Latest Odisha News

BREAKING NEWS

Browsing Tag

RJD

ବିହାରରେ ବହୁମତ ପରୀକ୍ଷା ପୂର୍ବରୁ ୨୪ଟି ସ୍ଥାନରେ CBI ଚଢ଼ାଉ

ପାଟଣା: ବିହାରର ୨୪ଟି ସ୍ଥାନରେ ସିବିଆଇ ରେଡ୍ । ଚାକିରି ବଦଳରେ ଜମି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି । ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ କରୀମ ଏବଂ ଫୈୟାଜ ଅହମଦଙ୍କ ବିଭିନ୍ନ ସ୍ଥାନରେ…

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସିନି ସୁଧାର, କିଡନୀ ସହ ଫୁସଫୁସରେ ବି ସଂକ୍ରମଣ

ନୂଆଦିଲ୍ଲୀ: ଆରଡେଜି ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ଏବେ ଯାଏ ସୁଧାର ଆସିନାହିଁ । ସୂତ୍ର ଅନୁସାରେ ଲାଲୁଙ୍କୁ ନିଶ୍ୱାସ ନେବାରେ ଏବେବି ଅସୁବିଧା ହେଉଛି । ରାଞ୍ଚି ରିମ୍ସରୁ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ସେ ଏକାଧିକ…

କଂଗ୍ରେସ ଉପରେ ବର୍ଷିଲେ ଆରଜେଡି ନେତା, କହିଲେ ନିର୍ବାଚନ ବେଳେ ସିମଲାରେ ପିକନିକ୍ କରୁଥିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଆରଜେଡି ଅଧିକ ଆସନ ଜିତିଲା । କିନ୍ତୁ ମହାମେଣ୍ଟରେ ସହଯୋଗୀ କଂଗ୍ରେସର ଅଧିକାଂଶ ପ୍ରାର୍ଥୀ ଚିତପଡାଙ୍ଗ ମାରିଲେ । ଫଳରେ ମହାମେଣ୍ଟ ମ୍ୟାଜିକ ନମ୍ୱର ଛୁଇଂ ପାରିଲା ନାହିଁ । ସରକାର ଗଠନ କରି ନପାରିବାରୁ କଂଗ୍ରେସ ଉପରେ ବର୍ଷିଛନ୍ତି ଆରଜେଡି ନେତା…

ବିହାରରେ ଏନଡିଏ ସରକାର: ୧୨୫ ଆସନ ସହ ବହୁମତ ହାସଲ, ୧୧୦ ସିଟରେ ଅଟକିଲା ମହାମେଣ୍ଟ

ନୂଆଦିଲ୍ଲୀ: ବିହାରରେ ବିଜେପିର ସୁପର ସୋ । କ୍ଷମତା ଲଢ଼େଇରେ ପୁଣି ଏନଡିଏ ହାତରେ ବିହାର ଶାସନ ଡ଼ୋରି ଧରାଇଛନ୍ତି ବିହାର ଭୋଟର । ୧୨୫ ଆସନ ସହ ବହୁମତ ହାସଲ କରିଛି ଏନଡିଏ । ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ଥିଲା ୧୨୨ । ଏନଡିଏ ମେଣ୍ଟରେ ବିଜେପି ବଡ଼ ଦଳ ଭାବରେ ଉଭା ହୋଇଛି ।…

ବିହାର ଟ୍ରେଣ୍ଡ କହୁଛି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହେବ ବିଜେପି

ପାଟନା: ବିହାରରେ କିଏ ମାରିବ ବାଜି । ଆଉ କିଛି ଘଣ୍ଟା ପରେ ଜଣା ପଡ଼ିବ କାହା ସପକ୍ଷରେ ଯାଇଛି ଜନାଦେଶ । ବର୍ତ୍ତମାନ ସୁଦ୍ଧା ଗଣତିର ଟ୍ରେଣ୍ଡ କହୁଛି ବିହାରରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇପାରେ । ବର୍ତ୍ତମାନ ସୁଦ୍ଧା ମହାମେଣ୍ଟଠାରୁ ଆଗରେ ରହିଛି ଏନଡିଏ । ନିର୍ବାଚନ…

ବିହାର ଭୋଟ ଗଣତି: ଆଗରେ ମହାମେଣ୍ଟ, ପଛରେ ଏନଡିଏ

ପାଟନା: ବିହାର ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ପୋଷ୍ଟାଲ ବାଲାଟ ଗଣତି ସରିଥିବା ବେଳେ ଇଭିଏମ ପେଡି ଖୋଲିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ ରହିଛି । ପଛରେ ରହିଛି ଏନଡିଏ । ୧୬୧ ଆସନରେ ହୋଇଥିବା ଗଣତିରେ ୮୫ ଆସନରେ ମହାମେଣ୍ଟ ଆଗରେ ରହିଛି…

ଫଳାଫଳ ପୂର୍ବରୁ ବିହାରରେ କଂଗ୍ରେସକୁ ବିଭାଜନ ଭୟ, ପାଟନା ଗଲେ ଦୁଇ ବରିଷ୍ଠ ନେତା

ପାଟନା: କାହା ଦଖଲରୁ ଯିବ ବିହାର ? ଏନଡିଏ ପୁଣି ସରକାର ଗଢ଼ିବ ନା ଫେରିବ ମହାମେଣ୍ଟ ? ଆସନ୍ତାକାଲି ଆସିବ ରେଜଲ୍ଟ । ଭୋଟ ଗଣତି ପରେ ପ୍ରକାଶ ପାଇବ ଫଳାଫଳ । ଏକଜାଟ୍ ରେଲ୍ଡ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ କଂଗ୍ରେସକୁ ଘାରିଛି ବିଭାଜନ ଭୟ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ଅନୁସାରେ…

ବିହାର ନିର୍ବାଚନ: ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଲା ଆରଜେଡି

ପାଟନା: ଜୋର୍ ଧରିଛି ବିହାର ରାଜନୀତି। ଚାଲିଛି ପ୍ରତିଶୃତି ପର୍ବ । ମୁଖ୍ୟ ବିରୋଧୀ ଦଳ ଆରଜେଡି ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି।  ରାଷ୍ଟ୍ରୀୟ ଜନତା ଦଳ ତା’ର ନିର୍ବାଚନୀ ଇସ୍ଥାହାର ବା ସରକାରକୁ ଆସିଲେ ସେ କ’ଣ କରିବେ ଏନେଇ ଏକ ଘୋଷଣା ପତ୍ର ଜାରି କରିଛି । ‘ହମାରା ପଣ’…