Latest Odisha News

BREAKING NEWS

Browsing Tag

Ragging

ଆଶ୍ରମ ବିଦ୍ୟାଳୟରେ କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ବରିଷ୍ଠ, ଭିଡିଓ ଭାଇରାଲ୍

ବାଲିଗୁଡ଼ା: ଏବେ କଲେଜ ନୁହେଁ ବିଦ୍ୟାଳୟକୁ ବ୍ୟାପିଲାଣିଂ ରାଗିଂ ରୋଗ । ଟିକଟକ୍ ସର୍ଟ୍ସ ଭଳି ଦେଖା ଯାଉଥିବା ରାଗିଂ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି । କନ୍ଧମାଳ ଜିଲ୍ଲାର ସରକାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ଦଶମ ଶ୍ରେଣୀ ଛାତ୍ର । ଖାଲି…

ବିଜେବି କଲେଜରେ +୨ ଛାତ୍ରଙ୍କୁ ଆକ୍ରମଣ; ମିମ୍ ପେଜ୍ ପାଇଁ ସହପାଠୀଙ୍କୁ ମାରିଲେ ତିନି ଛାତ୍ର

ଭୁବନେଶ୍ୱର: ରାଜ୍ୟର ନାଁ କରା ବିଜେବି କଲେଜ ଏବେ ଗଣ୍ଡଗୋଳର କ୍ୟାମ୍ପସ ବନିଗଲାଣି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପର ଠାରୁ ନିଇତି କିଛି ନା କିଛି ଘଟଣା ରିପୋର୍ଟ ହେଉଛି । ଗୁରୁବାର ବିଜେବି କଲେଜରେ ପୁଣି ଏକ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମ୍ ମିମ୍ ପେଜକୁ ନେଇ…

କ୍ୟାମ୍ପସରେ ରାଗିଂ: କଲେଜ ମାନଙ୍କୁ ଏତଲା ଦେବାକୁ କହିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଗିଂ ରୋକିବା ପାଇଁ ବୁଧବାର ଉଚ୍ଚଶିକ୍ଷା ବିଭାଗ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ଡିଗ୍ରୀ କଲେଜ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଅଣ-ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକର ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ପ୍ରତିରୋଧକ ପଦକ୍ଷେପ ନେବାକୁ…

ପୁଣି ବିଜେବି କଲେଜରେ ରାଗିଂ ! ବଡ଼ଗଡ଼ ଥାନାରେ ଛାତ୍ରଙ୍କ ଏତଲା

ଭୁବନେଶ୍ୱର: ବିଜେବି କଲେଜ ପିଛା ଛାଡ଼ୁନି ରାଗିଂ ଅଭିଯୋଗ । ଗତ ୨ ତାରିଖରେ ରାଗିଂକୁ ସାମ୍ନା ନକରି ପାରି ହଷ୍ଟେଲ ରୁମରେ ଜୀବନ ହାରିଥିଲେ ରୁଚିକା ମହାନ୍ତି । ରୁଚିକାଙ୍କ ଆତ୍ମହତ୍ୟାକୁ ୬ ଦିନ ବିତିଥିବା ବେଳେ ଧରାପଡ଼ି ନାହାନ୍ତି ୩ ସିନିୟର । ଅନ୍ୟପଟେ ବିଜେବି କଲେଜର ଜଣେ ଯୁକ୍ତ ୨…

ଛାତ୍ରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ: ବିଜେପି

ଭୁବନେଶ୍ୱର  :  ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତି ର‌ାଗିଂ ସହ୍ୟ କରିନପାରି ଗତ ଶନିବାର ଦିନ ଆତ୍ମହତ୍ୟା କରିବା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ପୀଡାଜନକ ଘଟଣା ବୋଲି କହିଛି ବିଜେପି ଯୁବମୋର୍ଚା । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ଏବଂ ଗତ ୩ଦିନ ଧରି…

 ରାଗିଂ ପାଇଁ ପୁଣି ଜଣେ ମେଧାବୀ ଛାତ୍ରୀଙ୍କ ଜୀବନ ଗଲା!

ଭୁବନେଶ୍ବର: ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ମିଳିଛି ସୁସାଇଡ ନୋଟ୍ । ସିଧା ସିଧା ସେଥିରେ ଲେଖା ଅଛି ସିନିୟର ଛାତ୍ରୀଙ୍କ ରାଗିଂ ପାଇଁ ସେ ଜୀବନ ହାରୁଛନ୍ତି । ସେଥିରେ ଯଦିଓ ସେ କାହାର ନାମ ଲେଖିନାହାଁନ୍ତି କିନ୍ତୁ କଲେଜରେ ଯେ ରାଗିଂ ହେଉଛି ଏବଂ ତାହା…

ଓୟୁଏଟି କ୍ୟାମ୍ପସରେ ୨ ଜଣ ଛାତ୍ରଙ୍କୁ ର‌୍ୟାଗିଂ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଓୟୁଏଟି କଲେଜ ପରିସରରେ ଆଜି ଦୁଇ ଜଣ +୩ ପ୍ରଥମ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ମାନେ ର‌୍ୟାଗିଂ ସହ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଦ୍ଵୟ ଶିରିପୁର ଥାନାରେ ମାମଲା ରୁଜୁ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଦୁଇ…