Latest Odisha News

BREAKING NEWS

Browsing Tag

Rourkela

କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଘରେ ସିବିଆଇର ଚଢାଉ

ରାଉରକେଲା: ରାଞ୍ଚିର ସିବିଆଇ ଅଫିସରମାନେ ଶନିବାର ଦିନ ରାଉରକେଲାସ୍ଥିତ କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ଘର (ସି/୮୧) ଉପରେ ଚଢାଉ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଚୋରୀ ମାମଲାରେ ମୁମ୍ବାଇରେ ସୀମା ଶୁଲ୍କ ବିଭାଗରେ ନିଜ କାର୍ଯ୍ୟକାଳ ସମୟରେ ସିବିଆଇ…

ସୁନା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ରାଉରକେଲା: ରାଉରକେଲାର ସେକ୍ଟର ୫ ଅଞ୍ଚଳରେ ଥିବା ଏକ ସୁନା ଦୋକାନୀ ମାଲିକଙ୍କୁ କେହି ଦୁବୃର୍ତ୍ତ ମଙ୍ଗଳବାର ଦିନ ଛୁଡା ମାଡ କରିଥିବା ଅଭିଯୋଗ ହୋଇଛି । ଆହତ ବିନାୟକ ପ୍ରସାଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ଶ୍ରୀ…

ରାଉରକେଲାରେ କୁକୁର ଆତଙ୍କ, ୩୦ରୁ ଅଧିକ ଆହତ

ରାଉରକେଲା: ରାଉରକେଲାର ଡେଲି ମାର୍କେଟ୍ ଅଞ୍ଚଳରେ ଏକ ପାଗଳ କୁକୁର ଆତଙ୍କ ଖେଳାଇଥିବା ନେଇ ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ ଏହି ଅଞ୍ଚଳରେ ଗତକାଲି ଏକ ବୁଲା କୁକୁର କିଛି ବ୍ୟକ୍ତିଙ୍କୁ ଅଚାନକ କାମୁଡି ପକାଇଥିଲା । ପରବର୍ତ୍ତୀ ସମୟରେ ନିକଟରେ ଥିବା କଲୋନୀ ମଧ୍ୟରେ ପ୍ରବେଶ…

ରାଉରକେଲା: କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲା: ସହରର ମେନ୍ ରୋଡରେ ଥିବା ଏକ କପଡା ଗୋଦାମରେ କୌଣସି କାରଣବଶତଃ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତିରେ ଦୁର୍ଭାଗ୍ୟବଶତଃ କପଡା ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ଏହାଫଳରେ ନିଆଁରେ ପାଖାପାଖି ୭ଲକ୍ଷ ଟଙ୍କାର…

ରାଉରକେଲାରେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ କୁଆଁରମୁଣ୍ଡା ପଞ୍ଚାୟତ ଅଫିସ୍ ସମ୍ମୁଖରୁ ମଙ୍ଗଳବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ କୁଆଁରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିବା…

ରାଉରକେଲାରେ ଭାଙ୍ଗିଲା ରାମ ଦୋଳି, ୪ ଆହତ

ରାଉରକେଲା: ରାଉରକେଲାସ୍ଥିତ ସେକ୍ଟର ୧୬ ଅଞ୍ଚଳରେ ରବିବାର ଦିନ ଚକ୍ରି ଦୋଳି ଲଗାଯାଉଥିବା ବେଳେ କୌଣସି କାରଣବଶତଃ ଏହା ଭାଙ୍ଗିଯିବାରୁ ୪ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଦୁର୍ଗାପୂଜା ମଣ୍ଡପ ନିକଟରେ ଆୟୋଜିତ ମୀନାବଜାରରେ ଚକ୍ରି ଦୋଳି…

ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ୩ ଅଟକ

ରାଉରକେଲା: ରାଉରକେଲାର ସେକ୍ଟର-୭ ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ରବିବାର ଦିନ ୩ ଜଣଙ୍କୁ ଗିରଫ କରିଛି । ପିଡିତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଗତ ସେପ୍ଟେମ୍ବର ୨୨ ତାରିଖରେ…

କୋଏଲ୍ ନଦୀରୁ ଉଦ୍ଧାର ହେଲା ନିଖୋଜ ଛାତ୍ରର ମୃତଦେହ

ରାଉରକେଲା: ରାଉରକେଲାସ୍ଥିତ ପ୍ରଧାନପାଲ୍ଲୀ ନିକଟ କୋଏଲ୍ ନଦୀରୁ ନିଖୋଜ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଶନିବାର ଦିନ ପୋଲିସ ଉଦ୍ଧାର କରିଛି । ମୃତ ଛାତ୍ରଙ୍କ ନାମ ନିଲେଶ ଦାସ । ଗତ ୨୬ ତାରିଖରେ ନିଲେଶ ଝିରପାଣି ବ୍ରିଜରୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଥିଲା । ଏହାବ୍ୟତିତ…

ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପରେ ମଞ୍ଜୁର ହୋଇଥିବା ଅର୍ଥ ଖର୍ଚ୍ଚ ନହୋଇ ପଡିରହିଥିବା ଯୋଗୁଁ ଗଭୀର ଚିନ୍ତାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସହରର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଉଭୟ…

ବ୍ରାହ୍ମଣୀ ବ୍ରିଜରୁ ଖସିଲା ସ୍ଲାବ୍, ଯାତାୟାତ ବାଧାପ୍ରାପ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସ୍ଥିତ ବ୍ରାହ୍ମଣୀ ବ୍ରିଜ୍ ଉପରୁ ମଙ୍ଗଳବାର ଦିନ ଏକ ସ୍ଲାବ୍ ଖସି ପଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନାନୁଯାୟୀ ଉକ୍ତ ବ୍ରିଜ୍ ଉପରେ ଭାରୀ ଯାନ ଚଳାଚଳ କରୁଥିବା ଯୋଗୁଁ ଏହି ସ୍ଲାବ୍ ଖସିପଡିଛି ।…