ପାକିସ୍ଥାନରେ ହିନ୍ଦୁ ନେତାଙ୍କ ଘରେ ବୁଲଡ଼ୋଜର ଚଲାଇଦେଲେ ଶେହବାଜ ସରକାର
ପାକିସ୍ଥାନ : ପାକିସ୍ଥାନରେ ହିନ୍ଦୁ ମାନଙ୍କ ଦିଆ ଯାଉଥିବା ନିର୍ଯାତନା ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି । ପାକିସ୍ଥାନରେ ଯେମିତି ହିନ୍ଦୁ ହେବା ଏକ ଅପରାଧ ! ଏଠାରେ ହିନ୍ଦୁ ଝିଅ ମାନଙ୍କୁ ଅପହରଣ କରିବା ଏବଂ ଜବରଦସ୍ତି ସେମାନଙ୍କର ଧର୍ମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ପ୍ରାୟ…