Latest Odisha News

BREAKING NEWS

Browsing Tag

Polling

କର୍ଣ୍ଣାଟକରେ ରେକର୍ଡ ମତଦାନ ,ଅଧିକ ଭୋଟ କଂଗ୍ରେସକୁ ନା ବିଜେପିକୁ?

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଅର୍ଥାତ ଆସନ୍ତା ୧୩ ତାରିଖରେ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ ଗଣତି ହେବ। ତେଣୁ ନିର୍ବାଚନର ପ୍ରକୃତ ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ସ୍ଥିତିରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଭିନ୍ନ ଭିନ୍ନ ମତ ଆସୁଛି। ପ୍ରାୟ ମତ…

୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ

ଧାମନଗର: ଭଦ୍ରକ ଧାମନଗର ନିର୍ବାଚନଣ୍ଡଳୀ ପାଇଁ ମତଦାନ ଜାରି ରହିଛି ।  ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତ ଦାନ ହୋଇଛି । ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଥିଲା, ତେବେ ପରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ଭୋଟ୍, ୪୫ ଆସନ ପାଇଁ ଚାଲିଛି ଭୋଟିଂ

କୋଲକାତା: କରୋନା ସଂକଟ ମଧ୍ୟରେ ପଶ୍ଚିମବଙ୍ଗରେ ଚାଲିଛି ମତଦାନ । ପଞ୍ଚମ ପର୍ଯ୍ୟାୟରେ ଆଜି ୪୫ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବୁଥର ୨୦୦ ମିଟର ପରିଧିରେ ଲାଗୁ ହୋଇଛି ୧୪୪ ଧାରା । ୪୫ ଆସନରେ ୩୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା…

କେନ୍ଦ୍ରାପଡାରେ ପୋଷ୍ଟାଲ୍ ବାଲାଟ୍ ନମିଳିବାରୁ ଧାରଣାରେ ବସିଲେ ପୋଲିଂ କର୍ମଚାରୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ହେବାକୁ ଥିବା ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପୋଷ୍ଟାଲ ବାଲାଟ୍ ନ ମିଳିବାରୁ କର୍ମଚାରୀମାନେ ଇଭିଏମ୍ ବିତରଣ କେନ୍ଦ୍ରରେ ଧାରଣାରେ ବସିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ଇଭିଏମ୍ ଓ…

ଭୁବନେଶ୍ୱର ଲୋକସଭା ଆସନର ଜୟଦେବରେ ସର୍ବାଧିକ ମତଦାନ

ଭୁବନେଶ୍ୱର : ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ମତଦାନ ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରେ ଜୟଦେବ ନିର୍ବାଚନମଣ୍ଡଳୀର ସର୍ବାଧିକ ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ…

ଓଡିଶାର ୬ ଲୋକସଭା ଓ ୪୨ ବିଧାନସଭା ଆସନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର : ଓଡିଶାର ୩ୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ମଙ୍ଗଳବାର ଦିନ ଭୋଟଗ୍ରହଣ ଆରମ୍ଭ ହୋଇଛି । ସମୁଦାୟ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୭,୯୯,୦୩୩ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୪,୫୬,୭୨୯…

୨ୟ ପର୍ଯ୍ୟାୟ ନିର୍ବାଚନ: ଇଭିଏମ୍ ମେସିନ ଅଚଳ ଯୋଗୁଁ ଓଡିଶାର କିଛି କେନ୍ଦ୍ରରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ୨ୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଓଡିଶାର କିଛି ବୁଥରେ ଇଭିଏମ୍ ମେସିନ୍ ଅଚଳ ହେବା ଯୋଗୁଁ ଭୋଟଦାନରେ ବିଳମ୍ବ ଘଟିଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ବଲାଙ୍ଗିର ଜିଲ୍ଲାର ଲୋଇସିଙ୍ଗାସ୍ଥିତ କୁରୁଲା ଗ୍ରାମର ବୁଥ୍ ନଂ-୨୭୮,…