Latest Odisha News

BREAKING NEWS

Browsing Tag

RTO

ଖୁଣ୍ଟାରେ ବାଇକ୍, ବାରିପଦାରେ ସ୍କୁଟି ପାଇଁ ପରିବହନ ବିଭାଗ କଲା ୭ ହଜାର ଟଙ୍କା ଫାଇନ୍

ବାରିପଦା: ପରିବହନ ବିଭାଗର ଅବହେଳା ପୁଣି ଦେଖିବାକୁ ମିଳିଛି । ବାଇକର ପଞ୍ଜିକୃତ ନମ୍ବରରେ ସ୍କୁଟି ଫଟୋ ଉଠାଇ ପରିବହନ ବିଭାଗ ୭ ହଜାର ଟଙ୍କାର ଇ-ଚାଲାଣ କାଟିଛି । ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ । ଗାଡ଼ି ମାଲିକ ତରୁଣ କୁମାର ମିଶ୍ରଙ୍କ ଅଭିଯୋଗ ଅନୁସାରେ, ତାଙ୍କ…

ଆକ୍ସନ୍ ମୋଡରେ ରାଜ୍ୟ ପରିବହନ ବିଭାଗ, ଏଣିକି ଜୋରିମାନା ସହ ଥାନାରେ ହେବ FIR

ଭୁବନେଶ୍ୱର : ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ ! ରାଜ୍ୟରେ ଟ୍ରାଫିକ ନିୟମର ଉଲଘଂନ ରୋକିବା ନେଇ ଶୂନ୍ୟ ସହନଶୀଳତା ନୀତି ଆପଣା ଯିବ ବୋଲି ସଫାସଫା କହିଛି ରାଜ୍ୟ ପରିବହନ ବିଭାଗ । ଏହି କ୍ରମରେ ବଡଧରଣର ଅଭିଯାନ ଚଲାଇବ ପରିବହନ ବିଭାଗ । ଦିନ ତମାମ ରାଜ୍ୟବ୍ୟାପି ଚାଲିବ…

ଆସନ୍ତାକାଲିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର କରାଯିବ। ଯେଉଁ ଗାଡ଼ିଗୁଡ଼ିକର ନମ୍ବରର ଶେଷ ସଂଖ୍ୟା ୧ରୁ ୬ ଥିବ ସେହି ଗାଡ଼ିଗୁଡ଼ିକ ଚେକିଂ ପରିସରକୁ ଆସିବ। ତେବେ ଚେକିଂର ପ୍ରଥମ ସପ୍ତାହରେ ନିୟମ ଖିଲାପକାରୀଙ୍କୁ କେବଳ ଚେତାବନୀ ଦେଇ…

ଜବଲପୁରର ଆରଟିଓ ନା କୁବେର ରାଜା

ଭୋପାଳ:  ମଧ୍ୟପ୍ରଦେଶ ରାଜ୍ୟର ଜବଲପୁରରେ ଆରଟିଓ ଅଫିସରଙ୍କ ଘରୁ  ମିଳିଛି କୁବେରଙ୍କ ସମ୍ପତ୍ତି । ଆମେ ଏହି ଆରଟିଓ ଅଫିସରଙ୍କୁ କୁବେର ଏଥିପାଇଁ କହୁଛୁ ଯେତେବେଳେ ଅୟଠାରୁ ଅଧିକ ସମ୍ପତ୍ତି ମାମଲାରେ ଜବଲପୁର ଆରଟିଓ ସନ୍ତୋଷ  ପାଲ ସିଂଙ୍କ ଘରେ ଇଓଡବ୍ଲୁ ଚଢାଉ କରିଥିଲା, ସେତେବେଳେ ସମସ୍ତେ…

ସବୁ ରେକର୍ଡ ଭାଙ୍ଗିଲା ଲର୍ଣ୍ଣର୍ ଲାଇସେନ୍ସ; ୩ ମାସରେ ଆବେଦନ କଲେ ୫.୮୭ ଲକ୍ଷ ଲୋକ !

ଭୁବନେଶ୍ୱର: ଗତ ୩ ମାସରେ ସବୁ ରେକର୍ଡ ଭାଙ୍ଗିଛି ଲାଇସେନ୍ସ ଆବେଦନ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ କିପରି ଜନସାଧାରଣ ଲାଇସେନ୍ସ କରିବାକୁ ମନ ବଳେଇଛନ୍ତି ତାର ପରିସଂଖ୍ୟନ ଏବେ ସାମ୍ନାକୁ ଆସିଛି । ରାଜ୍ୟରେ ବର୍ତ୍ତମାନ ନୂଆ ମୋଟର ଯାନ ଆଇନ୍‌ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ।…

ନଭେମ୍ବର ୨୪ ଭିତରେ ୮.୯ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ କରିଛନ୍ତି ଆବେଦନ: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ସେପ୍ଟେମ୍ବର ୧ରୁ ନଭେମ୍ବର ୨୪ ତାରିଖ ଯାଏଁ ପ୍ରାୟ ୮,୮୯,୦୯୩ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ନେଇ ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ଏକ ଲିଖିତ ଉତ୍ତରରେ ମନ୍ତ୍ରୀ…

ଉଚ୍ଛେଦ ହେଲା ଭୁବନେଶ୍ୱର ଆରଟିଓ ଅଫିସ୍ ନିକଟସ୍ଥ ଅସ୍ଥାୟୀ ସେଡ୍

ଭୁବନେଶ୍ୱର: ବିଏମସି ଓ ବିଡିଓର ଜଏଣ୍ଟ ଇନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ସୋମବାର ଦିନ ସହିଦ ନଗରସ୍ଥିତ ପରିବହନ କାର୍ଯ୍ୟାଳୟ(ଆରଟିଓ) ନିକଟରେ ଥିବା ପାଖାପାଖି ୪୦ଟି ଅସ୍ଥାୟୀ ସେଡ୍ ତଥା ଘର ଗୁଡିକୁ ଉଚ୍ଛେଦ କରାଯାଇଛି । ଏହି ଅସ୍ଥାୟୀ ଘର ବ୍ୟତିତ କାର୍ଯ୍ୟାଳୟ ନିକଟରେ ଥିବା ୩ଟି…

ଭୁବନେଶ୍ବରର ଏହି ଦୁଇଟି କାର୍ଯ୍ୟାଳୟରେ ଆଜିଠାରୁ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ବର: ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁହେବା ପରେ ପରିବହନ କାର୍ଯ୍ୟାଳୟ ଗୁଡିକରେ ନାହିଁ ନଥିବା ଭିଡ଼ ଜମୁଛି । ଏହାକୁ ଦୃଷ୍ଟିରେ ସୋମବାର ଠାରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ସହିଦ ନଗରସ୍ଥିତ ବିଏମସି କାର୍ଯ୍ୟାଳୟ ଓ ଏସଆରଟିସି କାର୍ଯ୍ୟାଳୟରେ ଲୋକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଯୋଗାଇ…

ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ; ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ ହେବ ‘ଆରଟିଓ’ କାର୍ଯ୍ୟାଳୟ

ଭୁବନେଶ୍ୱର: 'ଆରଟିଓ' କାର୍ଯ୍ୟାଳୟ ଗୁଡ଼ିକୁ ଦଲାଲ ମୁକ୍ତ କରିବା ପାଇଁ  କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ଆରଟିଓ ମାନଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି…

ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲେ ରଦ୍ଦ ହେବ ବସ୍ ପରମିଟ୍

ଭୁବନେଶ୍ୱର: ରାଜ୍ୟର ବସ୍ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲେ ବସ୍ ଫିଟନେସ୍ ସାର୍ଟିଫିକେଟ୍ ଓ ରୁଟ୍ ପରମିଟ୍ ରଦ୍ଦ କରିବା ଲାଗି ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସରେ ଅଚାନକ ନିଆଁ…