Latest Odisha News

BREAKING NEWS

Browsing Tag

odisha

୪୦ ଡିଗ୍ରୀ ଟପିଲା ରାଜ୍ୟର ୧୧ଟି ସହରର ତାପମାତ୍ରା, ବଢିବ ତାତି

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଥିବାବେଳ ଆଗାମୀ ୪ରୁ ୫ ଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ଓଡିଶାର ପାଖାପାଖି ୧୧ଟି ସହରର ତାପମାତ୍ରା ୪୦…

ରାଜ୍ୟର ୫ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ଓଡିଶାର କିଛି ସ୍ଥାନରେ ଦିନକୁଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ସୁନ୍ଦରଗଡ, କେନ୍ଦୁଝର,,ଦେବଗଡ,…

ମହାସାଗରରେ ଦୀର୍ଘ ୧୧ ଦିନ ଧରି ଘୂର୍ଣ୍ଣୟମାନ ଅବସ୍ଥାରେ ଥିଲା ବାତ୍ୟା ‘ଫନି’

ଭୁବନେଶ୍ୱର : ଅତି ଭୟଙ୍କର ଘୂର୍ଣ୍ଣିବାତ୍ୟା ‘ଫନି’ ଗତ ମେ’ ୩ ତାରିଖରେ ଉପକୂଳ ଓଡ଼ିଶାକୁ ଏକପ୍ରକାର ଧ୍ୱସ୍ତବିଧ୍ୱସ୍ତ କରିଦେଇଛି । ଏକ ଲଘୁଚାପ ଭାବେ ସୃଷ୍ଟି ହେବା ପରେ ସବୁଠାରୁ ଅଧିକ ସମୟ ଧରି ତିଷ୍ଠି ରହିଥିବା ବାତ୍ୟା ହେଉଛି ଫନି । ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି…

କାଳବୈଶାଖୀ ଆଶଙ୍କା, ରାଜ୍ୟର ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବାଲେଶ୍ୱର, ବରଗଡ, ଭଦ୍ରକ,…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ବୁଲେଟିନ୍ ଅନୁଯାୟୀ ରାଜ୍ୟର ପ୍ରାୟ ୭ ଜିଲ୍ଲାରେ ସନ୍ଧ୍ୟା ୭ଟା…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସିର ୧୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ଓଏମସି’ ପକ୍ଷରୁ ୧୦୦ କୋଟି ଟଙ୍କା ପ୍ରଦାନ କରଯାଇଛି ।…

ବାତ୍ୟା ‘ଫନି’: ମୃତ୍ୟୁ ସଂଖ୍ୟା ୪୩ ଛୁଇଁଲା

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଓଡିଶାରେ ମୃତକଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରୁ ଜଣାପଡିଛି । ଉଲ୍ଲେଖଯୋଗ୍ୟ, ମେ’ ୩ ତାରିଖ ସକାଳୁ ଆରମ୍ଭ ହୋଇଥିବା ସାମୁଦ୍ରିକ ଝଡ ଫନି ପ୍ରଭାବରେ ପୁରୀ ଜିଲ୍ଲାରେ ସର୍ବାଧିକ ୨୧…

ଜଳୁଛି ସାରା ଓଡିଶା, ୨୪ ଘଣ୍ଟା ପରେ ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର : ଓଡିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଆଗାମୀ ୨୪ ଘଣ୍ଟା ପରେ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଆଗାମୀ ୨୪ ଘଣ୍ଟା ପରେ…

ପଶ୍ଚିମ ଓଡିଶାରେ ବଢୁଛି ତାତି, ମେ’ ୧୨ ଯାଏଁ ଜାରି ରହିବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଖରାର ପ୍ରାଦୂର୍ଭାବ ବଢୁଥିବାବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗରମ ଓ ଗୁଳୁଗୁଳି ପଶ୍ଚିମ ଓଡିଶା ବାସୀଙ୍କୁ ନାକେଦମ୍ କରୁଛି । ଟିଟଲାଗଡ ଓ ସୁନ୍ଦରଗଡରେ ଶୁକ୍ରବାର ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ…

ବାତ୍ୟା ବିପନ୍ନଙ୍କ ଲାଗି ସହଯୋଗର ହାତ ବଢାଇଲେ ବଲିଉଡର ସେଲିବ୍ରିଟି

ଭୁବନେଶ୍ୱର : ଓଡିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫନି’ ପରେ ରାଜ୍ୟବାସୀଙ୍କୁ ସହାୟତାର ହାତ ବଢାଇଛନ୍ତି ବଲିଉଡର ସେଲିବ୍ରିଟିମାନେ । ଏହି ସେଲିବ୍ରିଟିମାନେ #WithYouOdisha ନାମକ ଏକ ଅଭିଯାନ ଆରମ୍ଭ କରିବା ସହ ଓଡିଶାବାସୀଙ୍କୁ ସହାୟତା ପାଇଁ ଆହ୍ୱାନ କରିଛନ୍ତି ।…