକାଳୁ ରାତି ଯାଏଁ ଘରେ ବିତୁଛି । ତେବେ ବର୍ତ୍ତମାନ ପରିସ୍ଥିତିରେ କେମିତି କଟୁଛି ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ଲକ୍‌ଡାଉନ୍ ବେଳା ଆଜି ଜାଣିବା ଲକ୍ ଡାଉନ ଡାଏରୀରେ ।…

ଭାରତ ଲକ୍‌ଡାଉନ୍‌: ମେ ୩ ପରେ ମ୍ୟାଟ୍ରିକ୍ ଖାତା ମୂଲ୍ୟାଙ୍କନ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ଆସନ୍ତା ମେ ୩ ତାରିଖରେ ହଟିବ ଲକ୍‌ଡାଉନ୍ । ମେ ୩ ତାରିଖ ଲକ୍‌ଡାଉନ ହଟିଯିବା ପରେ ହିଁ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାଙ୍କନ ହେବାନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । “ଏପ୍ରିଲ୍ ୧୪ ପରେ ଖାତା…

କରୋନାକୁ ଜଗିବ ଲେନ୍‌ସ: ଜିଲ୍ଲା ପ୍ରବେଶପଥରେ ଲାଗିଲା ସିସିଟିଭି !

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରବେଶପଥରେ ଯାନବାହନ ଓ ପଥଚାରୀଙ୍କୁ ତୀକ୍ଷଣ ନଜରରେ ରଖିବା ଲାଗି ସିସିଟିଭି ଖଞ୍ଜିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏସମ୍ପର୍କରେ ଜିଲ୍ଲାପାଳ…