ଖୁଣ୍ଟାରେ ବାଇକ୍, ବାରିପଦାରେ ସ୍କୁଟି ପାଇଁ ପରିବହନ ବିଭାଗ କଲା ୭ ହଜାର ଟଙ୍କା ଫାଇନ୍
ବାରିପଦା: ପରିବହନ ବିଭାଗର ଅବହେଳା ପୁଣି ଦେଖିବାକୁ ମିଳିଛି । ବାଇକର ପଞ୍ଜିକୃତ ନମ୍ବରରେ ସ୍କୁଟି ଫଟୋ ଉଠାଇ ପରିବହନ ବିଭାଗ ୭ ହଜାର ଟଙ୍କାର ଇ-ଚାଲାଣ କାଟିଛି । ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ।
ଗାଡ଼ି ମାଲିକ ତରୁଣ କୁମାର ମିଶ୍ରଙ୍କ ଅଭିଯୋଗ ଅନୁସାରେ, ତାଙ୍କ…