Latest Odisha News
Browsing Tag

protest

ସାତ ଦଫା ଦାବି ନେଇ ଧାରଣାରେ ବସିଲେ ଶତାଧିକ ଆଶାକର୍ମୀ

ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣାରେ ବସିଛନ୍ତି ଆଶାକର୍ମୀ  । ସାତ ଦଫା ଦାବି ନେଇ ଆଶା କର୍ମୀଙ୍କ ରଣହୁଙ୍କାର । ରାଜ୍ୟ ଆଶାକର୍ମୀ ସଂଘର ଡାକରାରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଆଶାକର୍ମୀ  । ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଆଜି ଧାରଣା ଦେଇଛନ୍ତି ସଂଘର…

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ଓ ପୋଲିସ ଧସ୍ତାଧସ୍ତି

ସମ୍ବଲପୁର : ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଚେରି ଛକରେ ଓକିଲଙ୍କ ଆନ୍ଦୋଳନ । ଏହି ଆନ୍ଦୋଳନ ବେଳେ ପୁଲିସ୍‌-ଓକିଲ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓକିଲଙ୍କ ଟେଣ୍ଟ ଉପାଡ଼ି ଫିଙ୍ଗି ଦେଇଛି ପୁଲିସ୍‌ ।…

ଚୀନରେ ବିକ୍ଷୋଭ ଶୋଭାଯାତ୍ରା; ପ୍ରଥମ ଥର ପାଇଁ ଜିନ୍ ପିଙ୍ଗଙ୍କ ବିରୋଧରେ ଗର୍ଜିଲେ ଜନତା

ବେଜିଂ: ଚୀନରେ ତେଜିଲା କମ୍ୟୁନିଷ୍ଟ ବିରୋଧୀ ସ୍ୱର । ସରକାରଙ୍କ ବିରୋରଧରେ ରାସ୍ତାକୁ ଓହ୍ଲାଇଲେ ଶହଶହ ଯୁବକଯୁବତୀ । ରାଷ୍ଟ୍ରପତି ଜିନ୍ ପିଙ୍ଗ ବିରୋଧର ନାରାବାଜିରେ କମ୍ପିଲା ସାଂଘାଇ, ବେଜିଂ ଏବଂ ଉହାନ । ଲକ ଡାଉନ ବନ୍ଦ କର, ଚୀନରେ କମ୍ୟୁନିଷ୍ଟ ପାର୍ଟିର ଅନ୍ତ କର-ଏମିିତି ଦାବି ନେଇ…

ଦୁର୍ବ୍ୟବହାରକୁ ନେଇ ଭଦ୍ରକ ପୌର ପାଳିକାରେ କାମ ଠପ୍, ଧାରଣାରେ କର୍ମଚାରୀ

ଭଦ୍ରକ: ହିତାଧିକାରୀଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ହେଲେ କାଉନସିଲରଙ୍କ କ’ଣ ଯାଉଛି ? ଏବେ ଏହି ପ୍ରଶ୍ନ ପଚାରୁଛନ୍ତି ଭଦ୍ରକ ପୌରପାଳିକାର ପୌର କର୍ମଚାରୀ । ଅନଲାଇନରେ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି । ହେଲେ କିଛି କାଉନସିଲର୍ ଓ ବାହାର ଲୋକ କେତେଜଣ…

ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ୧୨ ଘଣ୍ଟିଆ ବନ୍ଦ

ଟିଟିଲାଗଡ଼: ଟିଟିଲାଗଡ଼ରେ ଆଜି ଅଖ ଚକ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ହେଉଛି ବନ୍ଦ ପାଳନ କରାଯିବା ନେଇ ସୂଚନା ।ଏନେଇ ଟିଟିଲାଗଡ଼ ଏଡିଜେ କୋର୍ଟ ସମ୍ମୁଖରେ…

କାମ ଆରମ୍ଭରୁ NRLର ମନମାନି, ତାତିଲେ ବସ୍ତି ବାସିନ୍ଦା

ପାରାଦୀପ: ନୁମାଲିଗଡ଼ ରିଫାଇନାରୀ ଲିମିଟେଡର ମନମାନି । ଜନସ୍ୱାର୍ଥକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ କରୁଛି କମ୍ପାନୀ । ପୋତି ହୋଇ ଗଲାଣି ଷଣ୍ଢକୁଦ ବସ୍ତିର ନାଳ । କମି କମି ଆସୁଛି ଭୂତଳ ଜଳସ୍ତର । ଏନ୍ଆରଏଲ୍ କମ୍ପାନୀ ନିର୍ମାଣ ଆରମ୍ଭ ବେଳେ ପାରାଦୀପ ଷଣ୍ଢକୁଦ ବସ୍ତି ବାସିନ୍ଦାଙ୍କୁ…

ନ୍ୟାୟ ପାଇଁ ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

କାମାକ୍ଷାନଗର: ବିବାହର ପ୍ରତିଶୃୁତି ଦେଇ ଅଧା ବାଟରେ ପ୍ରେମିକାକୁ ଛାଡ଼ି ଛୁ ମାରିଲା ପ୍ରେମିକ । ଶଙ୍ଖା ସିନ୍ଦୂର ଧରି ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଲା ପ୍ରେମିକା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଙ୍କଡାହାଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । ଦୀର୍ଘ ୧୪ ବର୍ଷ ଧରି…

ଶିଳ୍ପସଂସ୍ଥାରେ ଚାକିରି ଦାବି କରି ମନ୍ତ୍ରୀଙ୍କ ବାସଭବନ ଘେରିଲା ୟୁଥ୍ ଫର ଆକ୍ସନ୍

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରେ ନିଯୁକ୍ତି ଦାବି କରି ଆଜି ୟୁଥ୍ ଫର୍ ଆକ୍ସନ ପକ୍ଷରୁ ପ୍ରତିବାଦ କରାଯାଇଛି । ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ ୟୁଥ୍ ଫର ଆକ୍ସନ୍ ସଦସ୍ୟଙ୍କ ସହ ପୋଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।…

ଶିକ୍ଷକ ନିଯୁକ୍ତି ଓ ବିଜ୍ଞାନ ଶିକ୍ଷକଙ୍କ ବଦଳି ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କାମାକ୍ଷାନଗର : ମହାବିରୋଡ଼ ଜନପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଶିକ୍ଷକ ନିଯୁକ୍ତି ଏବଂ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀ ପାଇଁ…