Latest Odisha News

BREAKING NEWS

Browsing Tag

Paradip Port

ପାରାଦୀପ ପୋର୍ଟରେ ରୁଷୀୟ ନାଗରିକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ପାରାଦୀପ : ରାୟଗଡାରେ ୨ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଉପରୁ ପରଦା ହଟିନଥିବା ବେଳେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି । ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ଠାବ ହୋଇଛି । ସେ ଜାହାଜର ଚିଫ୍ ଇଞ୍ଜିନିୟର । ନାଁ…

ପାରାଦୀପରେ ଦେଶର ୯ଟି ବୃହତ ବନ୍ଦରକୁ ନେଇ ସାଂସ୍କୃତିକ ମିଳନ

ପାରାଦୀପ: ଦେଶର ୯ଗୋଟି ବୃହତ ବନ୍ଦରର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ପାରାଦୀପରେ ଆୟୋଜିତ ହୋଇଛି ୨୨ତମ ସର୍ବଭାରତୀୟ ସାଂସ୍କୃତିକ ମିଳନ । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରେ ଘଟିଥିବା ଘଟଣାବଳୀକୁ ନାଟକ ମାଧ୍ୟମରେ ନିଛକ ଭାବେ ପ୍ରଦର୍ଶିତ କରିଛନ୍ତି ବନ୍ଦରର କଳାକାର ।…

ମହିମା ମିଶ୍ରଙ୍କ ଘରେ ରେଡ୍ ପରେ ୪ ଜଣଙ୍କୁ ବାନ୍ଧିଲା CBI

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ୪ ଜଣଙ୍କୁ ଗିରଫ କରିଛି । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, OSL ଅପରେସନ୍ ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁଙ୍କ ସହ କେସିଟି ଗ୍ରୁପ୍ ପୋର୍ଟ ଅପରେସନ୍ ମ୍ୟାନେଜର ଶଂଖଶୁଭ୍ର…

ପାରାଦୀପରେ ଜାହାଜରେ ୧୪ କରୋନା ପଜିଟିଭ୍

ପାରାଦୀପ: ଜାହାଜରେ କରୋନା । ପାରାଦୀପ ବନ୍ଦରରେ ଏକ ଜାହାଜରୁ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରରର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାହାଜଟି ତାମିଲନାଡୁର ତୁତିକରିନ ବନ୍ଦରରୁ କୋଇଲା ଆଣି ପାରାଦୀପ ବନ୍ଦରରେ ପହଞ୍ଚିଥିଲା…

କୋଷ୍ଟଗାର୍ଡ ଜାହାଜରେ ରଶି ଲଗାଇ ଝୁଲିପଡିଲେ ନାବିକ

ପାରାଦୀପ: ଏକ କୋଷ୍ଟଗାର୍ଡ ଜାହାଜ ଭିତରେ ଜଣେ ନାବିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରେଜିୟା ସୁଲତାନା ନାମକ ଜାହାଜ ଭିତରେ ରଶି ଲଗାଇ ନାବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବିକ ଜଣକ ହେଲେ ଗୌତମନ୍ ଏ. କେ । କୋଷ୍ଟଗାର୍ଡ ଅଧିକାରୀ ଏନେଇ ଏତଲା ଦେବା ପରେ ମେରାଇନ୍ ଥାନା…

ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ରଚିଲା ପାରାଦୀପ ବନ୍ଦର

ପାରାଦୀପ: ଭାରତରେ ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ପାରାଦୀପ ବନ୍ଦର। କାନଡଲାର ଦିନଦୟାଲ ବନ୍ଦରକୁ ପଛରେ ପକାଇ ପଣ୍ୟ ପରିବହନ ରେ ଏକ ନମ୍ବର ସ୍ଥାନ ହାସଲ କରିଛି ପାରାଦୀପ ବନ୍ଦର। Congratulate @paradipport for becoming No-1 major #port for cargo handling…

କରୋନା ଭାଇରସ ଆତଙ୍କ; ପାରାଦୀପ ବନ୍ଦରରେ ହାଇଆଲର୍ଟ ଜାରି

ପାରାଦୀପ: କରୋନା ଭାଇରସ ଦିନକୁ ଦିନ ମହାମାରୀର ରୂପ ଧାରଣ କରୁଥିବାବେଳେ ଏହାକୁ ନେଇ ସାରା ବିଶ୍ବ ଆତଙ୍କିତ ହୋଇପଡିଛି । ଯାହାକୁ ଦୃଷ୍ଟିରେ ରଖି ଭାରତର ୨ୟ ବୃହତ୍ତମ ଆନ୍ତର୍ଜାତିକ ବନ୍ଦର ପାରାଦୀପ ରେ ଏବେ ହାଇ ଆଲାର୍ଟ ଜାରି କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, କରୋନା ଭାଇରସ…

କରୋନା ଭାଇରସ୍ ଆତଙ୍କ; ପାରାଦୀପରେ ୭ଟି ଜାହାଜ ଉପରେ କଟକଣା

ପାରାଦୀପ: ଚୀନରେ ଦିନକୁ ଦିନ କାୟା ବିସ୍ତାର କରୁଥିବା ମାରାତ୍ମକ କରୋନା ଭାଇରସ୍ ଯୋଗୁଁ ସାରା ଦେଶବାସୀ ଏକପ୍ରକାର ଆତଙ୍କିତ ହୋଇଯାଇଛନ୍ତି । ଏଭଳି ପରିସ୍ଥିତିରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରାୟ ୭ଟି ଜାହାଜକୁ ବନ୍ଦରରେ ପ୍ରବେଶ ଲାଗି…

ପ୍ରତିଷ୍ଠା ଦିବସରେ ‘ପାରାଦୀପ ବନ୍ଦର’ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା…

ପାରାଦୀପ ବନ୍ଦର। ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଏକ କୃତ୍ରିମ ବନ୍ଦର । ଏହା ମହାନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳୀରେ ଅବସ୍ଥିତ। ଏହି ବନ୍ଦର ଦେଇ ମୁଖ୍ୟତଃ ଲୌହପଥର ଓ କୋଇଲା ରପ୍ତାନୀ କରାଯାଉଥିଲା ବେଳେ ରାଜ୍ୟରେ ଅବସ୍ଥିତ ଇସ୍ପାତ କାରଖାନା ନିମନ୍ତେ କୋକିଙ୍ଗ କୋଇଲା ତଥା ସାର କାରଖାନା…

ପାରାଦୀପ ବନ୍ଦରରେ ଡମ୍ଫରକୁ ଧକ୍କା ଦେଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ପାରାଦୀପ: ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ମାଲବାହୀ ଟ୍ରେନ ଗୋଟିଏ ଡମ୍ଫରକୁ ଧକ୍କା ଦେବା ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଡମ୍ଫର ବନ୍ଦର ର ୮ ନମ୍ବର ପ୍ଲଟକୁ ଚୂନ ପଥର ପରିବହନ କରିବା…