Latest Odisha News

BREAKING NEWS

Browsing Tag

Prime minister

ନେପାଳର ଆଗାମୀ ପ୍ରଧାନମନ୍ତ୍ରୀ ହେବେ କେ.ପି.ଶର୍ମା ଓଲି

ନେପାଳର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ କେ.ପି.ଶର୍ମା ଓଲି ନିଯୁକ୍ତ।ନେପାଳ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଏହି ନିଯୁକ୍ତି ମିଳିଛି। ଓଲି ସୋମବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶୁକ୍ରବାର ସଂସଦରେ ଆସ୍ଥାଭୋଟରେ ଜିତି ପାରିନଥିଲେ ପୁଷ୍ପ କମଲ ଦହଲ…

ସଂସଦରେ ଖଡ଼ଗେଙ୍କ ଭାଷଣ ଶୁଣି ହସି ପକାଇଲେ ମୋଦି, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ସଂସଦରେ ଭାଷଣ ଦେଉଥିବା ବେଳେ କିଛି ଏମିତି କଥା କହିଥିଲେ, ଯାହା ଶୁଣିବା ପରେ ବିଜେପି ନେତାମାନେ ଖୁସି ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହସିବାକୁ ଲାଗିଥିଲେ। ଯାହାର ଭିଡ଼ିଓ ବିଜେପି ନେତାମାନେ ସେୟାର କରୁଛନ୍ତି ଏବଂ…

ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ଜାଣନ୍ତୁ କଣ ରହିଛି ଆଜିର ପୂରା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ସମୟରେ ଇଣ୍ଡିଆ ଗେଟର କର୍ତ୍ତବ୍ୟ ପଥରେ ପରେଡରେ ଆୟୋଜନ କରାଯାଇଛି। ପରେଡ଼ ସହିତ ବିଭିନ୍ନ ରାଜ୍ୟର ରଙ୍ଗାୟତ ପ୍ରଜ୍ଞାପନ ମେଢ ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବାର ସୂଚନା ରହିଛି। ଦେଶରେ ୭୫ତମ…

ସରିଲା ପ୍ରାଣ ପ୍ରତିଷ୍ଠା, ଆସନ୍ତା କାଲିଠାରୁ ସାଧାରଣ ଦର୍ଶନ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା। ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖନାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଆଜି ଅଯୋଧ୍ୟାରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭଗବାନ ରାମଲାଲା ନିଜର ଭବ୍ୟ…

ମାଳଦ୍ୱୀପରେ କେତେ ସଂଖ୍ୟକ ରହିଛନ୍ତି ଭାରତୀୟ ସେନା, ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ମାଳଦ୍ୱୀପରୁ ସେନା ପ୍ରତ୍ୟାହାର ପାଇଁ ଆଜି ରବିବାର ଭାରତ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ସେ ଚିଠି ମାଧ୍ୟମରେ ଭାରତକୁ କହିଛନ୍ତି କି ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସମସ୍ତ ସେନାଙ୍କ ପ୍ରତ୍ୟାହାର କରି ନିଆଯାଉ। ଏନେଇ…

୧୫ ମାର୍ଚ୍ଚ ପୂର୍ବରୁ ମାଳଦ୍ୱୀପ ଛାଡ଼ିବେ ଭାରତୀୟ ସେନା, ଚିଠି ଲେଖିଲେ ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚୀନରୁ ଗସ୍ତରୁ ଫେରିବା ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆକ୍ରାମକ ରୂପ ସାମ୍ନାକୁ ଆସିବାରେ ଲାଗିଛି। ଆସନ୍ତା ମାର୍ଚ୍ଚ ୧୫ ପୂର୍ବରୁ ଦେଶ ଛାଡ଼ିବାକୁ ଭାରତୀୟ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଭାରତ ସରକାରଙ୍କୁ ଏକ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି।…

ଅଟଳ ସେତୁ ଲୋକାର୍ପିତ, କମିବ ଯାତ୍ରା ସମୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଟଳ ବିହାରୀ ବାଜପେୟୀ ଅଟଳ ସେତୁର ଲୋକାର୍ପଣ କରିଛନ୍ତି। ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍ ୧୭୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ସେତୁ ଦେଶର ସବୁଠାରୁ ଲମ୍ବା ସମୁଦ୍ର ସେତୁ ଅଟେ। ଡିସେମ୍ବର ୨୦୧୬ରେ ପିଏମ ମୋଦୀ ଏହି…

ଭାରତ ସହ ବିବାଦ ପରେ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ମାଳଦ୍ୱୀପର ନିବେଦନ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଏବେ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୂରା ଦେଶ ଏକ ହୋଇ ଛିଡ଼ା ହୋଇଛି। ମାଳଦ୍ୱୀପକୁ ସଂଖ୍ୟାଧିକ ମାତ୍ରାରେ ବିମାନ ଟିକେଟ ବାତିଲ ହେଉଛି।…

ମହଙ୍ଗା ପଡ଼ୁଛି ମୋଦୀଙ୍କୁ ବିବଦୀୟ ଟିପ୍ପଣୀ ମାମଲା, ହଟିପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟଙ୍କ ବିରୋଧରେ ମାଲଦ୍ୱୀପ ମନ୍ତ୍ରୀ ଦେଇଥିବା ଅପମାନଜନକ ଟିପ୍ପଣୀ ବର୍ତ୍ତମାନ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ବଡ଼ ସଂକଟ ହୋଇ ଛିଡ଼ା ହୋଇଛି। ଗୋଟିଏ ପଟେ ସେଠାରେ ଥିବା ଜଣେ ପୂର୍ବତନ ମନ୍ତ୍ରୀ ଭାରତକୁ ମାଲଦ୍ୱୀପର ସବୁଠାରୁ ବଡ…

ମାଳଦ୍ୱୀପ ବନାମ ଲାକ୍ଷାଦ୍ୱୀପ: ବିବାଦ ମଧ୍ୟରେ ଏପରି ବଡ଼ ବୟାନ ଦେଲେ ବିଗ ବି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷାଦ୍ୱୀପ ଗସ୍ତ ପରେ ମାଳଦ୍ୱୀପ ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ମାଲଦ୍ୱୀପର କିଛି ମନ୍ତ୍ରୀ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ତେବେ ସେଠାକାର ସରକାର ଏହି ମାମଲାକୁ ନିୟନ୍ତ୍ରଣ…