Latest Odisha News

BREAKING NEWS

Browsing Tag

Rain Alert to Odisha

ବାତ୍ୟା ଆଣୁଛି ବର୍ଷା ପବନ: କାଲିଠୁ ତିନି ଦିନ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେଉଛି ବାତ୍ୟା ଅସାନି । ଓଡ଼ିଶା ଉପକୂଳ ମୁହାଁ ହେଲେ ବି ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ବାତ୍ୟା ସାଙ୍ଗରେ ବର୍ଷା ପବନ ନେଇ ଆସୁଛି । ଅସାନ ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ପବନ ହେବ । କାଲିଠୁ ଆରମ୍ଭ ହେବ ବର୍ଷା । କାଲି…

କାଲିଠୁ ଓଡ଼ିଶାକୁ ଦୁଇ ଦିନ ଭିଜାଇବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ କମିଛି ଶୀତର ପ୍ରକୋପ । ରାତିର ତାପମାତ୍ରା ବଢ଼ିଛି । ଆଜି ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କାଲିଠୁ ରାଜ୍ୟକୁ ଭିଜାଇବ…

ପ୍ରବଳ ବର୍ଷା ନେଇ ଆସୁଛି ବାତ୍ୟା

ଭୁବନେଶ୍ୱର: ଜଓ୍ୱାଦ ସାଙ୍ଗରେ ନେଇ ଆସୁଛି ପ୍ରବଳ ବର୍ଷା ପବନ । ଯେତିକି ସ୍ଥଳଭାଗ ନିକଟତର ହେବ ସେତିକି ପ୍ରଭାବ ଦେଖାଇବ ବାତ୍ୟା । ବାରମ୍ବାର ଦିଗ ବଦଳାଉଛି । ନିର୍ଦ୍ଦିଷ୍ଟ ଭାବରେ ଏହାର ହିଟ୍ ସ୍ଥାନ କହିବା ମୁସ୍କିଲ ହୋଇଛି । ଯେଉଁଆଡ଼େ ଗଲେ ବି ଓଡ଼ିଶା ଉପକୂଳରେ ନିଶ୍ଚିତ ପ୍ରକୋପ…

ଆଜି ବି ରାଜ୍ୟରେ କୋହଲା ପାଗ

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ଜାରି ରହିଛି । କିଛି ସ୍ଥାନରେ ବର୍ଷା ବି ହେଉଛି । ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିଣାମ…

ବଙ୍ଗୋପସାଗରରେ ଅବପାତ: ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସକ୍ରିୟ ରହିଛି । ଏହା ଆଜି ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତାମିଲାନଡୁର ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ…

ବଙ୍ଗୋପସାଗରରେ ଲଘୁଚାପ, ରାଜ୍ୟରେ ୧୬ରୁ ଦୁଇ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ହେବ ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୬ ଓ ୧୭ ତାରିଖ ଦୁଇ ଦିନ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ…

କାଲି ସନ୍ଧ୍ୟାରେ ବଙ୍ଗୋପସାଗରରେ ଲଘୁଚାପ ହେବ, ୨୫ରୁ ଓଡ଼ିଶାରେ ବର୍ଷିବ

ଭୁବନେଶ୍ୱର: ଗତକାଲିର ଘୁର୍ଣ୍ଣିଳୟ ମିଆଁମାର ଉପକୂଳ ଓ ସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ । ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହି ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ…

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ, ଆଜିଠୁ ୪ ଦିନ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ହେବ । ଆଗାମୀ ୪ଦିନ ଯାଏ ବିଭିନ୍ନ ଅଞ୍ଚଳରେ…

ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ: ଆଜି ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆଜି ସାରା ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…

ଆଜି ଲଘୁଚାପ, କାଲି ଡିପ୍ରେସନ୍, ୧୧ରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଦାନା ବାନ୍ଧିବ ଲଘୁଚାପ ବଳୟ । ଏହା ଧୀରେ ଧୀରେ ଘନୀଭୂତ ହେବ । ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ଭିତରେ ନେବ ଡିପ୍ରେସନର ରୂପ । ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ଡିପ୍ରେସନର ଧୀରେ ଧୀରେ…