Latest Odisha News

BREAKING NEWS

Browsing Tag

Poet Kulangar

କୁଳାଙ୍ଗାର ଉବାଚ : ଭାରତ ବନାମ ଇଣ୍ଡିଆର ଲୋକ

ଭାରତର ଲୋକ : ଆମକୁ ଗାଆଁରେ ମିଳୁନି ଭଲ ପିଇବା ପାଣି! ଇଣ୍ଡିଆର ଲୋକ : ତା ହେଲେ ପିଉନ ମିନେରାଲ ପାଣି ବୋତଲ ଆଣି!! ଭାରତର ଲୋକ: ତୈଳଦର ବୃଦ୍ଧି ସତରେ ଭାଆରି ବାଧୁଛି ! ଇଣ୍ଡିଆର ଲୋକ: ଜାଣି ପାରୁନ ଚୀନ୍ ଓ ପାକିସ୍ଥାନକୁ ଆମ ସେନା କେତେ ନାଦୁଛି !! ଭାରତର ଲୋକ:…

କୁଳାଙ୍ଗାର ଉବାଚ : ଛାଡ଼ ମ’ ଦିଅ ଖାଇ

ଛାଡଖାଇ ପର୍ବ ପାଳନ ପରେ ବଡ ବିଚିତ୍ର ଘଟଣା ଘଟିଥାଏ, ସହର ବଜାରେ ବୁଲା କୁକୁରଙ୍କ ସଂଖ୍ୟା ସାଂଘାତିକ ଭାବେ କମିଯାଏ! ଦେଖିବାକୁ ମିଳନ୍ତିନି ଆକାଶରେ ଆଉ ସେତେ କାଉ ପାରା ବଣି; ମିଳୁଥାଏ ଯଥେଷ୍ଟ ମଟନ ଚିକେନ ଲୋକେ ନିଅନ୍ତି ଆନନ୍ଦେ କିଣି! ଏଇକଥା ମୁଁ ଯେବେ ପ୍ରିୟ ବାବା…

କୁଳାଙ୍ଗାର ଉବାଚ : କ୍ରିକେଟ କୀଳା

ଜିତିଲା ଦିନ ଖେଳାଳୀ ହିରୋ ହାରିଲେ ଭିଲିଆନ; ଜିତିଲା ଦିନ ଜୟ ଜୟକାର ହାରିଲା ଦିନ ଶୁଣି ନପାରେ କାନ! ଯେଉଁ ଖେଳାଳୀ ବୁଦ୍ଧିରେ ପଡି ପିଉଛେ ଆମେ ଥଣ୍ଡା ; ଯେଉଁ ଖେଳାଳି ଷ୍ଟାଇଲ୍ ଦେଖି ହୋଇ ଯାଉଛେ ଲଣ୍ଡା! ସେଇ ଖେଳାଳି ହାରିବା ଦେଖି ଦେଉଛେ ବୁଦ୍ଧି ହାରି; ଶତ୍ରୁତା ଭୁଲି…

କୁଳାଙ୍ଗାର ଉବାଚ : ଦିବାଲି ଗୁଲି

୧    ତା ଘରେ ପହଞ୍ଚି ଦେଖିଲି ମୋ ସାଙ୍ଗ ବ୍ରଜ ଅଖାରୁ ପୁରୁଣା ବାଣ କାଢି ସେଥିରେ ଶାଗୁଆ ରଙ୍ଗ ଦେଉଛି; କାରଣ ପଚାରିଲାରୁ କହିଲା - ଏ ବର୍ଷ ପରା କେବଳ ସବୁଜ ବାଣ ଫୁଟେଇ ହେବ ବୋଲି ଟିଭି ବାରମ୍ବାର କହୁଚି ! ୨ ବ୍ରଜ ପଚାରିଲା- ଆଉ ତୁ ଏଥର କୋଉ ବାଣ ଫୁଟେଇବୁ? ନା…

କୁଳାଙ୍ଗାର ଉବାଚ : କୋଉ ଫୁଲ ନେବ ?

କୋଉ ଫୁଲ ନେବ? * ଉପହାର ଦେଲେ ସିନା ମୋ ପ୍ରତି ସେ ଆକର୍ଷିତ ହେବ; କ'ଣ ନେବା ପଚାରନ୍ତେ ସେ କହିଲା ଫୁଲ ଦେଇଦେବ! ଅଡୁଆରେ ପଡିଲି ମୁ ଏଇକଥା ଭାବି କି ସେ କୋଉ ଫୁଲ ନେବ; ଆଉ କ'ଣ ଯୁଗ ଅଛି ଗୋଲାପଟେ ପାଇକରି ଖୁସି ହୋଇଯିବ ? ଭାବିଲି ଦେଇଦେବି ନେଇ ଦାମୀ ଫୁଲ ତୋଡ଼ାଟିଏ ;…

କୁଳାଙ୍ଗାର ଉବାଚ : ଦୁର୍ଗାସ୍ତୁତି ୨୦୨୧

ଆସ ମାଆ ଏ ଧରାକୁ ଭଗବତୀ କାଳାଭ୍ୟାବାଂ ଆସ ପୁଣିଥରେ ; ଛୋଟମନେ ଗଢିଅଛୁ ପ୍ରକଟିତ ହୁଅ ମାହେଶ୍ବରୀ ଛୋଟ ପ୍ରତିମାରେ! ଆସ ମାଆ ଲହ ଲହ ଜିହ୍ବା ଧରି ଖଣ୍ଡା ଖର୍ପର ଧାରଣୀ ସଂହାରିଣୀ ବେଶ ; ବହୁକାଳ ଘାଣ୍ଟିଲାଣି କୋଭିଡ ୧୯ ତାକୁ ନିଶ୍ଚେ କରିଦେବ ଧ୍ବଂସ! ଆସ ମାଆ ସର୍ବଶକ୍ତି…

କୁଳାଙ୍ଗାର ଉବାଚ : ଚାହାପିଆ କବି

ଗରମା ଗରମ ଚାହା ପିଇବା ପାଇଁ କବି ପହଁଚିଲେ ବନ୍ଧୁଙ୍କ ଘରେ ଯାଇ! ବନ୍ଧୁପତ୍ନୀ କହିଲେ ନାହାନ୍ତି ଘରେ କବି କହିଲେ ରୁହ ମୁଁ ଫୋନ୍ କରେ! ବନ୍ଧୁପତ୍ନୀ କହିଲେ ଉଠାନ୍ତିନି ବୋଲି ଆଜି ଫୋନଟା ଉଠେଇ ରଖିଦେଲି! କବି ଚାଲିଲେ ଚାହା ଦୋକାନକୁ ଦେଖିଲେ ସେଠି ଚାହା ପିଉଛି ଫେକୁ!…

କୁଳାଙ୍ଗାର ଉବାଚ : ଇଶ୍ବର ଏକ ରାସ୍ତା କଡ଼କୁ ଦେଖ

ଏହା ଅତ୍ୟନ୍ତ ଗର୍ବର କଥା କି ଆମ ରାଷ୍ଟ୍ରରେ ଧର୍ମଗତ ଭେଦଭାବ ନାଇଁ; ସବୁ ଧର୍ମର ଲୋକ ତେଣୁ ସତତ ଚେଷ୍ଟିତ ରାଷ୍ଟ୍ର ସମ୍ପତ୍ତିକୁ ନିଜର କରିବା ପାଇଁ! ସବୁ ଧର୍ମକୁ ସବୁ ଇଶ୍ବରାନୁଗାମୀଙ୍କୁ ସମାନ ଦେଖିବା ରାଷ୍ଟ୍ରବାଦ ; ସମସ୍ତଙ୍କ ପାଇଁ ତୈଳଦର ଏକ୍ ଏକା ଲାଞ୍ଚ ଦେଇ ସଭିଏଁ…

କୁଳାଙ୍ଗାର ଉବାଚ : ଅନଲାଇନ୍ ଡେଲିଭରି

ଅନଲାଇନରେ କରୁଛନ୍ତି ଲୋକେ ଖିଆ ପିଆ ଏବଂ ଶୁଆ ; ଅନଲାଇନିରେ ଗାଳିମନ୍ଦ କରି ଲଗାଇ ଦିଅନ୍ତି ନିଆଁ ! ଆଖିକାନ କର ଠିଆ, ଅନଲାଇନର ସୁବ୍ୟବସ୍ଥାର ମୁଁ କଥାଟେ କହିବି ନୂଆ! ବଡ ହୋଇଲାଣି ଯେଣୁ ବୟସରେ ଆମ ବଳବାବୁ ଝିଅ; ସମସ୍ତେ କହିଲେ ଝିଅକୁ ଗୋଟିଏ ସ୍ମାର୍ଟଫୋନ୍ ଦେଇଦିଅ!…

କୁଳାଙ୍ଗାର ଉବାଚ : ବିଜୁଳି ଦର ବଢିବା ଦରକାର

ଏବେ ବିଜୁଳିର ଦର ଯେମିତି ବୟସ ଭଳିଆ ବଢୁଛି ମଣିଷ ଏସି ଛାଡ ଏଲ୍ଇଡି ସୁଇଚ୍ ଅନ୍ କରିବାକୁ ଡରୁଛି ! କେଜାଣି କାହାକୁ ହାତ କରିଛି ସେ ଚଞ୍ଚଳା ବିଜୁଳି ବିଚରା ଉପଭୋକ୍ତାଙ୍କର ଦେଉଛି ପକେଟ ଉଝାଳି! ଯେତେବେଳେ ବି ବିଜୁଳିର ୟୁନିଟ୍ ପିଛା ଦର ବଢିଥାଏ ରାଜ୍ୟସାରା ପ୍ରତିବାଦ ଓ ବିକ୍ଷୋଭ…