Latest Odisha News

BREAKING NEWS

Browsing Tag

odisha

ପାଟକୁରାରେ ନିର୍ବାଚନ ପ୍ରଚାର ଲାଗି ଦଳୀୟ ପ୍ରସ୍ତୁତି ଆରମ୍ଭ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତମାସ ୨୦ ତାରିଖରେ ଭୋଟ ଗ୍ରହଣ ହେବା ନେଇ ଭାରତର ମୁଖ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବା ପରେ ଶାସକ ବିଜେଡି, ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜ ଦଳର ପାର୍ଥୀ ମାନଙ୍କ ପ୍ରଚାର…

ଦୁର୍ଦ୍ଦାନ୍ତ ପଥର ମାଫିଆ ଖୋର୍ଦ୍ଧାରେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଟିମ୍ ରବିବାର ଦିନ ଜଣେ କୁଖ୍ୟାତ ପଥର ମାଫିଆକୁ ଗିରଫ କରିବା ପରେ ଆଜି ସଦର ପୋଲିସକୁ ହସ୍ତାନ୍ତର କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଧର୍ମେନ୍ଦ୍ର ମାନସିଂହ ଓରଫ୍ ନିତୁ ବୋଲି…

ଆସନ୍ତାକାଲିଠୁଁ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

କଟକ : ରାଜ୍ୟରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୮ ତାରିଖରୁ ଆରମ୍ଭ ହେବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଆଗାମୀ ୩ ଦିନ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଲୋ-ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ଦିନ…

+୨ ନାମଲେଖା ସମୟସୀମା ଆଉ ୨ଦିନ ବଢିଲା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ୨ ନାମଲେଖା ଚାଲୁ ରହିଥିବା ବେଳେ ଏହାର ନାମଲେଖା ଅବଧୀକୁ ବୃଦ୍ଧି କରିଛିି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏହି ନାମ ଲେଖାକୁ ସମୟକୁ ଅତିରିକ୍ତ ୨ଦିନକୁ ବୃଦ୍ଧି କରାଯାଇଥିବା ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା…

‘ଏମବିବିଏସ୍’ ଓ ‘ବିଡିଏସ’ ଲାଗି ଆରମ୍ଭ ହେଲା ନମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ନିଟ (ନାସନାଲ ଏଲିଜୀବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ) ଦ୍ୱାରା ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ 'ଏମବିବିଏସ୍' ଓ 'ବିଡିଏସ' ଲାଗି ପ୍ରଥମ ପର୍ଯ୍ୟାୟରେ ନାମ ଲେଖା ଆରମ୍ଭ ହୋଇଛି । ଏନଇଟି (ନାସନାଲ ଏଲିଜୀବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ) ପାଇଁ ଜୁଲାଇ ୧୦ ଯାଏଁ…

ଆଜିଠୁ +୨ ନାମଲେଖା ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ଯୁକ୍ତ ୨ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ବୁଧବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ଆଡମିଶନ୍ ପ୍ରକ୍ରିୟା ଜୁଲାଇ ୬ ତାରିଖ ଯାଏଁ ଜାରି ରହିବ । ଚଳିତ ଥର ପ୍ରଥମ ବର୍ଷ ଲାଗି ୩,୭୫,୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ…

ପ୍ରକାଶିତ ହେଲା +୨ କଟ୍ ଅଫ୍ ମାର୍କ: କେଉଁ କଲେଜରେ କେତେ ପ୍ରତିଶତ

ଭୁବନେଶ୍ୱର : ଯୁକ୍ତ ୨ରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଜାଣନ୍ତୁ, ରାଜ୍ୟର କେଉଁ ୩ଟି ଜୁନିଅର କଲେଜରେ ରହିଛି ସର୍ବାଧିକ କଟ୍ ଅଫ୍ ମାର୍କ କଳା- ବିଜେବି ଜୁନିଅର…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ, ସମ୍ବଲପୁର, ବରଗଡ, ନୂଆପଡା,…

ସଂସଦରେ ଆଲୋଚିତ ହେଲା ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର : ନବନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପାର୍ଲିଆମେଣ୍ଟରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା କଥା ଉଠାଇଛନ୍ତି । “ଆଜି ଲୋକସଭାରେ ଶ୍ରୀମତି ଷଡଙ୍ଗୀ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା ଉଠାଇ କହିଛନ୍ତି ଯେ, ଘଣ୍ଟାଏ ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରରେ…