Latest Odisha News

BREAKING NEWS

Browsing Tag

records

ଶତକୀୟ ଇନିଂସ ସହ ପ୍ରଥମ ଦିନରେ ୩ଟି ବଡ଼ ରେକର୍ଡ କଲେ ବ୍ୟାଟର ଜୟସ୍ୱାଲ

ବିଶାଖାପାଟନମ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଯଶସ୍ୱୀ ଜୟସ୍ୱାଲଙ୍କ ନାମରେ ହୋଇଛି। ସେ ୧୭୯ ରନର ବିଶାଳ ସ୍କୋର ଛିଡ଼ା କରି ଅପରାଜିତ ରହିଛନ୍ତି। ତାଙ୍କର ଚମତ୍କାର ଇନିଂସ ଯୋଗୁଁ ଭାରତ ପ୍ରଥମ ଦିନରେ ୯୩ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍ ସଂଗ୍ରହ…

ଟିକାକରଣରେ ରେକର୍ଡ କଲା ଭାରତ; ସମସ୍ତ ଜି -୭ ଦେଶ ମଧ୍ୟରେ ସବୁଠୁ ଆଗରେ ଭାରତ

ନୂଆଦିଲ୍ଲୀ:କରୋନା ଟିକାକରଣରେ ରେକର୍ଡ କଲା ଭାରତ। ରବିବାର ଦିନ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ ଅଗଷ୍ଟ ମାସରେ ଭାରତ ସମସ୍ତ ଜି -୭ ଦେଶ ମଧ୍ୟରେ ସର୍ବାଧିକ କରୋନା ଟିକା ଦେଇଛି। କେନ୍ଦ୍ର ଦ୍ବାରା ପ୍ରଦତ୍ତ ତଥ୍ୟରେ ଦର୍ଶାଇଛି ଯେ ସମସ୍ତ ଜି -୭ ସଦସ୍ୟ ଦେଶମାନଙ୍କରେ ୧୦.୧ କୋଟି…