Latest Odisha News

BREAKING NEWS

Browsing Tag

Pipili

ରାତି ଅଧରେ ଆସି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଜଳିଗଲା ୧୦ ବଖରା

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଦେଖୁ ଦେଖୁ ରାତି ଅଧରେ ଆଖି ଆଗରେ ଜଳିଗଲା ୧୦ ବଖରା ଘର । ପୁରୀ ଜିଲ୍ଲା ପିପିଲି ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳି ଯାଇଛି । ସୂଚନା ଅନୁସାରେ, ରାତି ପ୍ରାୟ ଗୋଟାଏ ବେଳେ କିଛି ଦୁର୍ବୃତ୍ତ ନକୁଳ…

[ଭିଡିଓ] ପିପିଲିରେ ରାଜନୈତିକ ଅଶାନ୍ତି, ରାସ୍ତାରୋକ କଲେ ବିଜେପି କର୍ମୀ

ପୁରୀ :ପିପିଲିରେ ଦେଖାଦେଲା ରାଜନୈତିକି ଅଶାନ୍ତି। ରାସ୍ତାରୋକ କଲେ ବିଜେପି କର୍ମୀ। ବିଜେପି ପତାକା ଚିରିବା ଓ ପ୍ରଚାର ଗାଡିକୁ ବାଡେଇବା ଅଭିଯୋଗରେ ରାସ୍ତା ରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକ ନିକଟରେ ବିଜେପିର ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡି କର୍ମୀମାନେ…

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ, ମହାଲଢେଇ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନ, ମେ ୨ରେ ଭୋଟ୍…

ପିପିଲି: ଏପ୍ରିଲ ୧୭ରେ ପିପିଲି ଫାଇଟ୍ । ପିପିଲି ମହାସମର ପାଇଁ ଦିନ ଧାର୍ଯ୍ୟ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ଏପ୍ରିଲ ୧୭ରେ ପିପିଲି ବିଧାନସଭା ଲାଗି ମତଦାନ ହେବ । ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ…

ପିପିଲିରୁ ନିଖୋଜ ଦୁଇ ନାବାଳକଙ୍କ ପତ୍ତା ମିଳିଲା

ପିପିଲି: ଚାରି ଦିନ ତଳେ ପିପିଲିରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଉଦ୍ଧାର। ଆଜି ସକାଳେ ଜଟଣୀ ଅଞ୍ଚଳର ଗୋହିରିଆ ଛକର ଏକ ହୋଟେଲରୁ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ସୂଚନା ଯୋଗ୍ୟ ଯେ, ପାଟଣା ଗାଁର ପବିତ୍ର ଦାସଙ୍କ ଦଶମ ଶ୍ରେଣୀରେ ପଢୁଥିବା ପୁଅ ଓ କେଦାର ବେହେରାଙ୍କର ନବମ…

ପିପିଲିକୁ ଆଜି ଗଡ଼ିବନି ମୋ ବସ୍

ଭୁବନେଶ୍ବର: ପୁରୀ ଜିଲ୍ଲା ସଟଡାଉନ୍ ହୋଇଥିବାରୁ ଆଜି ଭୁବନେଶ୍ବରରୁ ପିପିଲିକୁ ଆରମ୍ଭ ହେବ ନାହିଁ ମୋ ବସ ସେବା । ଏହାକୁ ସ୍ଥଗିତ ରଖାଯାଇଛି । ଆଜିଠାରୁ ଭୁବନେଶ୍ବର-ପିପିଲି ଭିତରେ ମୋ ବସ୍ ଚଳାଚଳ ପାଇଁ ଘୋଷଣା ହୋଇଥିଲା । କିନ୍ତୁ ସର୍ତ୍ତମୂଳକ ଓ କଟକଣା ଯୁକ୍ତ ରଥଯାତ୍ରା ପାଇଁ ପୁରୀ…

ପୁରୀ କରୋନା ସଂକ୍ରମିତ ରୋଗୀ ଭୁବନେଶ୍ୱରର ଏହିସବୁ ସ୍ଥାନରେ ବାଣ୍ଟିଥିଲେ ଡାକ

ଭୁବନେଶ୍ୱର: ପୁରୀ ଜିଲ୍ଲା ପିପିଲି ଅଞ୍ଚଳର କରୋନା ସଂକ୍ରମିତ ରୋଗୀ ଜଣକ ଭୁବନେଶ୍ୱର ବିଜେବି ନଗର ସବ-ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାର୍ଯ୍ୟ କରୁଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲ୍ କମିଶନ (ବିଏମସି)ର କମିଶନର୍ ପ୍ରେମ ଚାନ୍ଦ ଚୌଧୁରୀ । ସେ ଦିଲ୍ଲୀରୁ ଫେରିବା…

ପିପିଲି: ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼ ଅଭିଯୋଗ

ପିପିଲି : ପିପିଲିରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ଶୁକ୍ରବାର ରାତିରେ କେହି ଦୁବୃର୍ତ୍ତ ବୋମାମାଡ଼ କରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆରେ ଥିବା ଆଶ୍ରିତଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ…

ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ,୫ ଆହତ

ପିପିଲି : ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମହାଉସରେ ଯାଞ୍ଚବେଳେ ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାଡ୍ ଓ ଜଣେ ମାଜିଷ୍ଟ୍ରେଟଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଶ୍ରୀଯୁକ୍ତ ମହାରଥୀ ଓ ତାଙ୍କ ସମର୍ଥକମାନେ ଏହି ଯାଞ୍ଚକାରୀ…

ଯୁଧିଷ୍ଠିର ସାମନ୍ତରାୟ ମନା କରିବା ପରେ ପିପିଲିରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ରାଜ୍ୟରେ ୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ନେଇ ଗୁରୁବାର ଦିନ ଓପିସିସି ପକ୍ଷରୁ ସୂଚନା ମିଳିଛି । ଏନେଇ ଅଧିସୂଚନା ଜାରି କରାଯାଇନଥିବା ବେଳେ ଅଜିତ ମଙ୍ଗରାଜ…