Latest Odisha News

BREAKING NEWS

Browsing Tag

red fort violence

ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ଲାଲ କିଲ୍ଲା ଗଣତନ୍ତ୍ର ଦିବସ ହିଂସା ମାମଲାରେ ଦିଲ୍ଲୀ କୋର୍ଟ ଜାମିନ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ପୋଲିସ ଅନ୍ୟ ଏକ ମାମଲାରେ ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ପୁଣି ଗିରଫ କରିଛି। ଲାଲ କିଲ୍ଲାରେ ହୋଇଥିବା ହିଂସା ସମ୍ପର୍କରେ ASI ଦ୍ବାରା ଦାଖଲ…

ଲାଲ୍ କିଲ୍ଲା ହିଂସାରେ ବିଦେଶୀ ସମ୍ପୃକ୍ତ, ଡଚ୍ ନାଗରିକଙ୍କ ସହ ଅନ୍ୟ ଜଣେ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲାଲ୍ କିଲ୍ଲାରେ ଘଟିଥିବା ହିଂସା ପାଇଁ ଦେଶ ନିନ୍ଦିତ ହୋଇଥିଲା । ଟ୍ରାକ୍ଟର ପରେଡ୍ ଆଳରେ କୃଷକ ଘଟାଇଥିବା ଲାଲ୍ କିଲ୍ଲା ହିଂସାରେ ବିଦେଶୀଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି । ଖାଲି ପ୍ରମାଣ ମିଳିଛି ତା’ନୁହେଁ ଟ୍ରାକ୍ଟର ପରେଡ୍ ଆନ୍ଦୋଳନ ଦିନ ବିଦେଶୀ…

ଲାଲକିଲ୍ଲା ହିଂସା, ଜାମ୍ମୁରୁ ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ କୃଷକ ଟ୍ରାକ୍ଟର ପରେଡ୍ ହିଂସାର ତଦନ୍ତ ଜାରି ରହିଛି । ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ବାରମ୍ବାର ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । କେତେକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ…

ଲାଲ୍‌ କିଲ୍ଲା ହିଂସା: ଆଉ ଜଣେ ମୁଖ୍ୟ ସନ୍ଦିଗ୍ଧ ଇକବାଲ ସିଂ ଗିରଫ

ନୂଆଦିଳ୍ଲୀ: ହରିୟାଣାର କର୍ଣ୍ଣଲରୁ ପଞ୍ଜାବୀ ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ଗିରଫ କରିବାର ପ୍ରାୟ ୩୬ ଘଣ୍ଟା ପରେ ଦିଲ୍ଲୀ ପୋଲିସ ବୁଧବାର କହିଛି ଯେ ଜାନୁଆରୀ ୨୬ ଲାଲ୍‌ କିଲ୍ଲା ଭଙ୍ଗାରୁଜା ତଥା ହିଂସା ମାମଲାରେ ଅନ୍ୟ ଜଣେ ମୁଖ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି।…