ମାଣ୍ଡିଆ ଆଇସକ୍ରିମ
ଆମ ରନ୍ଧାବଢ଼ାରୁ….
ଖରାଦିନର ମଜା ଆଇସକ୍ରିମ ଖାଇବାରେ ଥାଏ। ସେଇ ଆଇସକ୍ରିମ ଯଦି ଫାଇବର୍ ଯୁକ୍ତ ହେଲା ତେବେ ଆଜିକାଲିର ସ୍ୱାସ୍ଥ୍ୟ ସଚେତନ ଲୋକଙ୍କ ପାଇଁ ତାଠାରୁ ଭଲ ଆଉ କିଛି ହୋଇନପାରେ । ଆଜି ଆମେ ପ୍ରସ୍ତୁତ କରିବା ମାଣ୍ଡିଆ ଆଇସକ୍ରିମ।
ଆବଶ୍ୟକୀୟ ଉପକରଣ : ମାଣ୍ଡିଆ ଗୁଣ୍ଡ, ଗୁଣ୍ଡ…