Latest Odisha News

BREAKING NEWS

Browsing Tag

PV Sindhu

ସଚିନଙ୍କୁ ମିଳିଲା ସିନ୍ଧୁଙ୍କ ବିବାହ ନିମନ୍ତ୍ରଣ ପତ୍ର, ଦେଖନ୍ତୁ କାର୍ଡର ଫାଷ୍ଟ ଲୁକ୍

ନୂଆଦିଲ୍ଲୀ:ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସିନ୍ଧୁ ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ହାଇଦ୍ରାବାଦର ଆଇଟି ପ୍ରଫେସନାଲ୍ ଭେଙ୍କଟ ଦତ୍ତା ସାଇଙ୍କ ସହ ବିବାହ କରିବେ । ତେବେ ସିନ୍ଧୁ ନିଜ ବାହାଘରକୁ ନିମନ୍ତ୍ରଣ କରିବାକୁ…

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। କାରଣ ପିଭି ସିନ୍ଧୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ସେମାନଙ୍କର ବିବାହ ହେବ। ସିନ୍ଧୁଙ୍କ ଭାବି ସ୍ୱାମୀ…

ସେମିରେ ହାରିଲେ ସିନ୍ଧୁ, ବ୍ରୋଞ୍ଜ ପାଇଁ ଖେଳିବେ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ହାରିଲେ ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ । ଆଜି ଖେଳା ଯାଇଥିବା ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି । ତାଇ ଜୁ ୟିଙ୍ଗ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତି…

ଟୋକିଓ ଅଲିମ୍ପିକ୍ସ: ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ଜିତିଲେ ପି. ଭି. ସିନ୍ଧୁ

ଟୋକିଓ: ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ପି. ଭି. ସିନ୍ଧୁଙ୍କ ବିଜୟ ଅଭିଯାନ ଜାରି ରହିଛି । ମହିଳା ସିଙ୍ଗଲ୍ସର ଦ୍ୱିତୀୟ ଗ୍ରୁପ୍ ମ୍ୟାଚରେ ବିଜୟୀ ହୋଇଛନ୍ତି । ହଂକଂ ପ୍ରତିଯୋଗୀ ଚେଉଙ୍ଗ ନ୍ୟାଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତା କରିଛନ୍ତି । ଏହି ବିଜୟ ସହ ସେ ରାଉଣ୍ଡ ୧୬କୁ ଉନ୍ନୀତ…

ଟୋକିଓ ଅଲିମ୍ପିକ୍ସ: ପ୍ରଥମ ମ୍ୟାଚ୍ ଜିତିଲେ ପି. ଭି. ସିନ୍ଧୁ

ଟୋକିଓ: ଅଲିମ୍ପିକ୍ସରେ ଗ୍ରୁପ୍ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ସଟଲର ପି. ଭି. ସିନ୍ଧୁ । ଗ୍ରୁପ-ଜିର ପ୍ରଥମ ମୁକାବିଲାକୁ ସେ ଜିତି ନେଇଛନ୍ତି । ଇସ୍ରାଏଲର ସୋନିଆ ପୋଲିକାରପୋଓ୍ୱାଙ୍କୁ ୨୧-୭, ୨୧-୧୦ ସେଟରେ ହରାଇଛନ୍ତି । ମାତ୍ର ୨୯ ମିନିଟ ଲଢ଼େଇ ବାଜି ମାରିଛନ୍ତି…

ଟୋକିଓ ଅଲିମ୍ପିକ୍ସ: ବ୍ୟାଡମିଂଟନରେ ସିନ୍ଧୁଙ୍କ ଉପରେ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଏଥର ଟୋକିଓ ଅଲିମ୍ପିକ୍ସ ଯାଇପାରିବେ ନାହିଁ । ସେମାନେ ଶେଷ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରି ନ ଥିଲେ । ଏଥର ୪ଜଣ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ…