Latest Odisha News

BREAKING NEWS

Browsing Tag

Omm Abhigyan Sahu

ବ୍ୟଙ୍ଗ : ସଭା ବିସମ୍ବାଦ

ଏଇ ସଦ୍ୟ ଏକ ସାହିତ୍ୟ ସଭାରୁ ଫେରିଲି । କରୋନା ଯୋଗୁଁ ଦୁଇବର୍ଷ ହେଲା ସଭା ସମିତିରୁ ଦୂରରେ ରହି ମୁଁ କି ପ୍ରକାରର ମାନସିକ ଯନ୍ତ୍ରଣା ଭୋଗିଛି ତାହା କେବଳ ମୋତେ ଜଣା । ସଭା ଶେଷରେ ଉଦ୍ୟୋକ୍ତା ମହୋଦୟ କହିଲେ ଆପଣ ବହୁ ମୂଲ୍ୟ ସମୟ ଦେଇ ଏଠାକୁ ଆସିଲେ ସେଥିପାଇଁ ଧନ୍ୟବାଦ । ମୁଁ କହିଲି…

ବ୍ୟଙ୍ଗ : ଈଶ୍ୱରୀୟ ଲୀଳା

ଦିନେ ଗଙ୍ଗା କହିଲେ, "ମୁଁ ସମସ୍ତଙ୍କ ପାପ ଧୋଉଛି । ମୋ ଜଳରେ ମଣିଷର ଶୋଷ ମେଣ୍ଟୁଛି । ଫସଲ ହଉଛି । ସମସ୍ତଙ୍କୁ ଖାଦ୍ୟ ମିଳୁଛି । ତେଣୁ ମୁଁ ବଡ଼, କେବଳ ମୋର ପୂଜା ହେବା ଦରକାର । " ଶିବ କହିଲେ, "ତୁମେ କି ବଡ଼ ହୋ, ତୁମେତ ମୋ ଜଟା ଭିତରୁ ବହାରିଛ ତେଣୁ ମୁଁ ସବୁଠୁ ବଡ଼ । " ଏହା ଶୁଣି…

ବ୍ୟଙ୍ଗ : ପ୍ରକାଶନ ବିସମ୍ବାଦ

ଭାଇ ନମସ୍କାର । ଭଲ ଅଛନ୍ତି ? ଆପଣ ଅମୁକ ପତ୍ରିକା କିଣିଲେଣି ? ବଢିଆ ହୋଇଛି କୁଆଡେ । — ନା କିଣିନି । — ଗୋଟେ କପି କିଣିବେ ନିଶ୍ଚୟ । — ଆଚ୍ଛା ହଉ…। — କଥା କଣ କି ଭାଇ ମୋର ଗୋଟେ ଲେଖା ବାହାରିଛି ସେଥିରେ । ଆପଣ ପଠେଇ ନଥିଲେ କଣ ? କେଉଁ କେଉଁ ପତ୍ରିକାକୁ ଆପଣ ଲେଖା ଦେଇଥିଲେ ?…

ବ୍ୟଙ୍ଗ : ଆକ୍ସିଡେଣ୍ଟ

ଓଁ ଅଭିଜ୍ଞାନ ସାହୁ  କିଛି ବର୍ଷ ତଳର କଥା । ମୋ ବାହାଘରକୁ ସେତେବେଳେ ବେଶି ବୟସ ହେଇନଥିଲା । ଦିନେ ରାସ୍ତାରେ ଯାଉଥିବା ବେଳେ ଗୋଟେ ଛୋଟ ଆକ୍ସିଡେଣ୍ଟ ହେଲା । ମୁଣ୍ଡରେ ମାଡ଼ ବାଜ଼ି ଆବୁ ହେବା ସହ ବାଜ଼ିବା ଜାଗାରେ ଟିକେ ଖଣ୍ଡିଆ ବି ହୋଇଥିଲା । ଆବୁଟାକୁ ହାତରେ ଘୋଡେଇ ଘରେ ପହଞ୍ଚିଲି…

ବ୍ୟଙ୍ଗ : ଜୟ କରୋନା

ଓଁ ଅଭିଜ୍ଞାନ ସାହୁ  (ସାଇଡ଼ ଇଫେକ୍ଟ- ଦ୍ଵିତୀୟ) କପାଳ ପୋଡ଼ା ଥିଲେ ଖୁସି ଖବରକୁ ନେଇ ମଣିଷ ବଡ଼ ଦୁଃଖ ପାଏ । ଗତକାଲି ଆମ ଧନ ଅନଲାଇନ ପରୀକ୍ଷାରେ ଅବିଶ୍ଵସନୀୟ ଭାବେ କ୍ଲାସ ଟପର ହୋଇଥବା ଖୁସିରେ ମାମାଙ୍କ ମିଠା ବଣ୍ଟାର ଲମ୍ବା ଲିଷ୍ଟ ଦେଖି ମୁଁ ଆତଙ୍କିତ ହେବା ସ୍ବାଭାବିକ ।…

ବ୍ୟଙ୍ଗ : ନକଲରେ ଅକଲ

ଓଁ ଅଭିଜ୍ଞାନ ସାହୁ  ବହୁତ ଦିନ ହେଲା ମୋତେ ଲାଗୁଛି ଏ ରମ୍ୟ ରଚନା ପ୍ରତି ଲୋକଙ୍କ ଆଦର ନାହିଁ । ଯେତିକି ଛଳ ଛଳ ଗପ ସବୁକୁ ପାଠକେ ପସନ୍ଦ କରୁଛନ୍ତି ସେତିକି ଏ ବ୍ୟଙ୍ଗ ସାହିତ୍ୟକୁ ନୁହେଁ । ଯେଉଁ ଲେଖକ ଯେତିକି ଅନୁରାଗ ମିଶା ବିଷାଦରେ ପାଠକଙ୍କୁ ଡୁବେଇ ପାରିବ ସେ ଲେଖକ ସେତେ ଶୀଘ୍ର…

ବ୍ୟଙ୍ଗ : କରୋନା ଯୋଦ୍ଧା

ଓଁ ଅଭିଜ୍ଞାନ ସାହୁ  ଏବେ ସୋସିଆଲ ମିଡିଆରେ ରମ୍ୟରଚନାର ଅବସ୍ଥା କହିଲେ ନସରେ । ଏଠି ରମ୍ୟ ଅପେକ୍ଷା ରଚନାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ଯେତିକି ଲୋକ ରଚନା ପାଇଁ ପାଗଳ ତାକୁ ଦେଖିଲେ ଲାଗିବ ଖୋଦ ରମ୍ୟକାର ଏଠି ନିଜେ ରମ୍ୟ ହୋଇଯାଇଛନ୍ତି । ବିଦ୍ୟାରାଣ ଆପଣଙ୍କୁ ମିଛ ମୋତେ ସତ ।…

ବ୍ୟଙ୍ଗ : ଟିକସ ଆଦାୟ

ଓଁ ଅଭିଜ୍ଞାନ ସାହୁ ଏଇ ଗଲା ଗତ ରବିବାର କଥା, ସକାଳୁ ସକାଳୁ ବସି ଖବରକାଗଜ ପଢୁଥାଏ ଆସିଲା ମୋର ମୋବାଇଲକୁ ଗୋଟେ ଏସଏମଏସ । ଫୋନ ଉଠେଇ ଦେଖେତ ଆର ରୁମରେ ପାଠ ପଢ଼ୁଥିବା ମୋ' ଝିଅ ପଠେଇଛି ,"ବାବା ଆଜି କେଏଫସି ରେ ସ୍ପେଶାଲ ଅଫର । ଛଅ ପିସକୁ ପାଞ୍ଚଶ ଷାଠିଏ ଟଙ୍କା ।" ଭାବିଲି,  ଅବିକା…

ବ୍ୟଙ୍ଗ : ବାଙ୍ଗି ଭାତ୍

ଓଁ ଅଭିଜ୍ଞାନ ସାହୁ  କରୋନା ପ୍ରଭାବରୁ ଏବେ ସବୁ ଅନ୍ ଲାଇନ୍ । ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଖରାଦିନ ଛୁଟି ଆରମ୍ଭ ହେଲେ ବାପା ମାଆମାନଙ୍କ ଛୁଟି ଆରମ୍ଭ ହୁଏ । ଏହି ସମୟରେ ପ୍ରାୟ ବିଭିନ୍ନ ଜାଗାକୁ ବୁଲିଯିବା ହେଉ କି ଗତ କିଛି ବର୍ଷ ହେଲା ଛୁଟିର ଆକର୍ଷଣ ବନିଥିବା ବାର୍ଷିକ ପୁରାତନ…