Latest Odisha News

BREAKING NEWS

Browsing Tag

RAJA

ମହକହୀନ ରଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ରଜ ଛୁଟିରେ ବାପାଙ୍କ ସହିତ ଗାଁ’କୁ ବୁଲିବାକୁ ଗଲେ ସାରା ପରିବାର । ଆଜିକାଲି ଗାଁ’ରେ ତ ଘରେ ଘରେ କେବୁଲ୍ ଟିଭି । ଗାଁ’ରେ ପିଲାମାନେ ଟିଭିରେ ତାଙ୍କ ପ୍ରିୟ ସିରିଏଲ୍ ଦେଖିବାରେ ବ୍ୟସ୍ତ ରହିଲେ ଓ ମୋବାଇଲ୍‌ରେ ମୁହଁ ପୁରେଇ ସମୟ…

ରଜ ସଂକ୍ରାନ୍ତି: କାହିଁକି ଓ କିପରି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ବିଭିନ୍ନ ରାଜ୍ୟ ଯଥା ଆସାମ ଆଦି ରାଜ୍ୟରେ ମଧ୍ୟ ଏହି ରଜ ପର୍ବ ଭିନ୍ନ ଭାବରେ ପାଳିତ ହଉଥିଲେ ମଧ୍ୟ ଏହା ମୁଖ୍ୟତଃ ଏକ ଓଡିଆ ପର୍ବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହା ସର୍ବତ୍ର ପାଳିତ ହଉଥିଲେ ମଧ୍ୟ ଅବିଭକ୍ତ ସମ୍ବଲପୁର , କଳାହାଣ୍ଡି , କୋରାପୁଟ, ବଲାଙ୍ଗିର , କେନ୍ଦୁଝର…

ବନସ୍ତେ ଡାକିଲା ଗଜ…

ରଜ l ଓଡିଶାର ଗଣପର୍ବ l ରଜର ମଉଜ ବେଶ୍ ନିଆରା l ରଜ ତିନିଦିନରେ ଘରେ ଘରେ ଖାଦ୍ୟପେୟର ଆସର ଜମେ l  ଗଡ଼ିଆ, ପୋଖରୀରୁ ମାଛ ଧରାଯାଏ l ପହିଲି ରଜ, ରଜ ଏବଂ ରଜ ପରଦିନ, ଏ ତିନିଦିନ ପାଇଁ ଘରେ ଘରେ ମଣ୍ଡା, ଆରିସା, ପୋଡ଼ପିଠା, ଇତ୍ୟାଦି ପ୍ରସ୍ତୁତ ହୋଇ ରଖାଯାଏ l ବିବାହିତା ଝିଅ ,ବୋହୁଙ୍କ…

ତଥାପି ଆସୁଛି ରଜ…

ତଥାପି ଆସୁଛି ରଜ... ସୁସ୍ମିତା ମହାପାତ୍ର ଗଜରାଜ ଡାକରାରେ ଆଉ ଆସୁନାହିଁ ରଜ, ଆସୁନାହିଁ ଆଷାଢର ଓଦା ପଣତରେ ସରସର ଭିଜିବାକୁ, ପୋଡ଼ପିଠା ମହକରେ ମହକିବାକୁ ଅଥବା ବାହିବାକୁ ବାଉଁଶ ଦୋଳିର କାତ, ଆସୁନାହିଁ ରଜ । ନାହିଁ ଆଜି ଅତୀତ ମଉସୁମୀର ସେ ମତୁଆଲା ପରଶ,…

‘ରଜୋ’ ନୁହେଁ ‘ରଜ’, ଗଛ ନାହିଁ ଦୋଳି ଖେଳିବା କେମିତି!

ଭୁବନେଶ୍ୱର : ରଜ ଅବସରରେ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସବୁଠୁ ଉତ୍ସବର ମାହୋଲ ଲାଗି ରହିଛି । ସୋସିଆଲ ମିଡିଆରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ‘ରଜ’ ଶବ୍ଦକୁ କେହିକେହି ଅଣ ଓଡିଆମାନେ ଅପଭ୍ରଂଶ କରି ‘ରଜୋ’ ବୋଲି ଉଚ୍ଚାରଣ ମଧ୍ୟ କରିଥାନ୍ତି । ଯାହାକୁ ନେଇ ଅନେକ ସମୟରେ…

ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ‘ରଜ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1139371688078954496 ସୂଚନାଯୋଗ୍ୟ,…