Latest Odisha News
Browsing Tag

Rayagada

ଗର୍ଭବତୀ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ମଣାଶିରୁ ମୃତଦେହ ଜବତ କଲା ପୋଲିସ

ରାୟଗଡ଼ା: ଗର୍ଭବତୀ ନାବାଳିକାଙ୍କ ମୃତ୍ୟୁ । ପ୍ରଥମେ ନିଖୋଜ ପରେ ପ୍ରେମ ବିବାହ କରିଥିବା ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ରାୟଗଡ଼ା ଜିଲ୍ଲା ଜେକେପୁରର ଅରବିନ୍ଦ ନଗରରେ ଚାଞ୍ଚଲ୍ୟ ଖେଳି ଯାଇଛି । ସୂଚନା ଅନୁସାରେ, ଜେକେପୁର ଅଞ୍ଚଳର ଜୟଲକ୍ଷ୍ମୀ ତାଙ୍କ ନାବାଳିକା ୧୬ ବର୍ଷୀୟ…

ବିଦ୍ୟୁତ ଆଘାତରେ ବସ ହେଲ୍ପରଙ୍କ ମୃତ୍ୟୁ; ବଞ୍ଚିଗଲେ ୨୦ ଯାତ୍ରୀ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡ ଠାରେ ଏକ ଅବାଭନୀୟ ଘଟଣା ଘଟିଛି । ବସରୁ ଲୁହା ପାଇପ କାଢ଼ିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ସରେ ଆସି ବସ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ବସରେ ଥିବା ସମସ୍ତ ୨୦ ଯାତ୍ରୀଙ୍କୁ ସାମାନ୍ୟ ବିଦ୍ୟୁତ ଝଟକା…

[ଦେଖନ୍ତୁ ଭିଡିଓ] ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସକୁ ଜାତୀୟ ଛୁଟି ଘୋଷଣା ଦାବି

ଗୁଣପୁର: ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କ ହୁଙ୍କାର । ପାରମ୍ପରିକ ବେଶଭୂଷାରେ ବିରାଟ ପଟୁଆର କରିଛନ୍ତି ଆଦିବାସୀ । ଦାବି କରିଛନ୍ତି ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସ ହେଉ ଜାତୀୟ ସରାକାରୀ ଛୁଟି । ଗୁଣପୁର ଉପଖଣ୍ଡର ଶତାଧିକ ଆଦିବାସୀ ପାରମ୍ପରିକ ବେଶଭୂଷା ଗୁଣୁପୁର ନୂଆ ବସ ଷ୍ଟାଣ୍ଡ…

କାଶୀପୁରରେ ଗୁଣି ସନ୍ଦେହରେ ଜଣକୁ ହତ୍ୟା; ୬ ଜଣ ଗିରଫ

ରାୟଗଡ଼ା: ଗୋଟିଏ ପଟେ କାଶୀପୁର ବ୍ଲକରେ ହଇଜାରେ ମୁଣ୍ଡ ଗଡୁଥିବା ବେଳେ ଏବେ ଗୁଣି ସନ୍ଦେହରେ ଶୁକ୍ରବାର ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । କାଶୀପୁର ବ୍ଲକରେ ଅନ୍ଧବିଶ୍ୱାସର କୁପରିଣତି ଦଇ ମାଝୀ ନାମକ ବ୍ୟକ୍ତିଙ୍କ ହତ୍ୟା ହୋଇଛି । ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ,…

ଆବାସିକ ବିଦ୍ୟାଳୟରେ ବ୍ୟାପିଲା କରୋନା, ୪୧ ଛାତ୍ରୀ ସଂକ୍ରମିତ

ରାୟଗଡ଼ା: ହଇଜା ପରେ କରୋନା ଭୟ । କାଶୀପୁରରେ ହଇଜା ଆତଙ୍କ ପରେ ଚନ୍ଦ୍ରପୁର ବ୍ଲକରେ କାୟା ମେଲାଇଛି କରୋନା । ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବିଦ୍ୟାଳୟ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ଜର ଓ ଦେହ…

କାଶୀପୁରରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି

ରାୟଗଡା:  କାଶୀପୁର ବ୍ଲକରେ ଗତ 26 ଦିନ ଧରି ଆତଙ୍କ ଖେଳାଇ ଚାଲିଛି ହଇଜା ।  ମୁଣ୍ଡବ୍ୟଥା ପାଲଟିଛି ଜଳ ଯୋଗାଣ । ଗତ ଦୁଇଦିନ ତଳେ କାଶୀପୁର ବ୍ଲୋକ୍କର ବିଭିନ୍ନ ଗାଁରେ ଯୋଗାଇ ଦିଆଯାଉଥିବା ଟେଙ୍କର ପାଣିରେ ଇ- କୋଲାଇ ଜୀବାଣୁ ଚିହ୍ନଟ ହେବା ପରେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ । ଫଳରେ…

ହଇଜା ନେଲା ଆଉ ଗୋଟିଏ ଜୀବନ: ମୃତ୍ୟୁ ସଂଖ୍ୟା ହେଲା ୧୦

ରାୟଗଡ଼ା: ହଇଜା  ପୁଣି ନେଲା ଆଉ ଗୋଟିଏ ଜୀବନ। ହଇଜାଜନିତ  ମୃତ୍ୟୁ ସଂଖ୍ୟା ପହଁଚିଲା ୧୦ରେ  । ମୃତକ ହେଲେ ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)। ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ରାୟଗଡ଼ା ଜିଲ୍ଲା କାଶୀପୁରରେ…

[ଦେଖନ୍ତୁ ଭିଡିଓ] ଚିନ୍ତା ବଢ଼ାଉଛି କାଶୀପୁର ହଇଜା: ବ୍ଲକରେ ଡାକ୍ତର ଅଭାବ

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । ଆଜି ପର୍ଯ୍ୟନ୍ତ ୨୫୧ ଜଣ ହଇଜା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି କିନ୍ତୁ ବ୍ଲକର ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାଁନ୍ତି। ବ୍ଲକରେ…

[ଦେଖନ୍ତୁ ଭିଡିଓ] କାଶୀପୁର ବ୍ଲକରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ଦିନରେ ୬ ଜଣଙ୍କ ମୃତ୍ୟୁ

ରାୟଗଡ଼ା: ଝାଡ଼ାବାନ୍ତିରେ ଝରି ପଡ଼ୁଛି ଜୀବନ । ଦୁଇ ଦିନରେ ଗଲାଣି ୬ ପ୍ରାଣ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବ୍ଲକର ବିଭିନ୍ନ ଗାଁରେ ସଂଖ୍ୟାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଟିକିରି…

ଯୌତୁକ ପାଇଁ ବିଷ ଦେଇ ମାରିଦେଲେ ! ସ୍ୱାମୀ ସହ ଶାଶୂ ଓ ଶ୍ୱଶୁର ଗିରଫ

ରାୟଗଡ଼ା: ଅଧୁରା ରହିଲା ସଂସାର ଗଢ଼ିବା ସ୍ୱପ୍ନ । ବିବାହକୁ ପାଞ୍ଚ ମାସ ନ ପୂରୁଣୁ ଉଜୁଡ଼ି ଗଲା ସଂସାର । ସରିଗଲା ସବୁକିଛି । ରାୟଗଡ଼ା ସହର ରେଭେନ୍ୟୁ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । କନ୍ୟା ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଝିଅର ସ୍ୱାମୀ ସହ ଶାଶୂ ଓ ଶ୍ୱଶୁରଙ୍କୁ ଗିରଫ କରି…