Latest Odisha News

BREAKING NEWS

Browsing Tag

Politics

ରାଜନୀତିରୁ ଭଗବାନଙ୍କୁ ଦୂରେଇ ରଖିବା ଉଚିତ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦ ସହ ଜଡିତ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ ବୋଲି ଶୁଣାଣି ବେଳେ କୋର୍ଟ କହିଛନ୍ତି। ଲ୍ୟାବ ରିପୋର୍ଟରେ ଦର୍ଶାଯାଇଛି ଯେ ରିଜେକ୍ଟ ହୋଇଥିବା ଘିକୁ ନେଇ ଯାଞ୍ଚ କରାଯାଇଥିଲା। ଏହା…

ଏପ୍ରିଲ ୧୬ରେ ହେବନି ଲୋକସଭା ନିର୍ବାଚନ, ସିଇସିଙ୍କ ସୂଚନା

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିନ। କେବେ ବାଜିବ ନିର୍ବାଚନୀ ବିଗୁଲ୍? ୨୪ ଲୋକସଭା ନିର୍ବାଚନ କେବେ ହେବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବ ବୋଲି ସୋସିଆଲ ମିଡିଆରେ ଏ କଥା ବେଶ ଭାଇରାଲ ହେଉଥିଲା। ଯାହାକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ କମଶନ।…

ଭାଇରାଲ୍ ହେଲା ବହୁ ଚର୍ଚ୍ଚିତ ଯୋଡ଼ି ପରିଣୀତି ଓ ରାଘବଙ୍କ ବିବାହ ସମ୍ପର୍କିତ ସମ୍ପୁର୍ଣ୍ଣ ଖବର

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ଼ାଙ୍କୁ ନେଇ ଏବେ ସବୁଠୁ ଚର୍ଚ୍ଚା ଚାଲିଛି। ଦୁହିଁଙ୍କ ନିର୍ବନ୍ଧ ପରଠୁ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହ ସଂପର୍କିତ ଖବରକୁ ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକମାନେ…

ଜଘନ୍ୟ ଅପରାଧରେ ସଂପୃକ୍ତ ବିଜେପି ନେତା ଅପରାଧ ସଂପର୍କରେ ପ୍ରବଚନ ଦେବା ବିଡ଼ମ୍ବନା: ବିଜେଡି

ଭୁବନେଶ୍ୱର: ହତ୍ୟା ମାମଲାଠୁ ଆରମ୍ଭ କରି ସବୁ ପ୍ରକାର ଗୋଲକ ଧନ୍ଦାରେ ସଂପୃକ୍ତ ଓଡ଼ିଶା ବିଜେପିର ଜଣେ କୁହାଳିଆ ନେତା କିଭଳି କଳଙ୍କିତ ଚରିତ୍ରର ବ୍ୟକ୍ତି, ତାହା ସମସ୍ତଙ୍କୁ ଜଣା । ରାଜ୍ୟ ବିଜେପିର ବଡ଼ବଡ଼ ପଦପଦବିରେ ବସିଥିବା ଏଭଳି ଅଭ୍ୟାସଗତ ଅପରାଧୀମାନେ ଅପରାଧ ସଂପର୍କରେ ପ୍ରବଚନ…

‘ବାଲେଶ୍ଵର ଟ୍ରେନ ଦୁର୍ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ’

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଦେଶର ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଗୋଟିଏ ପଟେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତୃଣମୂଳ କଂଗ୍ରେସ ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଥିବା…

ବିରୋଧୀଙ୍କ ଇସ୍ତଫା ଦାବିର ଜବାବ ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ବାହାନଗା ଦୁର୍ଘଟଣା ପରେ ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ୍ କରିଛନ୍ତି । ଶହ ଶହ ଯାତ୍ରୀଙ୍କ ମୃତ୍ୟୁ ପରେ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଥିବା ବେଳେ ଜବାବ ରଖିଛନ୍ତି ରେଳ ମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସମୟ ରାଜନୀତି କରିବାର…

ବିଜେପିର ୨୦୨୪ ପ୍ଲାନ୍, ‘ବିଜେଡି ମୁକ୍ତ ଓଡ଼ିଶା’

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ‘ବିଜେଡି ମୁକ୍ତ ଓଡ଼ିଶା’ ଗଠନ ପାଇଁ ଲକ୍ଷ୍ୟ ରଖିଛି । ଆଜି ବସିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୨୦୦୦ ମସିହାରୁ…

ପିଏମ୍ ଆବାସ ଯୋଜନା ବିବାଦ ! ବିଜେପିର ଆରୋପକୁ କାଉଣ୍ଟର କରି ଦୋଷ ଲଦିଲା ବିଜେଡି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରବିବାର ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆରୋପ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି ।…

ରେଡ଼ ଲଢେଇ, ମୁହାଁମୁହିଁ ବିଜେଡି ବିଜେପି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରେଡ଼ ରାଜନୀତି। ଆଇଟି ପକ୍ଷରୁ ବିଜେଡି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ରାଜ୍ୟ ଜିଏସଟି ତଥା ପୋଲିସ ପକ୍ଷରୁ ବିଜେପି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର…

ରାହୁଲଙ୍କୁ ବିଜୁଳି ବେଗରେ ବିଦା କଲେ କିନ୍ତୁ ବିଜେପି ସାଂସଦଙ୍କ ବେଳକୁ ବିଳମ୍ବ କାହିଁକି : ଖଡଗେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ମୋଦି ସରକାର ଡବଲ୍ ଷ୍ଟାଣ୍ଡାର୍ଡ ନୀତି ଆପଣାଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଖଡ଼ଗେ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ବିଜୁଳି ବେଗରେ ଅଯୋଗ୍ୟ ସାଂସଦ ଘୋଷିତ କରିବାକୁ…