Latest Odisha News

BREAKING NEWS

Browsing Tag

PM Modi

ଗାନ୍ଧିନଗରରେ ମା’ ଙ୍କୁ ଭେଟିଲେ ମୋଦି, ପାଦ ଛୁଇଁଲେ, ଆଶୀର୍ବାଦ ନେଲେ

ନୂଆଦିଲ୍ଲୀ: ଅନେକ ଦିନ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଗାନ୍ଧିନଗରରେ  ମାଆ ହୀରାବେନଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧୀନଗର ତାଙ୍କ ଘରେ ପହଞ୍ଚିଥିଲେ । ମା’ଙ୍କ ପାଦ ଛୁଇଁ ପ୍ରଣାମ  କରିବା ସହ…

୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସି ଜରିଆରେ ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ଦେଶର ୪୫ଟି ସ୍ଥାନରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ସିଧାସଳଖ ହସ୍ତାନ୍ତର ମଧ୍ୟ କରାଯାଇଛି । ଗୁଜରାଟ ଓ…

G20 ସମ୍ମିଳନୀରେ ସି ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଏଲଏସିରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଅନ୍ୟପଟେ କରୋନା ପରେ ଭାରତ ଅନେକ ଚୀନ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଛି । ଯାହାକୁ ନେଇ ଚୀନ ମଧ୍ୟ ଭାରତ ଉପରେ ଖପ୍ପା ରହିଛି । ଏଭଳି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି…

ଆଜି ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୮ ଅପରାହ୍ନ ୧.୪୫ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ସାଧାରଣ ସଭା ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ବୈଠକରେ ମନ୍ତ୍ରୀ, ବିଭିନ୍ନ ଦେଶର ପୋଲିସ ମୁଖ୍ୟ, ଜାତୀୟ…

ଦେଶର ଗରିବ ଲୋକଙ୍କ ପାଇଁ ଖୁସି ଖବର , ବର୍ଷ ଶେଷ ଯାଏଁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ତିନି ମାସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର  । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ,ଏହି ବର୍ଷ ଶେଷ ଯାଏଁ ଏହି ଯୋଜନାକୁ ବଢାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ…

ଅକ୍ଟୋବର ପ୍ରଥମ ସପ୍ତାହରେ 5G ସେବା ଆରମ୍ଭ କରିବେ ପିଏମ୍ ମୋଦି

ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ 5G ସେବାର ଶୁଭାରମ୍ଭ କରିବେ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧ରୁ ୪ ତାରିଖ ଯାଏ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ ଅନୁଷ୍ଠିତ ହେବ । ଏହି ଅବସରରେ ପିଏମ୍ ମୋଦି 5G ସେବାର ଶୁଭାରମ୍ଭ କରିବେ ।…

ମୋଦୀଙ୍କ ବିରୋଧରେ ନୀତିଶଙ୍କ ପ୍ରାୟାସ ବିଫଳ ହେବ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଆଗାମୀ ଦିନରେ ଭେଟିବା ପ୍ରସଙ୍ଗରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି  । ନୀତିଶ କୁମାରଙ୍କୁ ନୂଆ ମୁଲ୍ଲା ବୋଲି କହିଛନ୍ତି ପୃଥ୍ୱୀରାଜ  । ନୂଆ ମୁଲ୍ଲା  ପାଞ୍ଚ ଥର ନମାଜ ପଢିବା ପରି, ନୀତିଶ କୁମାର…

ମନ୍ କୀ ବାତ ରେ ନୂଆଁଖାଇ କଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୨ତମ ‘ମନ୍ କୀ ବାତ ' କାର୍ଯ୍ୟକ୍ରମ ରେ ଦେଶ ବାସୀଙ୍କୁ ସମ୍ୱୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ଅମୃତ ମହୋତ୍ସବ ଦିବସରେ ଦେଶ ସାମୁହିକ ଶକ୍ତି ଦେଖିବାକୁ ପାଇଥିଲେ ବୋଲି କହିଥିଲେ । ତ୍ରିରଙ୍ଗା ଉଡାଇବା କଥାରେ ଆମ…

ବାଦ ପଡିଲେ ଗଡକରୀ, ଯୋଡି ହେଲେ ୟେଦୁରପ୍ପା; ବିଜେପିରେ କିଛି ଠିକ ଚାଲୁନଥିବା ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡରେ ହୋଇଛି ବଡଧରଣର ପରିବର୍ତ୍ତନ। ସଂସଦୀୟ ବୋର୍ଡ ରୁ ବିଜେପିର ପୂର୍ବତନ ରାଷ୍ଟୀୟ ଅଧ୍ଯକ୍ଷ ତଥା ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କୁ ବାଦ ଦେଇଛନ୍ତି ରାଷ୍ଟୀୟ ଅଧ୍ଯକ୍ଷ ଜେପି ନଡ୍ଡା ।…

ୟଙ୍ଗ ଇଣ୍ଡିଆନ୍ ଅଫିସ୍ ସିଲ୍ ପରେ ରାହୁଲ ଗାନ୍ଧୀଙ୍କ ବୟାନ ‘ମୋଦିଙ୍କୁ ଡରୁନି’

ନୂଆଦିଲ୍ଲୀ: ୟଙ୍ଗ ଇଣ୍ଡିଆନ୍ ଅଫିସକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସିଲ୍ କରିବା ପରେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁ ନାହାନ୍ତି । ଦେଶର ହିତ ପାଇଁ ସେ କାମ କରି ଚାଲିବେ ବୋଲି…