Latest Odisha News
Browsing Tag

Quarantine

କ୍ୱାରେଣ୍ଟାଇନ୍ ଶିଶୁଙ୍କ ମନମୋହକ ଆଲିଙ୍ଗନ ଦୃଶ୍ୟ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କରୋନା ମହାମାରୀ ଅନେକ ଲୋକଙ୍କୁ ଆଣିଦେଇଥିଲା ଅକସ୍ମାତ ଦୁଃଖ । ହେଲେ ସେହି ଦୁଃଖରେ ବି ଦୁନିଆ ଖୁସୀରେ ରହିବା ଶିଖିଗଲାଣି । ସୋସିଆଲ ମିଡିଆରେ ଦୁଇଟି ଶିଶୁଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ତେବେ ଭାଇରାଲ୍ ହେବାଠୁ ଅଧିକ ଏହି ଭିଡିଓର ମର୍ମ ଅନେକଙ୍କୁ ମାନସିକ…

ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସୁଥିଲେ ୧୪ ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଏଭଳି ସ୍ଥଳେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଦିଲ୍ଲୀକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଇନଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାଇରସର ଏକ ଭାରିଏଣ୍ଟ ଚିହ୍ନଟ…

ପଶ୍ଚିମବଙ୍ଗ ଫେରନ୍ତାଙ୍କ କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଚିହ୍ନଟ କରୋନାର ତ୍ରିପଲ୍ ମ୍ୟୁଟାଣ୍ଟ ରାଜ୍ୟର ଚିନ୍ତା ବଢ଼ାଇଛି । ଡବଲ୍ ମ୍ୟୁଟାଣ୍ଟ ଠାରୁ ତ୍ରିପଲ୍ ମ୍ୟୁଟାଣ୍ଟ ବେଶ୍ ବିପଜ୍ଜନକ ବୋଲି କୁହାଯାଇଛି । ଏହାକୁ ନେଇ ଗତ ୨୨ ତାରିଖରେ ପଶ୍ଚିମବଙ୍ଗରୁ ଫେରୁଥିବା ସମସ୍ତଙ୍କୁ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରଖିବାକୁ…

ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱରର ସମସ୍ତ ସୀମା ସିଲ୍, ଯାଞ୍ଚ କଡ଼ାକଡ଼ି

ବାଲେଶ୍ୱର: ପଶ୍ଚିମବଙ୍ଗରେ କରୋନାର ତ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ପରେ ଓଡ଼ିଶା ସରକାର ଜାରି କରିଛନ୍ତି କଡ଼ା କଟାକଣା । ପଶ୍ଚିମବଙ୍ଗର ଆସୁଥିବା ସମସ୍ତଙ୍କ ଲାଗି ୧୪ ଦିନିଆ କ୍ୱାରେଣ୍ଟାଇନକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗ…

ଭାଙ୍ଗିଲେ କ୍ୱାରେଣ୍ଟାଇନ୍ ନିୟମ, ଗଣିଲେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଜରିମାନା

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବା ଜଣେ ବ୍ୟକ୍ତିଙ୍କୁ ଅତିରିକ୍ତ ମହଙ୍ଗା ପଡିଛି । ଘଟଣା ୧୦୦କି ୨୦୦ ଟଙ୍କାରେ ତୁଟିନଥିଲା । ବରଂ ଜରିମାନା ଭାବେ ସେହି ବ୍ୟକ୍ତିଙ୍କୁ ୨ଲକ୍ଷ ୫୮ହଜାର ୩୨୯ ଟଙ୍କା ଦେବାକୁ ନୋଟିସ୍ ଜାରି ହୋଇଛି । ଏହି ଘଟଣାଟି ଘଟିଛି ତାଇୱାନର କାଓସିଙ୍ଗ୍ ସହରରେ ।…

କ୍ୱାରେଣ୍ଟାଇନରେ ରହିବେ ୩ ଚିତାବାଘ !

କର୍ଣ୍ଣାଟକ: କରୋନା ପାଇଁ ମଣିଷ କ୍ୱାରେଣ୍ଟାଇନରେ ରହିବା କଥା ଆପଣ ଶୁଣିଥିବେ । ହେଲେ ପଶୁପକ୍ଷୀ କ୍ୱାରେଣ୍ଟାଇନରେ ରହିବା କଥା ଅଜବ ଲାଗୁଥିବ ନିଶ୍ଚୟ । ଆଉ ତା ପୁଣି ଚିତାବାଘ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ଭାରତରେ କିଛି ଏପରି ଘଟଣା ଲୋକଲୋଚନକୁ ଆସିଛି । ମଙ୍ଗଳବାର ମହୀଶୁର…

‘କ୍ୱାରେଂଟାଇନ୍ ଅବଧିକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ’

ମାଲକାନଗିରି: ଏଣିକି ସଙ୍ଗରୋଧ ବା କ୍ୱାରେଣ୍ଟାଇନ ଅବଧୀକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ । ଏନେଇ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲାପାଳ କହିଛନ୍ତି, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିଲେ କର୍ମଚାରୀମାନେ…

ଦିଲ୍ଲୀର କରୋନା ସଂକ୍ରମିତଙ୍କ ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଚାଲିଛି ଅହରହ ଉଦ୍ୟମ । ହେଲେ ଏତିକିବେଳେ କ୍ୱାରେନ୍‌ଣ୍ଟାଇନ୍ ଅବ୍ୟବସ୍ଥା ନେଇ ଏକ ଭିଡିଓ ଜରିଆରେ ଅଭିଯୋଗ ଆଣିଛନ୍ତି ଜଣେ କରୋନା ସଂକ୍ରମିତ ପୋଲିସ କର୍ମଚାରୀ । #WATCH A Delhi Police constable, who had tested positive for…

୨୬୧ ରେଳ କୋଚ୍‌କୁ ସଂଗରୋଧ ପାଇଁ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର: କୋଭିଡ଼୍‌-୧୯ ସଂକ୍ରମଣ ବୃଦ୍ଧି ସହିତ ସାରା ଦେଶରେ ଅଧିକ ସଂଖ୍ୟକ ସଂଗରୋଧ ବ୍ୟବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୨୬୧ଟି ଯାତ୍ରୀବାହୀ ରେଳ କୋଚ୍‌କୁ ସଂଗରୋଧ ବା କ୍ୱାରେନ୍‌ଟାଇନ୍ ସୁବିଧା ପ୍ରଦାନ ପାଇଁ ରୂପାନ୍ତର କରାଯାଉଛି । ଏହି କୋଚ୍ ଗୁଡ଼ିକରେ…

ଜାଣିଛନ୍ତି କି କ୍ୱାରେନଟାଇନ୍‌ ବା ସଙ୍ଗରୋଧର ଇତିହାସ !

ଭୁବନେଶ୍ୱର: ଏବେ କରୋନା ସଂକ୍ରମଣ ଅଧିକ ନବ୍ୟାପିବା ପାଇଁ କ୍ୱାରେନଟାଇନ ଏବଂ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ସଂକ୍ରମିତ ଇଲାକାରୁ ଆସିଥିବା ବ୍ୟକ୍ତିଙ୍କୁ ୧୪ଦିନ ପର୍ଯ୍ୟନ୍ତ କାହା ସହ ନ'ମିଶିବାକୁ କୁହା ଯାଉଛି । ଏହି କ୍ୱାରେନଟାଇନର ଇତିହାସ କଣ । ଏହି ଶବ୍ଦର ଅର୍ଥ କଣ ।…