Latest Odisha News

BREAKING NEWS

Browsing Tag

Postmortem report

ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ ମେଡିକାଲ୍ ଅଫିସର, ଧରିଲା ଭିଜିଲାନ୍ସ

ଯାଜପୁର: ପୋଷ୍ଟ ମର୍ଟମ ରିପୋର୍ଟ ପାଇଁ ଲାଞ୍ଚ । ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଦାନଗଦି ସିଏଚସିର ମେଡିକାଲ୍ ଅଫିସର ଓ ସିକ୍ୟୁରିଟି ଗାର୍ଡ । ଡକ୍ଟର ପବିତ୍ର କୁମାର ସେଠୀଙ୍କ ସହ ସିକ୍ୟୁରିଟି ଗାର୍ଡ ଅଭିରାମଙ୍କୁ ଭିଜିଲାନ୍ସ ହେପାଜତକୁ ନେଇ ତଦନ୍ତ କରୁଛି । ସୂଚନା ଅନୁସାରେ, ଗତ…

ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କ ଶବ ବ୍ୟବଚ୍ଛେଦ ବିଶ୍ଳେଷଣ ରିପୋର୍ଟ: ଆରିରେ ଶ୍ରଦ୍ଧାଙ୍କ ହାଡକୁ ଖଣ୍ଡ ଖଣ୍ଡ କରିଥିଲା…

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲା । ପ୍ରେମିକାକୁ ହତ୍ୟା ପରେ ତାହାର ହାଡକୁ ଆରିରେ ଟିକି ଟିକି କରି କାଟିଥିଲା ରାକ୍ଷସ ପ୍ରେମିକ । ପୋଷ୍ଟମର୍ଟମ ରିପୋର୍ଟରେ ହୋଇଛି ଏପରି ଖୁଲାସା । ଦିଲ୍ଲୀ ପୋଲିସ ଶ୍ରଦ୍ଧାଙ୍କର ୨୩ଟି ହାଡର ପୋଷ୍ଟମର୍ଟମ…

ସାମ୍ନାକୁ ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର: ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମିଲ୍ୟାକୋଭ ସର୍ଜେଇଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଜଣାପଡିଛି । ହୃଦଘାତ ଯୋଗୁଁ ଯନ୍ତ୍ରଣାରେ ତଳେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ…

ଆସିଲା ମୃତ ଧର୍ମେନ୍ଦ୍ର ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ ମୃତ୍ୟୁର କାରଣ

ଭୁବନେଶ୍ୱର: କେମିତି ହୋଇଥିଲା ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ୧୧ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ । ଏବେ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା…

ପୋଲିସ ହାତରେ ପକ୍ସୋ କୋର୍ଟ ବିଚାରପତିଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ: ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ସୁବାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ମର୍କତନଗର ପୋଲିସର ହସ୍ତଗତ ହୋଇଛି । ରଶି ଲଗାଇ ଝୁଲି ପଡ଼ିବାରୁ ସୁବାସଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ରଶି…

ଆସିଲା ଶ୍ୱେତା କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଇଞ୍ଜିନିୟର ଶ୍ୱେତା କୁମାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ୱାସରୁଦ୍ଧ ଯୋଗୁଁ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ବେକକୁ ଛାଡ଼ି ଦେଲେ ଶ୍ୱେତାଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । ଅନ୍ୟପଟେ ପୋଲିସ ଶ୍ୱେତାଙ୍କ ବୟ…

ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ହାଥରସ ପୀଡିତାଙ୍କୁ ହୋଇନି ଗଣଦୁଷ୍କର୍ମ?

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆସିଛି ୟୁ-ଟର୍ଣ୍ଣ । ସାମ୍ନାକୁ ଆସିଛି ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଏହି ବ୍ୟବଚ୍ଛେଦ ରିପୋର୍ଟରେ କିନ୍ତୁ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।…