Latest Odisha News

BREAKING NEWS

Browsing Tag

Pregnant Woman

ନିଆଁ ପୁଇଁବା ବେଳେ ଗର୍ଭବତୀଙ୍କ ଦେହରେ ଲାଗିଗଲା ନିଆଁ, ପୋଡ଼ିଗଲା ଗୋଡ଼  

ନବରଙ୍ଗପୁର : ନିଆଁ ପୁଇଁବା ସମୟରେ ଗର୍ଭବତୀଙ୍କ ଶାଢ଼ୀରେ ଲାଗିଯାଇଥିଲା ନିଆଁ  ।ଗୁରୁତର ଅବସ୍ଥାରେ ୬ ମାସର ଗର୍ଭବତୀ । ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ଗାଁର ଗ୍ରାମର ମୋନଜ ବିଷୋୟୀଙ୍କ ୬ ମାସର ଗର୍ଭବତୀ ସ୍ତ୍ରୀ ମମତା ବିଷୋୟୀ  । ଆଜି ସକାଳୁ ନିଆଁ ପୁଇଁବା ସମୟରେ…

ଗର୍ଭବତୀଙ୍କ ସହ ଗଣଦୁଷ୍କର୍ମ ପରେ ଗର୍ଭପାତ, ଭ୍ରୁଣ ଧରି ପୋଲିସ ପାଖରେ ପହଞ୍ଚିଲେ ଶାଶୂ

ବରେଲି: ହାଥରସ୍, ଉନ୍ନାଅ ପରେ ବରେଲିରେ ନାରକୀୟ କାଣ୍ଡ ଘଟିଛି । ମଣିଷ ଏମିତି ପଶୁ ପାଲଟି ଜଣେ ୩ ମାସର ଅନ୍ତଃସତ୍ତ୍ୱା ମହିଳାଙ୍କ ସହ ଏଭଳି ବର୍ବରୋଚିତ କାଣ୍ଡ କରିବ ତାହା କେହି କଳ୍ପନା ବି କରି ପାରିବେ ନାହିଁ । ଉତ୍ତରପ୍ରଦେଶ ବରେଲିରେ ଜଣେ ଗର୍ଭବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ…

ସ୍ୱାମୀ ଆଖି ଆଗରେ ପୋଖରିରେ ବୁଡ଼ିଗଲା ଗର୍ଭବତୀ ସ୍ତ୍ରୀ

ବଲାଙ୍ଗିର: ହସ୍ପିଟାଲରୁ ଚେକଅପ୍ ସାରି ଫେରୁଥିଲେ । ପେଟରେ ବଢ଼ୁଥିବା ଛୁଆକୁ ନେଇ ମନରେ ଢେର୍ ଆଶା ବି ବାନ୍ଧିଥିଲେ । ହେଲେ ହଠାତ୍ ସବୁକିଛି ଓଲଟ ପାଲଟ ହୋଇଗଲା । କାରରେ ଫେରୁଥିବା ବେଳେ କାର ଯାଇ ସିଧା ପୋଖରି ଭିତରେ ପଶିଗଲା । କୌଣସି ମତେ ସ୍ୱାମୀ ପହଁରି ପହଁରି କୂଳକୁ ପଳାଇ ଆସିଲେ ।…

[ଭିଡିଓ] ଦୋଷୀ କିଏ ? ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ମାଲକାନଗିରି: ନିକଟରେ ମାଲକାନଗିରି ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଥିରେ ଥିଲେ ଜଣେ କି ଦୁଇଜଣ ନୁହେଁ ୮ଜଣ ହେଭିୱେଟ୍ ନେତା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ବଣ୍ଟନ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ମାର୍ଟ କାର୍ଡ । ହେଲେ ଏବେ…

ଗର୍ଭବତୀ ମହିଳା ନେଇପାରିବେ ଫାଇଜର୍‌ କିମ୍ବା ମଡର୍ନା ଟିକା

ନୂଆଦିଲ୍ଲୀ: ବ୍ରିଟେନରେ ଗର୍ଭବତୀ ମହିଳାମାନେ ଫାଇଜର୍‌ କିମ୍ବା ମଡର୍ନା ଟିକା ନେବା ଉଚିତ ବୋଲି ବ୍ରିଟିଶ ବିଶେଷଜ୍ଞ ମତ ଦେଇଛନ୍ତି। (JCVI) କହିଛି ଯେ ଆମେରିକାରେ ପ୍ରାୟ ୯୦,୦୦୦ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି। ଏଥିରେ କୁହାଯାଇଛି ଯେ ଏହି ତଥ୍ୟକୁ ଆଧାର କରି ଜେସିଭିଆଇ…

ଗର୍ଭବତୀ ମହିଳାଙ୍କ ଲାଗି ଦେବଦୂତ ସାଜିଲେ ଡାକ୍ତରୀ ଦଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜଣେ ପ୍ରସୂତି ମହିଳାଙ୍କୁ ସାହାର୍ଯ୍ୟ କରି ଲୋକଲୋଚନକୁ ଆସିଛନ୍ତି ଜଣେ ଯୁବ ଡାକ୍ତର ଓ ତାଙ୍କ ଟିମ୍ । ଯାହା ଫଳରେ ତାଙ୍କ ପାଖକୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ପ୍ରାପ୍ତ ସୂଚନାନୁଯାୟୀ, ଡ. ରାଧେଶ୍ୟାମ ଜେନାଙ୍କ ନେତୃତ୍ୱରେ କାଲିମେଳା…

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ କାନ୍ଦିଗୁଡା ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ଅତ୍ୟନ୍ତ ବିପଦଜନକ ଭାବେ ପ୍ରାୟ ୪କିମି. ଷ୍ଟ୍ରେଚରରେ ବୁହାଇ ନେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭ…

କୋରାପୁଟ: ଖଟିଆରେ ବୁହା ହେଲେ ଗର୍ଭବତୀ

କୋରାପୁଟ : କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତ ଅନ୍ତର୍ଗତ ଭାଗମାରି ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ଅତ୍ୟନ୍ତ ବିପଦଜନକ ଭାବେ ପ୍ରାୟ ୫କିମି. ଖଟିଆରେ ବୁହାଇ ନେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ନିମାଇ ମଣ୍ଡିଗା ନାମକ ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭ…