ଯୁଗେ ଯୁଗେ ମହାପ୍ରଭୁ ଓ ଶ୍ରୀମନ୍ଦିର…
(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)
ବିଶାଳ ଜଗତର ସୃଷ୍ଟିକର୍ତ୍ତା ପରମେଶ୍ୱର ଶ୍ରୀଜଗନ୍ନାଥ ଦାରୁବିଗ୍ରହ ଧାରଣ କରି ଜୀବଗଣଙ୍କର ପରମକଲ୍ୟାଣ ସାଧନ ନିମନ୍ତେ ପୁରୁଷୋତ୍ତମ କ୍ଷେତ୍ରରେ ନିତ୍ୟ ବିଦ୍ୟମାନ । ସେ ହିଁ…