Latest Odisha News

BREAKING NEWS

Browsing Tag

Rape

ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳ ଭଙ୍ଗା ଗ୍ରାମ ମାଣପୁର ସାହିର ଟୁକୁନା ସାହୁ। ପ୍ରାପ୍ତ ସୂଚନାନୁସାରେ,…

ସରକାରୀ ଡାକ୍ତରଖାନାରେ ୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀ: ରାଜଧାନୀରେ ପୁଣି ଲଜ୍ୟା। ରାଜଧାନୀ ଦିଲ୍ଲୀରେ ଓଖଲା ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲରେ ସାଢ଼େ ୩ବର୍ଷର ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ମୁତାବକ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ହସ୍ପିଟାଲର ଜଣେ ଓ୍ବାର୍ଡ଼ବୟ ଅମରନାଥ। ଏହି ଅମାନବୀୟ ଘଟଣା ପରେ…

ରାଜଧାନୀ ଛାତି ଉପରେ ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ବଢିଚାଲିଛି ଅପରାଧିକ ମାମଲା। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳର ବସଷ୍ଟାଣ୍ଡ ନିକଟରେ ଥିବା ଏକ ଢାବା ମ୍ୟାନେଜର ଜଣେ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଛାତି ଉପରେ ଅକ୍ଟୋବର ୨୫ ତାରିଖ ସନ୍ଧ୍ୟାରେ ଘଟିଛି…

କଟକରେ ଆଉ ଜଣେ ନାବାଳିକାକୁ ହତ୍ୟା ଅଭିଯୋଗ

କଟକ: ଜଣେ ୧୬ ବର୍ଷର ନବାଳିକାକୁ ନାଟକୀୟ ଢଙ୍ଗରେ ଅପହରଣ କରିନେବା ପରେ ଜବରଦସ୍ତ ବିବାହ କରି ପରେ ତାକୁ କିରୋସିନ ଢାଳି ମରିଦେଇଥିବା ନେଇ ନାବାଳିକାର ବାପା ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିବା ସୁଚନା ମିଳିଛି । ନାବାଳିକା ପରିବାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାଇ ଭଦ୍ରକ ଜିଲ୍ଲା…

ନାବାଳିକା ଦୁଷ୍କର୍ମ ମାମଲା: ଜେଲ ଗଲେ ଦୁଇ ଅଭିଯୁକ୍ତ

କଟକ: ବହୁ ଚର୍ଚ୍ଚିତ କଟକ ଗତିରାଉତପାଟଣାର ହୋଇଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍ତେଷ ବେହେରା ଓରଫ ଟିକି ଓ ତାର ସହଯୋଗୀ ରାକେଶ କୁମାର ରାଉତକୁ ପୁଲିସ ଗିରଫ କରି ଚୈାଦ୍ୱାର ଜେଲ ହାଜାତକୁ ପଠାଇ ଦେଇଛି । ଆହତ ନାବାଳିକାକୁ ବସୁନ୍ଧରାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା…

ନାବାଳିକାକୁ ବଳାତ୍କାର ଅଭିଯୋଗ: ପିତା, ବୟଫ୍ରେଣ୍ଡ ଗିରଫ

ଥାନେ: ମହାରାଷ୍ଟ୍ରର ଜଣେ ୧୭ବର୍ଷର ବାଳିକାକୁ ତାଙ୍କ ପିତା ଏବଂ ପ୍ରେମିକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଯାହା ପରେ ସେ ଗର୍ଭବତୀ ହୋଇଥିଲେ ବୋଲି ସୋମବାର ପୋଲିସ କହିଛି। ପୋଲିସ କହିଛି ଯେ ଉଭୟ ଅଭିଯୁକ୍ତ, ୫୧ ବର୍ଷୀୟ ପୀଡିତାଙ୍କ ପିତା ଯିଏ ସ୍କୁଲ ଶିକ୍ଷକ ଭାବରେ କାର୍ଯ୍ୟ…

ପ୍ରବାସୀ ସାଜିଲେ ବଳାତ୍କାରୀ, ନାବାଳିକାକୁ ଗଣଦୁଷ୍କର୍ମ !

କେରଳ: ସମୟ ଥିଲା ବାହାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ବିଭିନ୍ନ ରାଜ୍ୟର ସରକାର ତତ୍ପର ଥିଲେ । କାରଣ ସାଜିଥିଲା କରୋନା । ହେଲେ ଏବେ ସେହି ପ୍ରବାସୀଙ୍କ ପାଇଁ ସାମ୍ନାକୁ ଆସିଛି ଏକ ଘୃଣ୍ୟ ଘଟଣା । ଜଣେ ନାବାଳିକା ସହ ହୋଇଛି ଗଣଦୁଷ୍କର୍ମ । ଗଣଦୁଷ୍କର୍ମ ମାମଲାରେ ୩ଜଣ…

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ବାବୁ ଗିରଫ

ପୁରୀ: ପୁରୀ ଜିଲ୍ଲା ନିମାପଡା ଥାନାରେ କାର୍ଯ୍ୟରତ କନଷ୍ଟେବଳ ଗଙ୍ଗାଧର ରାଉତ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗୁରୁବାର ଦିନ ସତ୍ୟବାଦୀ ପୋଲିସ ତାଙ୍କୁ ଗିରଫ କରିଛି। ଏକ ମାମଲାରେ ଶ୍ରୀ ରାଉତ ତାଙ୍କୁ ସହାୟତା କରିବାକୁ ଯାଇ ତାଙ୍କ ସହ ଗତବର୍ଷ ଦୁଷ୍କର୍ମ କରିଥିବା ନେଇ…

କମ୍ପାନୀ ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ

ରାଉରକେଲା: ରାଉରକେଲାର ଛେଣ୍ଡ କଲୋନୀ ଅନ୍ତର୍ଗତ ଏକ ଧୂପକାଠି କମ୍ପାନୀର ମାଲିକ ସେଠାରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ ଯୁବକଙ୍କ ନାମ ମହେଶ୍ୱର ପୃଷ୍ଟି ବୋଲି ଜଣାପଡିଛି । ପିଡିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ରଘୁନାଥ ଥାନା…

ମୟୂରଭଞ୍ଜରେ ଦିବ୍ୟାଙ୍ଗ ବାଳିକାକୁ ଦୁଷ୍କର୍ମ ଅଭିଯୋଗ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ରବିବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଗତ ଜୁଲାଇ ୩୧ ତାରିଖ ଦିନ ଏହି ଅଘଟଣ ଘଟିଥିବାବେଳେ ଏନେଇ ପିଡିତାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ…