Latest Odisha News

BREAKING NEWS

Browsing Tag

Railway Track

ରେଳ ଧାରଣାରୁ ଦମ୍ପତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଧଉଳିପସି ନିକଟ ରେଳ ଧାରଣାରୁ ସ୍ୱାମୀ, ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ସନ୍ଦେହ କରାଯାଉଛି ଦମ୍ପତି କୌଣସି କାରଣରୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରି ଥାଇ ପାରନ୍ତି । ବୁଧବାର ସନ୍ଧ୍ୟାରେ ଧଉଳିପସି ଓ ଟମକା ରେଲୱେ ଷ୍ଟେସନ୍ ମଧ୍ୟରେ ଏହି ଘଟଣା…

ରେଳ ଧାରଣାରୁ ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ୱର: ବାହାନଗା ରେଲୱେ ଫାଟକ ନିକଟରୁ ଜଣେ ଅଜଣା ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ବୁଧବାର ସକାଳ ପ୍ରାୟ ୫.୩୦ ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା ରେଲୱେ ଷ୍ଟେସନ ଅଧିନସ୍ଥ ଇଚ୍ଛାପୁର ରେଲୱେ ଫାଟକ ନିକଟରେ ଜଣେ ଅଜଣା ବିକଳାଙ୍ଗ…

ବଢ଼ିଛି ରେଳ ବଜେଟ୍, ତଥାପି କାହିଁକି ଲୌହଦାନବ ନେଉଛି ଜୀବନ ?

ଭୁବନେଶ୍ୱର: ଆମେରିକା, ଋଷିଆ ଓ ଚୀନ ପରେ ବିଶ୍ୱର ସବୁଠୁ ବଡ଼ ରେଳ ନେଟୱର୍କ ଭାରତରେ ରହିଛି । ୧ ଲକ୍ଷ ୨୬ ହଜାର ୩୬୬ କିଲୋମିଟର ଯାଏ ଭାରତରେ ରେଳ ଟ୍ରାକ୍ ଲମ୍ବିଥିବା ବେଳେ ରହିଛି ୭ ହଜାର ୭୩୫ଟି ରେଲୱେ ଷ୍ଟେସନ୍ । ଭାରତରେ ଦୈନିକ ୧୩ ହଜାର ୫୨୩ ଯାତ୍ରୀବାହୀ ଟ୍ରେନ୍ ସହ ୯ ହଜାର ୧୪୬ଟି…

ରେଳ ଧାରଣାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ରେଳ ଧାରଣାରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ। ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତ ଦେହ । ମୃତ ଯୁବତୀଙ୍କ ଜଣକ ହେଲେ ବଲାଙ୍ଗିର ତାଲପାଳି ପଡ଼ାର ସାରିକା ସାଏ। ସେ ଏକ ବୀମା କମ୍ପାନୀରେ ଚାକିରି କରୁଥିଲେ ।…

ପୂର୍ବତନ ସହକର୍ମୀଙ୍କୁ ଦାୟୀ କରି ଟ୍ରେନ୍ ଟ୍ରାକରେ ଜୀବନ ହାରିଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

ସମ୍ବଲପୁର: ମଙ୍ଗଳବାର ରେଳ ଧାରଣାରୁ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ ମିଳିଛି । ମୃତକ କ୍ଷିରୋଦ କୁମାର ନାଥ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ । ସମ୍ବଲପୁର ଜିଲ୍ଲା ସିନ୍ଦୂରପଙ୍କ ନିକଟରୁ କ୍ଷିରୋଦଙ୍କ ମୃତଦେହ ମିଳିଛି । ଟାମ୍ପେରକେଲା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ…

ଅରୁଣାଚଳ ସୀମା ଛୁଇଁବ ଚୀନ୍‌ ରେଳପଥ

ନୂଆଦିଲ୍ଲୀ: ଚାଇନାର ସାମରିକ ଏବଂ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସିଚୁଆନ୍-ତିବ୍ଦତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏହି ରେଳ ଲାଇନ ଦକ୍ଷିଣ-ପଶ୍ଚିମ ସିଚୁଆନ୍ ପ୍ରଦେଶର ୟାନ୍ ଠାରୁ ଆରମ୍ଭ ହୋଇ ତିବ୍ଦତର ଲିଞ୍ଜିକୁ ଯିବ। ଏହି ରେଳ ଲାଇନ ନିର୍ମାଣ ସହିତ…

ରେଳ ଟ୍ରାକରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ରେଳ ଷ୍ଟେସନ ଟ୍ରାକରୁ ଗୁରୁବାର ଦିନ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯଶଇଛି । ଜିଆରପି ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ୟବଚ୍ଛେଦ ପାଇଁ…

ରେଳଧାରଣା ଉପରକୁ ମାଡିଗଲା ଟ୍ୟାଙ୍କର, ଟ୍ରେନସେବା ବାଧାପ୍ରାପ୍ତ

ମୁନିଗଡା: ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଫାଟକ ନିକଟରେ ଶୁକ୍ରବାର ଦିନ ଏକ ଟ୍ୟାଙ୍କର ରେଳ ଧାରଣା ଉପରେ ଚଢ଼ି ଯାଇଛି । ଯାହାଫଳରେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍ ଟ୍ରେନ ଯାତାୟାତରେ ବିଳମ୍ବ ହୋଇଛି । ସୂଚନାନୁଯାୟୀ ଉକ୍ତ ଟ୍ୟାଙ୍କରଟି ବିଶାଖାପାଟଣାରୁ ଆଲୁମିନିୟମ୍ ପାଉଡର ବୋଝେଇ କରି…

ଲଗାଣ ବର୍ଷାଯୋଗୁଁ ରେଳ ଟ୍ରାକ୍ ମରାମତି କାର୍ଯ୍ୟରେ ବିଳମ୍ବ

ରାୟଗଡା: ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଡାଇକାଲୁ-ଅମ୍ବଦଳାରେ ଥିବା ରେଲୱେ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ରେଳ ଟ୍ରାକ୍ ଧୋଇ ହୋଇଯାଇଛି । ଯାହାଫଳରେ ରାୟଗଡା-ଟିଟଲାଗଡରେ ରେଳସେବା ବାଧାପ୍ରାପ୍ତ ହୋଇଛି । ଏହି ବନ୍ୟା ଜଳ ପ୍ରବାହିତ…