Latest Odisha News

BREAKING NEWS

Browsing Tag

RAJA

ମାଟି ପୂଜନର ଗଣପର୍ବ ରଜ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରକୃତି ଓ ପରମ୍ପରାର ଏକ ମଧୁର ସମନ୍ୱୟ ଲୁଚି ରହିଛି । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ମାଟି ଓ ମୌସୁମୀର ମିଳନ ଏକ ଅପୂର୍ବ ପୁଲକ ଭରି ଦିଏ କୃଷକ ମନରେ । ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ…

ଧାରଣର ଅନ୍ୟ ଏକ ଭାବ ରଜ

ବନ୍ଦିତା ଦାଶ ଓଡ଼ିଆ ପରମ୍ପରାର ପର୍ବ ରଜ ବର୍ଷକେ ଥରେ ଆସେ । ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ରାଜ୍ୟ ଆମର। ଅନେକ ପରମ୍ପରା ଆଜିବି ଉଜ୍ଜୀବିତ। ଭାରି ସୌଖୀନ ଓ କଳାତ୍ମକ ଜାତି। ବୀରତା, ସାହସିକତା ରକ୍ତରେ ରକ୍ତରେ, ଶିରା ପ୍ରଶିରାରେ। ବାରମାସରେ ତେଏର ପର୍ବ ପାଳିତ ହୁଏ ଆମର ଖୁବ୍…

ରଜରେ ବଡ଼ ପରଦାକୁ ଆସିବ ଅନୁଭବଙ୍କ ଅଭିନୀତ ରାବଣ

ଭୁବନେଶ୍ୱର: ରଜରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ରାବଣ । ଫିଲ୍ମ ରାବଣର ପ୍ରଥମ ପୋଷ୍ଟର ସହ ଟିଜର ରିଲିଜ୍ ହୋଇଛି । ଯେଉଁଥିରେ ଅନୁଭବ ମହାନ୍ତିଙ୍କୁ ଭିନ୍ନ ଏକ ଭୂମିକାରେ ଦେଖିବାକୁ ମିଳିବ । ଓଡ଼ିଆ ସହ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା ରାବଣ ଫିଲ୍ମର ଏହା ହେଉଛି ପ୍ରଥମ ଭାଗ । ଯାହାକି…

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

ଆମଷ୍ଟରଡମ୍‍ : ଓଡ଼ିଆ ସୋସିଓ କଲ୍‍ଚରାଲ୍‍ ଆସୋସିଏସନ୍‍, ନେଦରଲ୍ୟାଣ୍ଡସ (ଓସକାନ) ପକ୍ଷରୁ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍‍ଟ ନଗରର ସ୍ପିରିଟ୍‍ ଅଫ୍‍ ଇଣ୍ଡିଆ ସଭାଗୃହରେ ଆୟୋଜିତ ରଜ ମିଳନ-୨୦୨୨ ମହୋତ୍ସବରେ ଶତାଧୀକ ଓଡ଼ିଆ ପରିବାର…

[ଦେଖନ୍ତୁ ଭିଡିଓ] ଜରାଶ୍ରମ ଅନ୍ତେବାସୀଙ୍କ ସହ ରଜ ପାଳିଲା ସପୋର୍ଟିଂ ଆଣ୍ଡ ହେଲ୍ପିଂ ଗ୍ରୁପ୍

ପାରାଦୀପ: ହାତରେ ମେହେନ୍ଦୀ, ମଥାରେ କୁକୁମ । ଜରାଶ୍ରମରେ ରଜ । ଏମାନଙ୍କ ପାଖରେ ନିଜର ପରିବାର ନାହିଁ ସତ କିନ୍ତୁ ୟେ ଜରାଶ୍ରମ ଏମାନଙ୍କ ଲାଗି ପରିବାର ଠୁ ବଡ଼ । ରଜକୁ ନେଇ ପୂରପଲ୍ଲୀ କମ୍ପୁଥିବା ବେଳେ ଜରାଶ୍ରମରେ ଫିକା ପଡ଼ିନି ମାହୋଲ୍ । ପରିବାର ଠାରୁ ଅଲଗା ଥିଲେ ବି ସେମାନେ ରଜ…

ଆଜି ପହିଲି ରଜ : ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି, ଘରେ ଘରେ ପିଠାପଣାରେ ଆସର

ଭୁବନେଶ୍ବର: କରୋନା କାୟା ଥମିବାପରେ ଦୁଇ ବର୍ଷ ପରେ ପୁଣି ଶୁଭିଛି ରଜ ଦୋଳି ଗୀତ। ପୁଣି ସମସ୍ତେ ବେଶ ଧୁମଧାମରେ ପାଳୁଛନ୍ତି ରଜ। ଏଥର ରଜ ସଜବାଜ ଖୁବ ଜମୁଛି ଓଡିଶାର ଗଣପର୍ବ ରଜ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା…

ଆମ ଐତିହ୍ୟର ପର୍ବ ‘ରଜ’

ରଜ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ ଆଦ୍ୟ ଆଷାଢ଼ର ସଂକ୍ରାନ୍ତିରେ ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରୀ ଜୀବନଚର୍ଯ୍ୟାରେ ପାଳିତ ହୁଏ ରଜପର୍ବ। ପଲ୍ଲୀ ଜୀବନରେ ରଜ ଏକ ଉତ୍ସବ ନୁହେଁ ଏକ ସଂସ୍କୃତି। ସହରରେ ରଜ ଟିକେ ନିଆରା, କିଛି କୃତ୍ରିମ। ମାଟି ପ୍ରତି…

ରଜରେ ପାନଖିଆ ଏକ ନିଆରା ଓଡ଼ିଆ ପରମ୍ପରା…

- ଦେବଦତ୍ତ ରଥ ଆସନ୍ତା କାଲିଠାରୁ ଆରମ୍ଭ ହୋଇଯିବ ରଜ । କାଲି ପହଲି ରଜ ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଗଲାଣି ରଜ ପାଇଁ ସଜବାଜ । ରଜରେ ପାନଖିଆ ଏକ ନିଆରା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ। ପ୍ରୀତି, ପ୍ରେମ, ବନ୍ଧୁତାକୁ ଆଦି ଛଅଟି ଲକ୍ଷଣ ନିର୍ଦ୍ଧାରିତ କରାଯାଇଛି । ଦିଏ,…

ପୁରପଲ୍ଲୀରେ ରଜୋତ୍ସବର ମହାପର୍ବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଓଡ଼ିଶାରେ ରଜ ଏକ ପାରମ୍ପରିକ ପର୍ବ । ଏହାକୁ ମଧ୍ୟ ଗଣପର୍ବ କୁହାଯାଏ । ନିପଟ ପଲ୍ଲୀ ଗାଁ ଗହଳଳି ଠାରୁ ଆରମ୍ଭ କରି ସହର ଯାଏଁ ଏହି ପର୍ବ ଧୁମଧାମରେ ଚାରି ଦିନ ଧରି ପାଳିତ ହୋଇଥାଏ । ଏହା ମିଥୁନ ମାସର ଦ୍ଵିତୀୟ ଦିନରୁ ଆରମ୍ଭ ହୋଇଥାଏ । ରଜ…

ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି, ରଜରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ରଜରେ ଓଡ଼ିଶା ଛୁଇପାରେ ମୌସୁମୀ । ମୌସୁମୀ ଓଡ଼ିଶା ଛୁଇଁବା ପାଇଁ ଧିରେ ଧିରେ ପାଗ ଅନୁକୂଳ ହେଉଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରଜରେ ଓଡ଼ିଶା ମୌସୁମୀ ବର୍ଷାରେ…