ନୟାଗଡରୁ ଉଦ୍ଧାର ହେଲା ବିରଳ ଶାଗୁଣା
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୁଣ୍ଡୁରିଆ ଗ୍ରାମରେ ବନ ବିଭାଗ ପକ୍ଷରୁ ଏକ ବିରଳ ଶାଗୁରା ଉଦ୍ଧାର କରାଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ, ଗତ ଶୁକ୍ରବାର ଦିନ କୁକ୍କୁଟ ପ୍ରଜନନ କେନ୍ଦ୍ରରେ ଗ୍ରାମବାସୀମାନେ ଏକ ବିରଳ ଶାଗୁଣାକୁ ଠାବ କରିଥିଲେ । ପରେ ସେ ରୋଗଗ୍ରସ୍ତ…