ଜୀବିତ ଭାବି ଶ୍ମଶାନରୁ ପୁଅର ଶବକୁ ବୋହିନେଲେ ଡାକ୍ତରଖାନା
ପୁରୀ : କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ୱର୍ଗଦ୍ୱାର । ୧୫ବର୍ଷର ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ଜନ୍ମକଲା ମା,ବାପା । ସ୍ଵର୍ଗଦ୍ୱାରରେ ଜୁଇରେ ପିଲାଟିକୁ ଦାହ କରିବାକୁ ଚାଲିଥିଲା ପ୍ରସ୍ତୁତି । ହଠାତ କେହିଜଣେ ପିଲାଟି ବଞ୍ଚିଥିବାର ଅନୁଭବ କଲେ ।ସମସ୍ତେ ଯେମିତି ଚଳଚଞ୍ଚଳ ହେଇଗଲେ ।…