Latest Odisha News

BREAKING NEWS

Browsing Tag

rajasthan

ଭାରତୀୟ ମିଡିଆ ନିଶ୍ଚିତ ଭାବରେ ବିଶ୍ୱସ୍ତରୀୟ ହେବ, କାରଣ ବିଶ୍ୱ ଆମ କଥା ଶୁଣୁଛି: ପିଏମ୍ ମୋଦୀ

ରାଜସ୍ଥାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ ଯେଉଁ ସମୟରେ ଭାରତର ସ୍ୱର ଏବଂ ସ୍ଥାନୀୟ ଉତ୍ପାଦ ବିଶ୍ୱବ୍ୟାପୀ ଯାଉଛି, ସେତେବେଳେ ଦେଶର ମିଡିଆ ଇଣ୍ଡଷ୍ଟ୍ରି ମଧ୍ୟ ବିଶ୍ୱସ୍ତର କୁ ଯିବା ଆବଶ୍ୟକ। ଜୟପୁରର ପାଟ୍ରିକା ଫାଟକକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ…

କବରରୁ କିଏ ବାହାର କଲା ୨୪୦୦ବର୍ଷ ପୁରୁଣା ମମ୍ମି ?

ରାଜସ୍ଥାନ: ଶେଷରେ ଦଇବ ପ୍ରକୋପରେ ବାହାରକୁ ବାହାରିଲା ଏକ ପୁରାତନ ମମ୍ମି । ହେଲେ କାହିଁକି କେଉଁଠି । କିଛି ଏପରି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିିତ କରୁଥିବ ନିଶ୍ଚୟ । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କେଉଁଠି ନୁହେଁ ବରଂ ରାଜସ୍ଥାନରେ ହିଁ ଏକ ମମ୍ମି ବହୁବର୍ଷର ବ୍ୟବଧାନ ପରେ ବାହାରକୁ…

ମଧ୍ୟପ୍ରଦେଶ ପରେ ରାଜସ୍ଥାନରେ ରାଜନୈତିକ ସଙ୍କଟ

ଜୟପୁର: ମଧ୍ୟପ୍ରଦେଶ ପରେ ରାଜସ୍ଥାନ ରାଜନୀତି ଏବେ ଟଳମଳ । ରାଜସ୍ଥାନରେ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଉଭୟଙ୍କ ଝଗଡା ଏବେ ଦିଲ୍ଲୀରେ…

କରୋନା ଆତଙ୍କ: ରାଜସ୍ଥାନ ଟୋଟାଲ୍ ଲକ୍‌-ଡାଉନ୍

ରାଜସ୍ଥାନ: ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାର ଘୋଷଣା ୪୦% ଲକ୍‌-ଡାଉନ୍ । ଓଡିଶାର ୮ଟି ପ୍ରମୁଖ ସହର ସମେତ ୫ଟି ଜିଲ୍ଲାକୁ ଲକ୍‌-ଡାଉନ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଟୋଟାଲ ଲକ୍‌-ଡାଉନ୍ ହୋଇଛି । In order to contain…

ମାତ୍ର ୨୧ ବର୍ଷ ବୟସରେ ବନିଲେ ଦେଶର ସର୍ବକନିଷ୍ଠ ବିଚାରପତି !

ଜୟପୁର: ରାଜସ୍ଥାନ ଜୟପୁରର ଜନୈକ ଯୁବକ ମାତ୍ର୨୧ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ବିଚାରପତି ହେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଯାହା ଏବେ ଯୁବପିଢିଙ୍କ ମଧ୍ୟରେ ଏକ ଉଦାହରଣ ପାଲଟିଛି । ପ୍ରାପ୍ତ ସୂଚନାନୁଯାୟୀ ଜୟପୁରର ମାନସରୋବରରେ ଜନ୍ମିତ ମୟଙ୍କ ପ୍ରତାପ ସିଂହ ରାଜସ୍ଥାନ…

ହ୍ରଦର ସହର ଉଦୟପୁର

ଭୁବନେଶ୍ୱର: ବୁଲିବାକୁ ଯିବାପାଇଁ ଯୋଜନା କରୁଥିଲେ ଯାଆନ୍ତୁ ହ୍ରଦର ସହରର ଉଦୟପୁର । ଏଠାରେ ମଉଜ ସହ ପାଇ ପାରିବେ ମାନସିକ ଶାନ୍ତି। ରାଜସ୍ଥାନର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ଉଦୟପୁର। ଏଠାରେ ଥିବା ରୟାଲ ହୋଟେଲ ସାରା ଦୁନିଆରେ ବେଶ ପ୍ରସିଦ୍ଧ। 'ଲେକ ପ୍ଲେସ’ ଏଠାକାର…

ମନସୁନରେ ବୁଲି ଯାଆନ୍ତୁ ‘ମାଉଣ୍ଟ ଆବୁ’

ଭୁବନେଶ୍ୱର: ମନସୁନରେ ବୁଲିଯିବାର ପ୍ଲାନ୍ କରୁଛନ୍ତି କି ? ଯଦି ହଁ, ତା’ ହେଲେ ଆଉ ଡେରି ନ କରି ଯାଅନ୍ତୁ ‘ମାଉଣ୍ଟ ଆବୁ' । ବର୍ଷା ଦିନେ ହିଲ୍ ଷ୍ଟେଶନ ବୁଲିଯିବାର ମଜା ହିଁ କିଛି ଖାସ୍ ହୋଇଥାଏ। ପାହାଡ଼ ଉପରୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖିଲେ, ଏହା ଏକ ନିଆରା ଅନୁଭବ ପ୍ରଦାନ କରିଥାଏ।…