Latest Odisha News

BREAKING NEWS

Browsing Tag

Prime minister

ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ ହେଲେ ନେପାଳ ପ୍ରଧାନମନ୍ତ୍ରୀ, କାଲି ଶପଥ ଗ୍ରହଣ

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ । ଅନ୍ୟ ଦଳଙ୍କ ସହ ସମର୍ଥନ ନେଇ ଆଲୋଚନା ପରେ ପ୍ରଚଣ୍ଡ ସରକାର ଗଠନ ନେଇ ଦାବି କରିଥିଲେ । ପ୍ରଚଣ୍ଡଙ୍କ ଦଳ ସିପିଏନ୍-ମାଓବାଦୀ ସେଣ୍ଟର ପ୍ରତିନିଧି ସଭା ନେପାଳ ସଂସଦର ତୃତୀୟ ବଡ଼ ଦଳ ଅଟେ ।…

‘ଡୋନି ପୋଲୋ’ ଏୟାରପୋର୍ଟକୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଇଟାନଗର : ଆଜି ଅରୁଣାଚଳ ପ୍ରଦେଶ ଓ ଉତ୍ତର-ପୂର୍ବାଞ୍ଚଳ ପାଇଁ ଖୁସିର ଦିନ । ଲୋକାର୍ପିତ ହେବ ଡୋନି ପୋଲୋ ଏୟାରପୋର୍ଟ । ଏହା ଅରୁଣାଚଳ ପ୍ରଦେଶର ୩ୟ ସକ୍ରିୟ ଏୟାରପୋର୍ଟ ହେବାକୁ ଯାଉଛି । ହେଲେ ଇଟାନଗରରେ ଏହା ପ୍ରଥମ ଏୟାରପୋର୍ଟ ଏବଂ ଏହାକୁ ମିଶାଇ ସମଗ୍ର ନର୍ଥଇଷ୍ଟରେ ବିମାନବନ୍ଦର ସଂଖ୍ୟା…

ତୁକାରାମ ମହାରାଜ ଶିଳା ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେର ଦେହୁ ଠାରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେହୁର ପବିତ୍ର ଭୂମିରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର ଶାସ୍ତ୍ରଗୁଡ଼ିକ ବିଷୟରେ…

ଫେବୃଆରୀ ୭ରେ ପଶ୍ଚିମବଙ୍ଗରେ ୪ଟି ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ଏକ ସାମ୍ବାଦିକ…

ଇସ୍ରାଏଲ୍ ପିଏମ୍‌ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ; ବିକ୍ଷୋଭକାରୀଙ୍କ ଜୋର୍‌ଦାର୍‌ ପ୍ରଦର୍ଶନ…

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସରକାରୀ ବାସଭବନ ବାହାରେ ହଜାର ହଜାର ଲୋକ ପ୍ରଦର୍ଶନ କରିଥିଲେ। ଶନିବାର ଦିନ ଜେରୁଜେଲମରେ ନେତାନ୍ୟାହୁଙ୍କ ବାସଭବନ ବାହାରେ ବିକ୍ଷୋଭକାରୀମାନେ ଏକାଠି ହୋଇଥିଲେ। ବାସ୍ତବରେ, ନେତାନ୍ୟାହୁଙ୍କ ଉପରେ ଲାଞ୍ଚ ନେବା, ଠକେଇ…

ଲୋ କଟ୍‌ ବ୍ଲେଜର୍‌ ପିନ୍ଧି ଟ୍ରୋଲ୍‌ ହେଲେ ଫିନ୍‌ଲାଣ୍ଡ୍‌ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଫିନ୍‌ଲ୍ୟାଣ୍ଡ୍‌ର ପ୍ରଧାନମନ୍ତ୍ରୀ ସାନା ମାରିନ୍‌ ଏକ ଫ୍ୟାଶନ୍‌ ମାଗାଜିନ୍‌ ପାଇଁ ଫଟୋଗ୍ରାଫି କରିବା ପରେ ସୋସିଆଲ ମିଡିଆରେ ତାଙ୍କ ବୃତ୍ତିଗତ ଆଚରଣକୁ ନେଇ ଏକ ବିତର୍କ ଆରମ୍ଭ ହୋଇଛି। ତାଙ୍କୁ ପ୍ରଥମେ ଏଥିପାଇଁ ସମାଲୋଚନା କରାଯାଇଥିଲା ଏବଂ ପରେ ସମର୍ଥକମାନେ ତାଙ୍କ ସପକ୍ଷରେ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ରବିବାର ରାତିରେ ଅସୁସ୍ଥତା ଯୋଗୁଁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ଚିକିତ୍ସା ନିମନ୍ତେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । Former PM Dr Manmohan Singh admitted…

କରୋନା ସଚେତନତା ସଙ୍ଗୀତ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ତଥା ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ଏବଂ ଲୋକଗୀତ ଗାୟକ ପ୍ରୀତମ ଭରତୱାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଜରିଆରେ ପ୍ରଶଂସା କରିଛନ୍ତି । ଉଭୟେ ନିଜ ଢଙ୍ଗରେ ଲୋକମାନଙ୍କୁ…

ଜାଣନ୍ତୁ, ମନ୍ତ୍ରୀମଣ୍ଡଳରୁ ବାଦ ପଡିବା ପରେ କ’ଣ କହିଲେ ଜୁଏଲ୍

ନୂଆଦିଲ୍ଲୀ : ମୋଦିଙ୍କ କ୍ୟାବିନେଟରୁ ବାଦ ପଡିବା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଶୁକ୍ରବାର ଦିନ ପ୍ରକାଶ କରିଛନ୍ତି ଯେ ଏନେଇ ମୁଁ ଆଶ୍ଚର୍ଯ୍ୟଚକିତ ନୁହେଁ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି,…